ତମାଖୁଜାତ ଦ୍ରବ୍ୟରୁ ରାଜକୋଷକୁ ୭,୩୪୬ କୋଟି ଟଙ୍କା ଆଦାୟ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର (ରାଜ୍ୟ କାହାଣୀ) ଗୁଟଖା, ପାନମସଲା, ସିଗାରେଟ୍ ଓ ବିଡ଼ିରୁ ରାଜକୋଷକୁ ମିଳିଛି ହଜାର ହଜାର କୋଟି ଟଙ୍କାର ଟିକସ । ଗତ ୧୦ ବର୍ଷରେ ଏସବୁ ତମାଖୁଜାତ ଦ୍ରବ୍ୟରୁ ୭ ହଜାର ୩୪୬ କୋଟି ୩୧ ଲକ୍ଷ ଟଙ୍କାର ଟିକସ ଆଦାୟ ହୋଇଛି ।ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି!-->…