ଆଜି ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳାଫଳ ! ପାସ୍ ହାର ୬୩.୬୪ ପ୍ରତିଶତ

ଭୁବନେଶ୍ୱର (ରାଜ୍ୟ କାହାଣୀ )ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା-୨୦୨୬ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା-୨୦୨୬ (ଦ୍ୱିତୀୟ)ର ଫଳାଫଳ ଆଜି ପ୍ରକାଶ ପାଇଛି । ଚଳିତ ଥର ୫ ହଜାର ୭ ଶହ ୬୦ ଜଣ ଛାତ୍ରଛାତ୍ରୀ

ଯଶୱନ୍ତ ବର୍ମାଙ୍କ ଉପରେ ଲାଗିଥିବା ସବୁ ଅଭିଯୋଗ ପ୍ରମାଣିତ

ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କ ସହିତ ଜଡିତ ବିବାଦୀୟ ଘରେ ଟଙ୍କା ମିଳିବା ମାମଲାର ତଦନ୍ତ କମିଟିର ରିପୋର୍ଟ ବୁଧବାର ଲୋକସଭାରେ ଉପସ୍ଥାପିତ ହୋଇଛି। ୨୦୨୫ ମାର୍ଚ୍ଚ ୧୪ ତାରିଖରେ ସେତେବେଳେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଥିବା ଜଷ୍ଟିସ୍ ବର୍ମାଙ୍କ

କୃଷି, ସମବାୟ ଓ ପଶୁସମ୍ପଦ ବିଭାଗ ଦ୍ୱାରା ବନ୍ୟା କ୍ଷତିଗ୍ରସ୍ତଙ୍କୁ ମିଳିବ ସ୍ୱତନ୍ତ୍ର ପ୍ୟାକେଜ-ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ଵର (ରାଜ୍ୟ କାହାଣୀ) ରାଜ୍ୟରେ ଗୋଟିଏ ପରେ ଗୋଟିଏ ବନ୍ୟା ଓ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଆଗକୁ ପୁଣି ବର୍ଷା ଓ ଲଘୁଚାପର ସମ୍ଭାବନା ଥିବାରୁ ସରକାର ସ୍ଥିତି ଉପରେ ନଜର ରଖିଛନ୍ତି । ତେବେ କୃଷି, ସମବାୟ ଓ ପଶୁସମ୍ପଦ ବିଭାଗ ଦ୍ୱାରା ବନ୍ୟା କ୍ଷତିଗ୍ରସ୍ତଙ୍କୁ ମିଳିବ

ଶ୍ରୀମନ୍ଦିରରେ ଦୂର ହେବ କାଠ ସଙ୍କଟ

ଭୁବନେଶ୍ଵର (ରାଜ୍ୟ କାହାଣୀ )ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତିରେ ଆଉ ରହିବନି କାଠର ସଙ୍କଟ। କାଠ ସଙ୍କଟକୁ ନେଇ  ତତ୍ପର ହୋଇଉଠିଛି ପ୍ରଶାସନ। କାଠ ସମସ୍ୟା କିଭଳି ଦୂର ହେବ ସେନେଇ ସୁଆର ମହାସୁଆର ନିଯୋଗ ସହିତ ବୈଠକ କରିଥିଲେ ପୁରୀ ଜିଲ୍ଲାପାଳ।ତେବେ କାଠ ସମସ୍ୟା ଦୂର ପାଇଁ

ଲାଞ୍ଚ ନେଉଥିଲେ ରାଜସ୍ୱ ନିରୀକ୍ଷକ, ଧରିଲା ଭିଜିଲାନ୍ସ

ଜମି ପଟ୍ଟା କରିବା ପାଇଁ କ୍ଷେତ୍ର ପରିଦର୍ଶନ ରିପୋର୍ଟ ଦେବାକୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବାଲେଶ୍ୱର ଖଇରା ତହସିଲର ତୁଡ଼ିଗାଡ଼ିଆ ରାଜସ୍ୱ ନିରୀକ୍ଷକ (ଆରଆଇ) ଶରତ କୁମାର ସେଠୀ। ସୂଚନାନୁଯାୟୀ, ଜଣେ ବ୍ୟକ୍ତି ନିଜ ଜେଜେ ବାପାଙ୍କ ନାମରେ ଜମିର ପଟ୍ଟା

ସୁନା-ରୁପା ଦରରେ ଆଜି କ’ଣ ରହିଛି ଅପଡେଟ୍?

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୪,୮୬୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୧,୯୫୦ ଟଙ୍କା ଛୁଇଁଛି ।ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୪,୮୬୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧,୪୧,୯୫୦ ଟଙ୍କାକୁ

କାରରେ ଆସି ମିଠା କିଣିଲେ !ଦୋକାନର କ୍ୟାସ୍ ପେଡିରୁ ଟଙ୍କା ଚୋରି କରିନେଲେ ମହିଳା

ଭୁବନେଶ୍ୱର (ରାଜ୍ୟ କାହାଣୀ )କାରରେ ଆସିଲେ, ମିଠା କିଣିଲେ। ଆଉ ଦୋକାନୀଙ୍କ ଅସାବଧାନତାର ସୁଯୋଗ ନେଇ ଦୋକାନର କ୍ୟାସ୍ ପେଡିରେ ବୁଲାଇଲେ କଳାକନା। ସିସିଟିଭିରେ କଏଦ ହୋଇଛି କ୍ୟାସ୍ କାଉଣ୍ଟରରୁ ଚୋରି ସମୟର ଦୃଶ୍ୟ। ଘଟଣା ଘଟିଛି ରାଜଧାନୀ ଲିଙ୍ଗିପୁର ଟ୍ରାଫିକ ଛକରେ ଥିବା ଏକ ମିଠା

ବାହା ହେଲେ ପର୍ତ୍ତୁଗାଲର ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ

ବାହା ହେଲେ ପର୍ତ୍ତୁଗାଲର ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ |ରୋନାଲ୍‌ଡୋ ବହୁଦିନର ବାନ୍ଧବୀ ଜର୍ଜିନା ରଡ୍ରିଗ୍ସଙ୍କୁ ଆନୁଷ୍ଠାନିକ ଭାବେ ଜୀବନସାଥୀ କରିଛନ୍ତି । ମଙ୍ଗଳବାର କାସାଇସ୍‌ରେ ଗୋପନୀୟ ଭାବେ ଏକ ନିରାଡମ୍ବର ଉତ୍ସବରେ ରଡ୍ରିଗ୍ସଙ୍କ ସହ ବିବାହବନ୍ଧନରେ ଆବଦ୍ଧ ହୋଇଛନ୍ତି