ଚେନ୍ନାଇ ଏୟାରପୋର୍ଟରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ, ଇଂଜିନ ଖରାପ ଥିବା ସୂଚନା
ଏୟାର ଇଣ୍ଡିଆର ଫ୍ଲାଇଟରେ ଟରବୁଲେନ୍ସ ପରେ ଇଣ୍ଡିଗୋର ଫ୍ଲାଇଟ ଇଞ୍ଜିନ ଫେଲ ହେବାର ମାମଲା ସାମ୍ନାକୁ ଆସିଛି। ଉଭୟ ମାମଲାରେ ଫ୍ଲାଇଟ ଦୁର୍ଘଟଣାର ଶିକାର ହେବାରୁ ବର୍ତ୍ତି ଯାଇଛି। କିନ୍ତୁ ଦିଲ୍ଲୀ ଏୟାରପୋର୍ଟ ପରି ଆଜି ଚେନ୍ନାଇ ଏୟାରପୋର୍ଟରେ ମଧ୍ୟ ହଇଚଇ ସୃଷ୍ଟି ହୋଇଯାଇଥିଲା। ଏୟାରପୋର୍ଟ!-->…