Browsing Category
ଆଜିର ଖବର
ଭିଜିଲାନ୍ସ ଜାଲରେ ଭବାନୀପାଟଣା ଜଳବିଭାଜିକା ଭିବିଜି-ରାମଜି ଆସିଷ୍ଟାଣ୍ଟ
ରାଜ୍ୟ କାହାଣୀ (ଭୁବନେଶ୍ଵର)ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଜଣେ ମହିଳା କର୍ମଚାରୀ। ମହିଳା କର୍ମଚାରୀ ଜଣକ ହେଲେ ଭବାନୀପାଟଣା ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗର ଭିବିଜି-ରାମଜି ଆସିଷ୍ଟାଣ୍ଟ ପ୍ରିୟଙ୍କା ଜେନା । ଫାର୍ମ ପଣ୍ଡ ବା ପୋଖରୀ କାମର ବିଲ୍!-->…
ପୁରୀରେ ଅବତରଣ କଲା ସିଏମଙ୍କ ହେଲିକେପ୍ଟର
ଜରୁରୀ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ମୟୂରଭଞ୍ଜରୁ ଭୁବନେଶ୍ବର ଫେରୁଥିଲେ ମୁଖ୍ୟମନ୍ତ୍ରୀ । ଝଡବର୍ଷା ଯୋଗୁଁ ଭୁବନେଶ୍ବରରେ ହେଲିକପ୍ଟର କରିବପାରିଲାନି ଅବତରଣ । ତେଣୁ ପୁରୀ ସମଙ୍ଗ ଅସ୍ଥାୟୀ ବସ୍ଷ୍ଟାଣ୍ଡରେ ଜରୁରୀ ଅବତରଣ କରିଛି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର !-->…
ଅଂଶୁଘାତର ଶିକାର ହେଲେ ସୋନପୁର ଉପଜିଲ୍ଲାପାଳ
ରାଜ୍ୟ କାହାଣୀ(ଭୁବନେଶ୍ଵର)ସୋନପୁର ଉପଜିଲ୍ଲାପାଳ ଅଂଶୁଘାତରେ ଆକ୍ରାନ୍ତ। ଉପଜିଲ୍ଲାପାଳ ଡ. ସୌମ୍ୟରୂପା ରଥ ଅଂଶୁଘାତରେ ଆକ୍ରାନ୍ତ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।ସୋମବାର ଦିନ ସୋନପୁର ଜିଲ୍ଲା ବିଶିମୁଣ୍ଡା ଗାଁ ପଞ୍ଚାୟତ ଠାରେ ଏକ ଅଭିଯୋଗ ଶୁଣାଣିର ଶିବିର ଚାଲିଥିଲା!-->…
ଟେକ୍ନୋଲୋଜିରେ ପାରଦର୍ଶିତା ଲାଭ କରିବେ ମିଶନ ଶକ୍ତି ମହିଳା
ରାଜ୍ୟ କାହାଣୀ ( ଭୁବନେଶ୍ଵର)ଟେକ୍ନୋଲୋଜିରେ ପାରଦର୍ଶିତା ଲାଭ କରିବେ ମିଶନ ଶକ୍ତି ମହିଳା। ସେମାନଙ୍କୁ ଟ୍ରେନିଂ ଦେବ ଆଇଆଇଟି ପ୍ରଫେସର। ଏଥିପାଇଁ ଓଡ଼ିଶା ଜୀବିକା ମିଶନ ଓ ଭୁବନେଶ୍ୱର ଆଇଆଇଟି ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି।ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା!-->…
ଆଜିଠାରୁ ସମସ୍ତ ପୌରାଞ୍ଚଳରେ ୧୩ ଦିନିଆ ନାଗରିକ ସମ୍ପର୍କ ଅଭିଯାନ
ଭୁବନେଶ୍ୱର, (ରାଜ୍ୟ କାହାଣୀ)ଆଜିଠାରୁ ରାଜ୍ୟର ସମସ୍ତ ପୌରାଞ୍ଚଳରେ ୧୩ ଦିନିଆ ନାଗରିକ ସର୍ମ୍ପର୍କ ଅଭିଯାନ ଆରମ୍ଭ ହେଉଛି। ସହରାଞ୍ଚଳ ନାଗରିକ ସମ୍ପର୍କ ନାଗରିକ-କୈନ୍ଦ୍ରିକ ସହରୀ ଶାସନକୁ ସଦୃଢ଼ କରିବା ଏବଂ ସହରୀ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ପାଇଁ ଏକ ପ୍ରମୁଖ!-->…
ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ସହ ଜଡିତ ଶବ୍ଦାବଳୀର ‘କପି ରାଇଟ୍ସ’ ଆବେଦନ କଲା ଶ୍ରୀମନ୍ଦିର ପ୍ରଶାସନ
ଭୁବନେଶ୍ୱର (ରାଜ୍ୟକାହାଣୀ )ଶ୍ରୀମନ୍ଦିର ବ୍ୟତୀତ ଅନ୍ୟ କେହି ମହାପ୍ରସାଦ ନାମ ନେଇ ବିକ୍ରି କରିପାରିବେ ନାହିଁ । ଏହା ଉପରେ ରୋକ୍ ଲାଗିବ । ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ସହ ଜଡ଼ିତ ଶବ୍ଦାବଳୀର ପେଟେଣ୍ଟ ବା କପି ରାଇଟ୍ସ ପାଇଁ ଆଇପି ଇଣ୍ଡିଆରେ ଆବେଦନ କରିଛି ଶ୍ରୀଜଗନ୍ନାଥ ମନ୍ଦିର!-->…
ଭତ୍ତା ସମସ୍ୟା ନେଇ ବଡ଼ ଖବର , ସପ୍ତାହେ ଭିତରେ ସମାଧାନର ଆଶ୍ୱାସନା
ଭୁବନେଶ୍ୱର (ରାଜ୍ୟକାହାଣୀ )ଏକ ସପ୍ତାହ ଭିତରେ ଭତ୍ତା ସମସ୍ୟାର ସମାଧାନ ହେବ। ଏହା କେବଳ ଓଡ଼ିଶାର ସମସ୍ୟା ନୁହେଁ, ଏହା ସବୁ ରାଜ୍ୟର ସମସ୍ୟା । ବର୍ତ୍ତମାନ ଭତ୍ତା ବ୍ୟବସ୍ଥା ସହ ଜଡିତ ସଫ୍ଟୱେରରେ ଆବଶ୍ୟକ ପରିବର୍ତ୍ତନ ଓ ଉନ୍ନତିକରଣ କାମ ଚାଲିଛି ।ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ!-->…
୧୦ ଦିନ ବିନା ବ୍ୟାଗ୍ରେ ଆସିବେ ପିଲା, ଶନିବାର ବସ୍ତାନି ବିହୀନ ଦିବସ
ଭୁବନେଶ୍ୱର (ରାଜ୍ୟକାହାଣୀ )ବର୍ଷକୁ ୧୦ ଦିନ ବିନା ବ୍ୟାଗ୍ ରେ ସ୍କୁଲ୍ ଆସିବେ ପିଲା। ଜାତୀୟ ଶିକ୍ଷା ନୀତି-୨୦୨୦କୁ ସ୍କୁଲ୍ ସ୍ତରରେ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ଏନ୍ ଇପି-୨୦୨୦ ଅନୁଯାୟୀ ପାଠ୍ୟକ୍ରମ ରୂପରେଖରେ ପରିବର୍ତ୍ତନ ହୋଇଛି। ଏଣିକି ଏନଇପି ଆଧାରରେ ସ୍କୁଲରେ ହେବ ପାଠପଢ଼ା।!-->…
୧୦ ତାରଖରେ ବସିବ ବିଜୁ ଜନତା ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ
ଭୁବନେଶ୍ୱର (ରାଜ୍ୟକାହାଣୀ )ଆସନ୍ତା ୧୦ ତାରିଖରେ ବିଜେଡିର ବଡ଼ ବୈଠକ ବସିବାକୁ ଯାଉଛି ।ଉପସଭାପତି ଦେବୀପ୍ରସାଦ ମିଶ୍ର ଏକ ପ୍ରେସ ରିଲିଜ ଜାରି କରି ବୈଠକ ଡ଼ାକିଛନ୍ତି । ଏହି ବୈଠକରେ ସମସ୍ତ ନେତାଙ୍କୁ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ବିଜେଡି ପକ୍ଷରୁ ଜାରି ହୋଇଥିବା!-->…
ପୁଣି ରାଜଧାନୀରେ ଲଜ୍ଜା । ହଷ୍ଟେଲରୁ ନେଇ ହୋଟେଲରେ ବଳାତ୍କାର କଲେ ପୁରୁଷବନ୍ଧୁ!
ଭୁବନେଶ୍ୱର (ରାଜ୍ୟକାହାଣୀ )ପୁଣି ରାଜଧାନୀରେ ଲଜ୍ଜା । ଧଉଳି ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ସୋମବାର ଅଭିଯୋଗ ହୋଇଛି। ଖବର ଅନୁଯାୟୀ, ହଷ୍ଟେଲରେ ରହୁଥିଲା ଯୁବତୀ । ରବିବାର କୌଣସି କାରଣକୁ ନେଇ ହୋଟେଲ୍କୁ ଡାକିଥିଲେ ଯୁବତୀଙ୍କ ପୁରୁଷ ବନ୍ଧୁ । ସେଠାରେ ହଠାତ୍ ପୁରୁଷ!-->…