Browsing Category

ମନୋରଞ୍ଜନ

୧୬ କୋଟି ଋଣରେ ବୁଡିଲେ ରାଜପାଲ ଯାଦବ,ନିଲାମ ହେବ ପୈତୃକ ଘର

ଲୋକପ୍ରିୟ ବଲିଉଡ ଅଭିନେତା ରାଜପାଲ ଯାଦବଙ୍କ ପାଇଁ ସମସ୍ୟା କମିବାର ନାଁ ନେଉନାହିଁ । ଗୋଟିଏ ପଟେ ସେ ୧୬ ବର୍ଷ ପୁରୁଣା ଚେକ୍ ବାଉନ୍ସ ମାମଲାରେ ଜେଲ୍ ସଜା କାଟୁଥିବା ବେଳେ ଏବେ ଅନ୍ୟପଟେ ତାଙ୍କର ସମ୍ପତ୍ତି ନିଲାମ ହେବାକୁ ଯାଉଛି ।ଶାହଜାହାନପୁରରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର…

ଆଜି ୫୩ବର୍ଷରେ ପଦାର୍ପଣ କଲେ ସୋନୁ ନିଗମ

ସୋନୁ ନିଗମଙ୍କ ଆଜି ୫୩ତମ ଜନ୍ମଦିବସ ପାଳନ କରୁଥିବାବେଳେ, ତାଙ୍କ ଜୀବନ ସଂଘର୍ଷ, ସଙ୍ଗୀତ ପ୍ରତି ସମର୍ପଣ ଏବଂ ସଫଳତାର କାହାଣୀ ଆଜି ମଧ୍ୟ ନୂଆ ପିଢ଼ି ପାଇଁ ପ୍ରେରଣାର ଉତ୍ସ।ସୋନୁ ନିଗମ ଭାରତର ସବୁଠାରୁ ସଫଳ ପ୍ଲେବ୍ୟାକ୍ ସିଙ୍ଗରମାନଙ୍କ ମଧ୍ୟରୁ ଜଣେ। ‘ଅଚ୍ଛା ସିଲା ଦିଆ’, ‘କଲ୍ ହୋ ନା…

୬୭ ବର୍ଷରେ ପାଦ ଦେଲେ ସଞ୍ଜୟ ଦତ୍ତ, ଭାବପ୍ରବଣ ପୋଷ୍ଟ ସେୟାର କଲେ ପୁଅ ଓ ଝିଅ

ବଲିଉଡ ଇଣ୍ଡଷ୍ଟ୍ରିର ଭିଲିଆନ୍ ସଞ୍ଜୟ ଦତ୍ତ ଆଜି ତାଙ୍କର ୬୭ତମ ଜନ୍ମଦିନ ପାଳନ କରୁଛନ୍ତି । ସଞ୍ଜୟଙ୍କ ଜନ୍ମଦିନ ଅବସରରେ ତାଙ୍କ ପିଲାମାନେ ତ୍ରିଶାଳା, ଇକ୍ରା ଏବଂ ଶାହରାନ୍ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ବାପାଙ୍କ ପ୍ରତି ଥିବା ଭଲପାଇବା ପ୍ରକାଶ କରିଛନ୍ତି । ସଞ୍ଜୟଙ୍କୁ ଫ୍ୟାନ୍ସ ଏବଂ…

ବାଦଶାହ–ଇଶା ରିଖିଙ୍କ ସମ୍ପର୍କରେ ଫାଟ? ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଜୋରଦାର ଚର୍ଚ୍ଚା

ବଲିଉଡର ଲୋକପ୍ରିୟ ରାପର ବାଦଶାହ ଓ ଅଭିନେତ୍ରୀ ଇଶା ରିଖିଙ୍କ ବୈବାହିକ ଜୀବନକୁ ନେଇ ପୁଣି ଜୋର ଧରିଛି ଚର୍ଚ୍ଚା । ବିବାହର ମାତ୍ର କିଛି ମାସ ପରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ସୋସିଆଲ ମିଡିଆରେ ବିଭିନ୍ନ ଅଟକଳ ଚାଲିଛି ।ବାଦଶାହଙ୍କ ସହିତ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବାର…

ଟିଭି କଳାକାରଙ୍କ ପାର୍ଟିରେ ଜମୁଛି ଡ୍ରଗ୍ସର ଆସର, ନାରାୟଣୀ ଶାସ୍ତ୍ରୀଙ୍କ ବଡ଼ ଖୁଲାସା

ଟେଲିଭିଜନ ଜଗତର ଜଣାଶୁଣା ଅଭିନେତ୍ରୀ ନାରାୟଣୀ ଶାସ୍ତ୍ରୀଙ୍କ ଏକ ସାକ୍ଷାତକାର ଏବେ ବେଶ୍ ଚର୍ଚ୍ଚାରେ । ସେ ଟିଭି ଇଣ୍ଡଷ୍ଟ୍ରିର ପାର୍ଟି ସଂସ୍କୃତିକୁ ନେଇ କିଛି ଚମକପ୍ରଦ ଦାବି କରିଛନ୍ତି । ତାଙ୍କ କହିବା ଅନୁସାରେ, ଅନେକ ପାର୍ଟିରେ ଅବୈଧ ନିଶାଦ୍ରବ୍ୟ ବ୍ୟବହାର ହେଉଥିବା ସେ ନିଜ ଆଖିରେ…

ଆଇସିୟୁରେ ଅସ୍ତ୍ରୋପଚାର ପରେ ‘ଜୀବନର ସବୁଠାରୁ କଷ୍ଟକର ପର୍ଯ୍ୟାୟ’ ପ୍ରକାଶ କଲେ ବିଗ୍‌ ବି

ଅମିତାଭ ବଚ୍ଚନଙ୍କର ଅସ୍ତ୍ରୋପଚାର ପରେ ଏକ ହୃଦୟସ୍ପର୍ଶୀ ଅପଡେଟ୍ ସେୟାର କରିଛନ୍ତି, ହସ୍ପିଟାଲରୁ ଘରକୁ ଫେରିବା ପରେ ସୁସ୍ଥ ହେବାର ଚ୍ୟାଲେଞ୍ଜ ବିଷୟରେ ପ୍ରକାଶ କରିଛନ୍ତି । ତାଙ୍କର ବର୍ତ୍ତମାନ ବ୍ଲଗରେ, ଅମିତାଭ ଲେଖିଛନ୍ତି, ".. ହସ୍ପିଟାଲରେ ଏକ ଅସ୍ତ୍ରୋପଚାର ଏବଂ ଆଇସିୟୁରେ, ଦକ୍ଷ…

ସଲମାନଙ୍କ ପରେ ଆମିର ଖାନଙ୍କୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ୍‌ର ଧମକ

ସଲମାନ ଖାନଙ୍କ ପରେ, ଆମିର ଖାନ ଏବେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଟାର୍ଗେଟରେ ପରିଣତ ହୋଇଛନ୍ତି। ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ପକ୍ଷରୁ ଆରଜୁ ବିଷ୍ନୋଇ ଏବଂ ଟାଇସନ ବିଷ୍ନୋଇ ସୋସିଆଲ ମିଡିଆରେ ଆମିର ଖାନଙ୍କୁ ଧମକ ଦେଇ ପୋଷ୍ଟ ଏବଂ ଅଡିଓ ମେସେଜ ପଠାଇଛନ୍ତି।ଆମିର ଖାନଙ୍କୁ ମିଳିଥିବା ଧମକରେ…

‘ଲଭ୍ ଜିହାଦ’ ଅଭିଯୋଗ ! ଆମିର କହିଲେ -ଧର୍ମ ପରିବର୍ତ୍ତନ କରିନାହାଁନ୍ତି ଗୌରୀ

ବଲିଉଡର 'ମିଷ୍ଟର ପରଫେକ୍ସନିଷ୍ଟ' ଆମିର ଖାନ ନିକଟରେ ଗୌରୀ ସ୍ପ୍ରାଟଙ୍କୁ ତୃତୀୟ ବିବାହ କରିଛନ୍ତି। ଯାହା ପରେ ତାଙ୍କୁ 'ଲଭ୍ ଜିହାଦ' ଅଭିଯୋଗର ସାମ୍ନା କରିବାକୁ ପଡିଛି। ତାଙ୍କ ବିରୋଧରେ ଏକ ଫତୱା ମଧ୍ୟ ଜାରି ହୋଇଛି। ଆମିର ଖାନ ଏବେ ତାଙ୍କୁ "ଲଭ୍ ଜିହାଦର ବ୍ରାଣ୍ଡ ଆମ୍ବାସାଡର" ବୋଲି…

ବର୍ଷା ଯୋଗୁଁ ଭୟରେ ମୁମ୍ବାଇବାସୀ ! ସୁପରଷ୍ଟାରଙ୍କ ବଙ୍ଗଳାରେ ପଶିଲାଣି ପାଣି

ମାୟାନଗରୀ ମୁମ୍ବାଇରେ ପୁଣି ଥରେ ମୌସୁମୀ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଯୋଗୁଁ ସାରା ସହର ଜଳବନ୍ଦୀ ହୋଇପଡ଼ିଥିବା ବେଳେ ଲୋକଙ୍କ ଜୀବନଯାତ୍ରା ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇଯାଇଛି। ସ୍ଥିତି ଏପରି ହୋଇଛି ଯେ ବର୍ଷା ପାଣି ଏବେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି…

ଇଥା ର ଟିଜରରେ ଶ୍ରଦ୍ଧା କପୁରଙ୍କ ନୂଆ ଲୁକ୍, ଫ୍ୟାନ୍ସ ହେଲେ ଆଶ୍ଚର୍ଯ୍ୟ

ଫିଲ୍ମ ‘ଇଥା’ ଜରିଆରେ ବଡ଼ ପରଦାକୁ ଆସିବେ ‘ସ୍ତ୍ରୀ’ ନାୟିକା ଶ୍ରଦ୍ଧା କପୁର । ଫିଲ୍ମଟି କିମ୍ବଦନ୍ତୀ ମରାଠୀ ଲାବଣୀ ନୃତ୍ୟଶିଳ୍ପୀ ବିଠାବାଈ ଭାଉ ମାଙ୍ଗ ନାରାୟଣଗାଓଁକରଙ୍କ ଜୀବନର ନାଟ୍ୟ ରୂପାନ୍ତର । ଶ୍ରଦ୍ଧାଙ୍କ ଇଥା’ ର ଟିଜର ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେଉଛି, ଯେଉଁଥିରେ…