ପୋଲିସ ସେବା ପୁରସ୍କାର ୨୦୨୬ ଘୋଷଣା, ଓଡ଼ିଶାର ମୋଟ୍ ୧୭ ଜଣଙ୍କୁ ମିଳିବ ପୋଲିସ ସେବା ପୁରସ୍କାର

ଭୁବନେଶ୍ୱର (ରାଜ୍ୟ କାହାଣୀ )ସ୍ବାଧୀନତା ଦିବସ ପୂର୍ବରୁ ବିଶିଷ୍ଟ ସେବା ପୁରସ୍କାର ୨୦୨୬ ଘୋଷଣା ହୋଇଛି। ସ୍ୱାଧୀନତା ଦିବସ ଅବସରରେ ପୋଲିସ, ଅଗ୍ନିଶମ, ଗୃହରକ୍ଷୀ ଏବଂ ସିଭିଲ ଡିଫେନ୍ସ ଏବଂ ସଂଶୋଧନ ସେବାରେ ମୋଟ ୧୦୫୭ ଜଣ କର୍ମଚାରୀଙ୍କୁ ସାହସିକତା ଏବଂ ସେବା ପଦକ ପ୍ରଦାନ କରାଯାଇଛି।୫

ବିମାନ ବାତିଲକୁ ନେଇ ହଙ୍ଗାମା, ଭଙ୍ଗାରୁଜା କଲେ ମହିଳା ଯାତ୍ରୀ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଭୁବନେଶ୍ୱର ବିମାନବନ୍ଦରରେ ମହିଳାଙ୍କ ଯାତ୍ରୀଙ୍କ ଅସନ୍ତୋଷ। ଇଣ୍ଡିଗୋ ବିମାନ ବିଳମ୍ବ ଓ ବାତିଲକୁ ନେଇ ଅସନ୍ତୋଷ ଝାଡ଼ିଲେ ମହିଳା ଯାତ୍ରୀ।ସକାଳୁ ସକାଳୁ ବିମାନବନ୍ଦରରେ ଏଭଳି ହାଇଡ୍ରାମା ଦେଖିବାକୁ ମିଳିଛି। କଲିକତାକୁ ଉଡାଣ ଭରିବାକୁ ଥିବା ବିମାନ ୩ଘଣ୍ଟା

ମାତ୍ର ୩ ଫୁଟ୍‌; KBCରେ ଛୋଟ ଡାକ୍ତରଙ୍କ ବଡ଼ କାହାଣୀ

ଅମିତାଭ ବଚ୍ଚନଙ୍କ ଶୋ’ ‘କୌନ ବନେଗା କରୋଡପତି’ର ସିଜନ -୧୮ ନିକଟରେ ଆରମ୍ଭ ହୋଇଛି। ଉକ୍ତ ଶୋ’ର ଲାଟେଷ୍ଟ ଏପିସୋଡରେ ବିଶ୍ୱର ସବୁଠୁ କମ୍ ଉଚ୍ଚତାର ଡାକ୍ତର ଗଣେଷ ବରୈୟା ପହଞ୍ଚି ଥିଲେ। ଗୁଜରାଟର ଭାବନଗର ଜିଲ୍ଲାର ଗୋରଖି ଗାଁର ଗଣେଶ ବରୈୟା । ତାଙ୍କ ଉଚ୍ଚତା ମାତ୍ର ୩ ଫୁଟ୍‌ । ଛୋଟ କଦ

FSSAIକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, ପ୍ୟାକେଜ୍‌ ଫୁଡ ପ୍ରଡକ୍ଟରେ ସତର୍କ ସୂଚନା ଦେବାକୁ ନିର୍ଦ୍ଦେଶ

ଅଧିକ ପରିମାଣର ଚିନି, ଲୁଣ ଏବଂ ସନ୍ତୁଳିତ ଚର୍ବି (ସାଚୁରେଟେଡ୍‌ ଫ୍ୟାଟ୍‌) ଥିବା ପ୍ୟାକେଟଯୁକ୍ତ ଖାଦ୍ୟ ସାମଗ୍ରୀ ଉପରେ ‘ଫ୍ରଣ୍ଟ-ଅଫ୍‌-ପ୍ୟାକ ୱାର୍ଣ୍ଣିଂ ଲେବଲ’(ଖାଦ୍ୟ ପ୍ୟାକେଟ ଉପରେ ଚେତାବନୀ ସୂଚକ ଚିହ୍ନ) ନ ଲଗାଇବାକୁ ନେଇ ଗୁରୁବାର ସୁପ୍ରିମକୋର୍ଟ FSSAI ଓ କେନ୍ଦ୍ର ସରକାରଙ୍କୁ

ବଙ୍ଗୋପସାଗରରେ ଅବପାତ, ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା

ବଙ୍ଗୋପସାଗରର ପଶ୍ଚିମବଙ୍ଗ ଉପକୂଳରେ ଅବପାତ । ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ୩ଦିନ ଯାଏ ପ୍ରବଳ ବର୍ଷା ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି । ଭୀଷଣ ବର୍ଷା ପାଇଁ ସୁନ୍ଦଗରଡ଼ ଓ କେନ୍ଦୁଝର ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ

ରାଜ୍ୟରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ମାଷ୍ଟର ପ୍ଲାନ

ରାଜ୍ୟରେ ଦିନକୁ ଦିନ ଖରାପ ହେଉଛି ବାୟୁମାନ । ଏକ କି ଦୁଇଟି ନୁହେଁ, ରାଜ୍ୟର ଏକାଧିକ ସହରରେ ଏକ୍ୟୁଆଇ ୩୦୦ ପାର କରୁଥିବା ଚିନ୍ତାର କାରଣ ପାଲଟିଛି । ବିଶେଷକରି ଭୁବନେଶ୍ୱର, କଟକ, ବାଲେଶ୍ୱର, ଯାଜପୁର, ଅନୁଗୁଳ, ରାଉରକେଲା ଓ ତାଳଚେର ଭଳି ସହରରେ ପ୍ରଦୂଷଣ ସ୍ଥିତି ଗୁରୁତର ହେଉଛି ।ଏଭଳି

ପାଣି ନ ଛାଡିବାରୁ ବନ୍ୟା କ୍ଷୟକ୍ଷତି ଆକଳନରେ ବିଳମ୍ବ !ଜିଲ୍ଲାଗୁଡ଼ିକର ମୁଖ୍ୟ ନଦୀଗୁଡ଼ିକରେ ଡ୍ରେଜିଂ କରାଯିବ :…

ଭୁବନେଶ୍ୱର (ରାଜ୍ୟ କାହାଣୀ )ଗୋଟିଏ ବନ୍ୟା ନ ସରୁଣୁ ପୁଣି ଆଉ ଏକ ବନ୍ୟା ଆସିବା ଯୋଗୁଁ ରାଜ୍ୟରେ କ୍ଷୟକ୍ଷତି ଆକଳନ ଏବଂ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି । ବିଶେଷ କରି ଉତ୍ତର ଓଡ଼ିଶାର ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଜଳ ନିଷ୍କାସନ ବଡ଼ ସମସ୍ୟା ଭାବେ ଉଭା

ହସ୍ପିଟାଲ୍‌ର ଶୌଚାଳୟରୁ ମିଳିଲା ନର୍ସଙ୍କ ମୃତଦେହ; କବାଟ ଭାଙ୍ଗି ଶବ ଉଦ୍ଧାର କୋଲକାତା ପୁଲିସ

ପଶ୍ଚିମବଙ୍ଗର କୋଲକାତାସ୍ଥିତ ନୀଲରତନ ସରକାର (NRS) ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ଏକ ରହସ୍ୟଜନକ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ବୁଧବାର ରାତିରେ ଡ୍ୟୁଟିରେ ଥିବା ଜଣେ ଷ୍ଟାଫ୍ ନର୍ସ ରୂପାଲି ବର୍ମନଙ୍କ ମୃତଦେହ ହସ୍ପିଟାଲର ଶୌଚାଳୟରୁ ମିଳିବା ପରେ ସମଗ୍ର ହସ୍ପିଟାଲ ପରିସରରେ

ଅଗଷ୍ଟ ୧୮ ପର୍ଯ୍ୟନ୍ତ DGP ଚୟନ ଚୂଡ଼ାନ୍ତ ନକରିବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ

ଓଡ଼ିଶାର ପୋଲିସ ମହାନିର୍ଦ୍ଦେଶକ (DGP) ଚୟନ ପ୍ରକ୍ରିୟାକୁ ନେଇ ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଆଜି (ଗୁରୁବାର) ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ (UPSC)କୁ ଓଡ଼ିଶାର DGP ଚୟନ ପ୍ରକ୍ରିୟା ଚୂଡ଼ାନ୍ତ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୧୮ରେ ଏହି ମାମଲାର

Air Indiaର ସମସ୍ତ ପାଇଲଟଙ୍କର ହେବ ଡ୍ରଗ୍ସ ଟେଷ୍ଟ

‘ମାରିଜୁଆନା ଘଟଣା’ ପରେ, ଏୟାର ଇଣ୍ଡିଆ ଏହାର ସମସ୍ତ ପାଇଲଟଙ୍କ ପାଇଁ ବାଧ୍ୟତାମୂଳକ ସ୍କ୍ରିନିଂ ନିର୍ଦ୍ଦେଶ ଦେଇଛି। ନିଷିଦ୍ଧ ପଦାର୍ଥ ଏବଂ ଔଷଧର ଯାଞ୍ଚ ନିୟମ ଅନୁଯାୟୀ କରାଯିବ। ଏୟାର ଇଣ୍ଡିଆ କହିଛି ଯେ ତାଲିମ ଏବଂ ଉଡ଼ାଣ ଦାୟିତ୍ୱ ପରେ ପାଇଲଟମାନେ ପରୀକ୍ଷା କରିବେ। ସ୍କ୍ରିନିଂ