Browsing Category

ମନୋରଞ୍ଜନ

ଅଲ୍ଲୁ ଅର୍ଜୁନଙ୍କୁ କୋର୍ଟର ସମନ

କୋର୍ଟ​‌ରେ ହାଜର ହେବେ ତେଲଗୁ ଅଭିନେତା। ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ହାଇଦ୍ରାବାଦ ନାମପଲ୍ଲୀ କୋର୍ଟରୁ ସମନ। ଆସନ୍ତା ୨୨ ତାରିଖରେ କୋର୍ଟରେ ହାଜର ହେବାକୁ କୁହାଯାଇଛି। ଦଳାଚକଟା ମାମଲାରେ ହାଇଦ୍ରାବାଦ କୋର୍ଟ ପକ୍ଷରୁ ଏହି ସମନ ଜାରି କରାଯାଇଛି।ସୂଚନା ଯୋଗ୍ୟ, ହାଇଦ୍ରାବାଦରେ ଫିଲ୍ମ…

ଜୀବନ ହାରିଲେ କୁମକୁମ୍ ଭାଗ୍ୟ ଅଭିନେତ୍ରୀ ସଂଚିତା

ଟିଭି ଇଣ୍ଡଷ୍ଟ୍ରୀରୁ ଦୁଃଖଦ ଖବର । ଲୋକପ୍ରିୟ ସିରିଅର କୁମକୁମ୍ ଭାଗ୍ୟ ଫେମ୍ ସଂଚିତା ଉଗଲେ ହାରିଲେ ଜୀବନ । ୩୦ ବର୍ଷୀୟ ଅଭିନେତ୍ରୀ ମୁମ୍ବାଇ ସ୍ଥିତ ଅଚେଲେ ପୋଲିସ ଷ୍ଟେସନ ଅଞ୍ଚଳରେ ରହୁଥିଲେ । ଗତକାଲି ସନ୍ଧ୍ୟାରେ ଟିଭି ଅଭିନେତ୍ରୀ ଜଣକ ଜୀବନ ହାରିଥିବା ଜଣାପଡିଛି । ଘରେ ଏକା ଥିବା…

ସିନେମା ହଲରେ ଧମାଲ କରୁଛି ଫିଲ୍ମ ରାଜା ଶିବାଜୀ

ରିତେଶ ଦେଶମୁଖଙ୍କ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମ ରାଜା ଶିବାଜୀ ବକ୍ସ ଅଫିସରେ ବର୍ତ୍ତମାନ ଧମାଲ କରୁଛି । ପାଞ୍ଚ ସପ୍ତାହ ଧରି ସିନେମା ହଲରେ ଏଣ୍ଟ୍ରି କରି ବଡ଼ ସଫଳତା ହାସଲ କରିପାରିଛି ।ରିତେଶ ଦେଶମୁଖଙ୍କ ନିର୍ଦ୍ଦେଶିତ ଏବଂ ଅଭିନୀତ ରାଜା ଶିବାଜୀର ବଜେଟ୍ ୭୫ କୋଟି ବୋଲି ରିପୋର୍ଟ…

କାହିଁକି ବିଜୟଙ୍କୁ ଈର୍ଷା କରୁଛନ୍ତି ପବନ କଲ୍ୟାଣ

ତାମିଲନାଡୁ ରାଜନୀତି କ୍ଷେତ୍ରରେ, ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ଜବରଦସ୍ତ ବିଜୟ ଏବେ ଅନ୍ୟ ରାଜ୍ୟର ନେତାମାନଙ୍କ ମଧ୍ୟରେ ମଧ୍ୟ ଆଲୋଚନାର ବିଷୟ ପାଲଟିଛି। ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ତଥା ଜନସେନା ପାର୍ଟିର ମୁଖ୍ୟ ପବନ କଲ୍ୟାଣ ସୋମବାର ଏକ ସାଧାରଣ ସଭାରେ ସିନେମା ଜଗତରୁ…

କାନ୍ସ ରେଡ୍ କାର୍ପେଟରେ ଐଶ୍ୱର୍ଯ୍ୟାଙ୍କ ଜଲୱା: ବ୍ଲୁ ମର୍ମେଡ୍ ଗାଉନ୍‌ରେ ଆସିଲେ ନଜର

ଶେଷରେ ପୂର୍ବତନ ମିସ ୱାଲର୍‌ଡ ଐଶ୍ୱର୍ଯ୍ୟା ରାୟଙ୍କ କାନ୍ସ ୨୦୨୬ ଲୁକର ଫଟୋ ଆସିଛି। ଐଶ୍‌ ରେଡ କାର୍ପେଟରେ ଗୋଲାପୀ ଗାଉନ ଲୁକ ସହିତ ସମସ୍ତଙ୍କ ହୃଦୟ ଜିତିଛନ୍ତି।କେବଳ ପୋଷାକ ନୁହେଁ, ବରଂ ତାଙ୍କର ସାଜସଜ୍ଜା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା। ଐଶ୍ୱର୍ଯ୍ୟା ତାଙ୍କ ବ୍ଲୁ ଗାଉନ୍ ସହିତ…

ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ମଲାଇକା ଆରୋରାଙ୍କ ନୂତନ ପ୍ରେମ ସମ୍ପର୍କ

ବଲିଉଡ୍ ଅଭିନେତ୍ରୀ ମଲାଇକା ଆରୋରାଙ୍କ ବ୍ୟକ୍ତିଗତ ଜୀବନ ଏକ ନୂତନ ମୋଡ଼ ନେଇଛି । ସେ ନିକଟରେ ହୀରା ବ୍ୟବସାୟୀ ହର୍ଷ ମେହେତାଙ୍କ ସହ ମୁମ୍ବାଇରେ ତାଙ୍କ ମାଆଙ୍କ ଘରକୁ ଯାଇଥିବାର ଦେଖାଯାଇଥିଲା, ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବଲିଉଡ୍ ଅଭିନେତ୍ରୀ ମଲାଇକା ଆରୋରାଙ୍କ…

ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସ୍ବର୍ଗତ ଦୁଃଖୀରାମ ସ୍ବାଇଁଙ୍କ ୧୦୦ତମ ଜୟନ୍ତୀ

ଭୁବନେଶ୍ୱର (ରାଜ୍ୟକାହାଣୀ )ପ୍ରଖ୍ୟାତ ମଞ୍ଚ ତଥା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସ୍ବର୍ଗତ ଦୁଃଖୀରାମ ସ୍ବାଇଁଙ୍କ ୧୦୦ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି । ଅଭିନେତା ଦୁଃଖୀରାମ ସ୍ବାଇଁ ଘର ଜଗତସିଂପୁର ଜିଲ୍ଲାରେ । ଜଣେ ଭାରତୀୟ ଓଡ଼ିଆ କଥାଚିତ୍ର ଅଭିନେତା ଥିଲେ । ସେ ମୋଟ ୪୬ଟି ଓଡ଼ିଆ…

ଚଳଚ୍ଚିତ୍ର ନିର୍ମାତା ଏଟଲି ଓ ତାଙ୍କ ପତ୍ନୀ ପ୍ରିୟାଙ୍କ କୋଳରେ ଜନ୍ମ ହେଲା କନ୍ୟା ସନ୍ତାନ

ଫିଲ୍ମ ନିର୍ମାତା ଆଟଲିଙ୍କ ଘରକୁ ଆଉ ଏକ ଖୁସି ଖବର ଆସିଛି । ଆଟଲି ଏବଂ ତାଙ୍କ ସ୍ତ୍ରୀ ପ୍ରିୟା ଆଟଲି ଘରକୁ କୁନି ଅତିଥିଙ୍କୁ ସ୍ବାଗତ କରିଛନ୍ତି । ଜାନୁଆରୀ ୨୦୨୩ରେ ସେମାନଙ୍କ ପୁଅ ମିରଙ୍କୁ ସ୍ୱାଗତ କରିବା ପରେ, ଦମ୍ପତି ଇନଷ୍ଟାଗ୍ରାମରେ ଘୋଷଣା କରିଛନ୍ତି ଯେ ଏପ୍ରିଲ ୨୦ ତାରିଖରେ ଏକ…

ରିଲିଜ ହେଲା ‘ଭୂତ ବଙ୍ଗଲା’! ୧୬ ବର୍ଷ ପରେ ଏକାଠି ହେଲେ ଅକ୍ଷୟ କୁମାର ଓ ପ୍ରିୟଦର୍ଶନ

ରିଲିଜ ହୋଇଯାଇଛି ଅକ୍ଷୟ କୁମାରଙ୍କ ଅଭିନୀତ ସିନେମା 'ଭୂତ ବଙ୍ଗଲା' । ସିନେମାଟି ଭରପୁର କମେଡି ସହିତ ସସ୍ପେନ୍ସ ଓ ହରର୍କୁ ସଠିକ ପରିମାଣରେ ମିଶ୍ରଣ କରି ଦର୍ଶକଙ୍କ ମନୋରଞ୍ଜନ କରିବାରେ ସଫଳ ହୋଇଛି ବୋଲି କୁହାଯାଉଛି । ଏହାରି ମଧ୍ୟରେ ‘ଭୂତ ବଙ୍ଗଳା’ ପେଡ୍ ପ୍ରିଭ୍ୟୁରେ ଭଲ…

ପୁଷ୍ପା ପରେ ଚର୍ଚ୍ଚାରେ ‘ରାକା’ ଫିଲ୍ମ, ସାମ୍ନାକୁ ଆସିଲା ଅଲ୍ଲୁଙ୍କ କ୍ରାଇମ୍‌ ଲୁକ୍‌

ଅଲ୍ଲୁ ଅର୍ଜୁନଙ୍କ ୪୪ତମ ଜନ୍ମଦିନ ଅବସରରେ ଫିଲ୍ମ ‘ରାକା’ର ପ୍ରଥମ ପୋଷ୍ଟର ରିଲିଜ ହୋଇଥିଲା । ଯେଉଁଥିରେ ତାଙ୍କୁ ଭୟଙ୍କର ଏବଂ ଇଣ୍ଟ୍ରେଷ୍ଟିଂ ଲୁକରେ ନଜର ଆସିଛନ୍ତି । ପ୍ରଥମ ଥର ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ଦୀପିକାଙ୍କ ସହିତ ଦେଖିବାକୁ ମିଳିଛି । ଯାହା ଫିଲ୍ମଟିକୁ ଆହୁରି ଖାସ୍ ବନାଇଛି…