Browsing Category

ମନୋରଞ୍ଜନ

କମ୍ପାନୀ ପ୍ଲେନକୁ ‘ଟୟ ପ୍ଲେନ’ କହି ଫସିଲେ ନୋରା ଫତେହି

ବଲିଉଡ ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେହି ପୁଣିଥରେ ଆଇନଗତ ବିବାଦରେ ଫସିଛନ୍ତି। ଗୁଜରାଟର ଗାନ୍ଧୀନଗର ଅଦାଲତରେ ନୋରାଙ୍କ ବିରୋଧରେ ୩ କୋଟି ଟଙ୍କାର ସିଭିଲ ମାନହାନି ମାମଲା ଦାୟର ହୋଇଛି। ଏକ ଏଭିଏସନ କମ୍ପାନୀ ପକ୍ଷରୁ ଏହି ମାମଲା ଦାୟର କରାଯାଇଛି।ଠାଇଛି। କମ୍ପାନୀର ଅଭିଯୋଗ ହେଉଛି,…

ଆଜି ଲୋକପ୍ରିୟ ଅଭିନେତା ଶକ୍ତି କପୁରଙ୍କ ୭୪ତମ ଜନ୍ମଦିନ

ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତା ଶକ୍ତି କପୁର ଆଜି ତାଙ୍କ ୭୪ତମ ଜନ୍ମଦିନ ପାଳନ କରୁଛନ୍ତି। ଦୀର୍ଘ ଅଭିନୟ ଜୀବନରେ ସେ ଖଳନାୟକ, ସହଅଭିନେତା ଠାରୁ ଆରମ୍ଭ କରି କମେଡି ଚରିତ୍ର ପର୍ଯ୍ୟନ୍ତ ବିଭିନ୍ନ ଭୂମିକାରେ ନିଜ ଅଭିନୟର ଛାପ ଛାଡ଼ିଛନ୍ତି। ତାଙ୍କ ନିଆରା ଅଭିନୟ ଶୈଳୀ ଓ ସଂଳାପ…

ସାଇବାବା ଫେମ୍ ସୁଧୀରଙ୍କୁ ସାହାଯ୍ୟର ହାତ ବଢାଇଲେ ବଲିଉଡର ଅଭିନେତା

୧୯୭୭ ମସିହାରେ ‘ଶିରିଡି ସାଇ ବାବା’ ରେ ସାଇ ବାବା ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ହୋଇ ଆସୁଥିବା ଅଭିନେତା ସୁଧୀର ଦଲଭି ସମ୍ପ୍ରତି ଅସୁସ୍ଥ ହୋଇପଡ଼ିଛନ୍ତି । ସେ ପ୍ରାୟ ଗୋଟିଏ ମାସ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ହେଲେ ଏବେ ତାଙ୍କ ଅବସ୍ଥା ଭଲ ରହିଛି । ସେ ହସ୍ପିଟାଲରୁ…

ବିବାହର ୫ ମାସରେ ଅଲଗା ହେଲେ ବାଦଶାହ-ଇଶା

ବଲିଉଡର ବାଦଶାହ ଏବେ ନିଜ ବ୍ୟକ୍ତିଗତ ସଂପର୍କକୁ ନେଇ ପୁଣି ଚର୍ଚ୍ଚାରେ । ବାଦଶାହ ଏବଂ ପଞ୍ଜାବୀ ଅଭିନେତ୍ରୀ ଈଶା ରିଖି ଅଲଗା ହୋଇଛନ୍ତି ।ବିବାହର ମାତ୍ର କିଛି ମାସ ପରେ ଏହି ଚର୍ଚ୍ଚିତ ଦମ୍ପତି ଅଲଗା ହୋଇଯାଇଛନ୍ତି। ସେମାନଙ୍କ ସମ୍ପର୍କରେ ମତଭେଦ ଏବଂ ତିକ୍ତତାର ଖବର କିଛି ସମୟ ଧରି…

ବଲିଉଡ୍‌ ଅଭିନେତା ଇମ୍ରାନ ହାସମୀ ‘H1N1’ ଆକ୍ରାନ୍ତ

ବଲିଉଡର ଜଣାଶୁଣା ଅଭିନେତା ଇମ୍ରାନ ହାସମୀ ସ୍ୱାଇନ୍ ଫ୍ଲୁ (H1N1) ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଗତ କିଛି ଦିନ ହେବ ସେ ଅସୁସ୍ଥ ଅନୁଭବ କରୁଥିଲେ। ନିକଟରେ ରାଞ୍ଚି ଗସ୍ତ ପରେ ତାଙ୍କର ଏହି ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି।ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ଏବଂ ଆବଶ୍ୟକୀୟ…

ରାକ୍ଷୀ ବିଜ୍ଞାପନକୁ ନେଇ ବିବାଦ, କ୍ରିତି ସାନନଙ୍କୁ କଙ୍ଗନାଙ୍କ ଟାର୍ଗେଟ୍

ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ ନେଇ ଅଭିନେତ୍ରୀ କ୍ରିତି ସାନନ ବିବାଦରେ ଫସିଛନ୍ତି। ଏହି ବିଜ୍ଞାପନ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଆସୁଛି।ବିଜ୍ଞାପନରେ କ୍ରିତି ନିଜ ଭାଇଙ୍କ ସହ ରକ୍ଷାବନ୍ଧନ ପାଳନ କରୁଥିବା ଦେଖାଯାଇଛି। ଏହାପରେ ସେ…

‘ମହାକାଳୀ’ରେ ଅକ୍ଷୟଙ୍କ ଖତରନାକ ଅବତାର

ସାମ୍ନାକୁ ଆସିଛି ଅକ୍ଷୟ ଖନ୍ନାଙ୍କ ଫିଲ୍ମ ମହାକାଳୀର ପ୍ରଥମ ଝଲକ । ଏହି ଫିଲ୍ମକୁ ପ୍ରଶାନ୍ତ ବର୍ମା ନିର୍ଦ୍ଦେଶନା ଦେଉଛନ୍ତି ଏବଂ ଏଥିରେ ଅକ୍ଷୟ ଖନ୍ନା ଶୁକ୍ରାଚାର୍ଯ୍ୟଙ୍କ ଭୂମିକାରେ ଅଭିନୟ କରିଛନ୍ତି । ‘Shukracharya's War Cry’ ଶୀର୍ଷକରେ ଆସିଥିବା ପ୍ରାୟ ୨ ମିନିଟ୍‌ ୫୩ ସେକେଣ୍ଡର…

ଋଣ ମାମଲାରେ ଟ୍ରୋଲ୍ କରୁଥିବା ଲୋକଙ୍କୁ ରାଜପାଲ୍ ଯାଦବଙ୍କ କଡ଼ା ଜବାବ

ରାଜପାଲ୍ ଯାଦବ ଜଣେ ଜଣାଶୁଣା ଭାରତୀୟ ଚଳଚ୍ଚିତ୍ର ହାସ୍ୟ ଅଭିନେତା । ସେ ହିନ୍ଦୀ ସିନେମାରେ ତାଙ୍କର ଅନନ୍ୟ ଅଭିନୟ ଏବଂ ହାସ୍ୟରସ ପାଇଁ ଖୁବ୍ ଲୋକପ୍ରିୟ । ଏବେ ସେ କିଛି ଆଇନଗତ ଓ ବ୍ୟକ୍ତିଗତ ମାମଲା (ଯେପରିକି ଚେକ୍ ବାଉନ୍ସ ସମସ୍ୟା) କାରଣରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି |ନିକଟରେ ୫ କୋଟି…

ଲୋପାମୁଦ୍ରା ରାଉତଙ୍କ ଘରେ ଚୋରି , ବିହାରରୁ ଧରାପଡ଼ିଲା ଅଭିଯୁକ୍ତ

ଅଭିନେତ୍ରୀ ତଥା ପୂର୍ବତନ ‘ବିଗ୍ ବସ୍’ ପ୍ରତିଯୋଗୀ ଲୋପାମୁଦ୍ରା ରାଉତଙ୍କ ମୁମ୍ବାଇସ୍ଥିତ ବାସଭବନରୁ ପ୍ରାୟ ୭୬.୩୯ ଲକ୍ଷ ଟଙ୍କା ମୂଲ୍ୟର ମୂଲ୍ୟବାନ ସାମଗ୍ରୀ ଚୋରି ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ବିହାରରୁ ଗିରଫ କରିଛି। ଅଭିଯୁକ୍ତ ଜଣକ ୨୬ ବର୍ଷୀୟ ଚନ୍ଦନ କମଲେଶ ମୁଖିଆ ବୋଲି…

ହସ୍ପିଟାଲରେ ଲୋକପ୍ରିୟ ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀ, ଭେଟିଲେ ଶୁଭେନ୍ଦୁ ଅଧିକାରୀ

ଲୋକପ୍ରିୟ ଅଭିନେତା ତଥା ବିଜେପିର ବରିଷ୍ଠ ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଶାରୀରିକ ଅସୁସ୍ଥତା କାରଣରୁ ମିଥୁନ ଚକ୍ରବର୍ତ୍ତୀ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ତାଙ୍କ…