Browsing Category

ଆଜିର ଖବର

ବିମାନ ଉଡ଼ାଣରେ ଅଟୋପାଇଲଟ୍ ଗଡ଼ବଡ଼! ୯୬ MAX ବିମାନ ଉପରେ ପ୍ରଭାବ

ବିପଦରେ ଭାରତର ୯୬ ବିମାନ । ଅବତରଣ ବେଳେ ବନ୍ଦ ହୋଇପାରେ ଅଟୋପାଇଲଟ୍ ସିଷ୍ଟମ । Boeing 737 MAX ବିମାନର ଅଟୋପାଇଲଟ୍ ସିଷ୍ଟମରେ ସଫ୍ଟୱେର୍ ସମସ୍ୟା ଚିହ୍ନଟ ।ଭାରତରେ Air India Express ପାଖରେ ପ୍ରାୟ ୫୩ଟି ଏବଂ Akasa Air ପାଖରେ ୪୩ଟି Boeing 737 MAX ବିମାନ ରହିଛି । ଅର୍ଥାତ୍…

UPI ପେମେଣ୍ଟରେ ଲାଗୁଥିବା MDR ଉପରେ ରୋକ୍ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ୟୁପିଆଇ କାରବାର ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍ ବା ଏମଡିଆର ଶୁଳ୍କ ଲାଗୁ ନହେବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାୟର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ତେବେ ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR)…

କଟକ ବାଲିଯାତ୍ରା: ଗତବର୍ଷର ତ୍ରୁଟିରୁ ଚେତିଲା ଜିଲ୍ଲା ପ୍ରଶାସନ, ଏଥର ଉପରପଡିଆରେ ଖୋଲିବ ୫୯୧ ଷ୍ଟଲ୍

ଭୁବନେଶ୍ଵର (ରାଜ୍ୟ କାହାଣୀ )ଚଳିତ ବର୍ଷ କଟକ ବାଲିଯାତ୍ରା ଉଭୟ ତଳ ଓ ଉପର ପଡିଆ ରେ ଅନୁଷ୍ଠିତ ହେବ। ତେବେ ବାଲିଯାତ୍ରା ପଡ଼ିଆର ପ୍ରାୟ ୧ ଲକ୍ଷ ୯୩ ହଜାର ୩ଶହ ବର୍ଗଫୁଟ୍ ସ୍ଥାନରେ ଚଳିତ ଥର ପ୍ଲଟ୍ ଆବଣ୍ଟନ କରାଯିବା ନେଇ ନିଷ୍ପତି କରିଛି କଟକ ଜିଲ୍ଲା ପ୍ରଶାସନ ।ଯେଉଁଥିରେ ୫୯୧ ଷ୍ଟଲ୍…

ଗାନ୍ଧୀ ମାର୍ଗରେ MMDR ପ୍ରସଙ୍ଗ:  ‘ଓଡ଼ିଶାର ସ୍ବାର୍ଥ ପାଇଁ ଆମେ ଏକାଠି ହୋଇଛୁ’ – ନବୀନ 

ଲୋୟର ପିଏମଜିରେ ବିଜେଡିର ଗର୍ଜନ । MMDR ସଂଶୋଧନ ଆଇନ ବିରୋଧରେ ବିଜେଡିର ବିଶାଳ ବିକ୍ଷୋଭ। ଯୋଗଦେଲେ ଦଳର ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।MMDR ବିଲ୍ ନେଇ ବିଜେପି ବିରୋଧରେ ବର୍ଷିଲେ ନବୀନ । ନବୀନ କହିଛନ୍ତି, ଓଡ଼ିଶାର ସ୍ୱାର୍ଥ ପାଇଁ ଆମେ ଆଜି ଏକାଠି ହୋଇଛେ ।…

ଲୋୟର ପିଏମଜିରେ MMDRକୁ ନେଇ ଗର୍ଜିଲା ବିଜେଡି । ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

MMDRକୁ ନେଇ ଗର୍ଜିଲା ବିଜେଡି । ଲୋୟର ପିଏମଜିରେ ବିଶାଳ ଗଣବିକ୍ଷୋଭ ସହ ବିଧାନସଭା ଘେରାଉ କରୁଛି BJD । ବିଧାନସଭା ସମ୍ମୁଖରେ ଆଦିବାସୀଙ୍କ ମେଳି । MMDRକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ । ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଆଦିବାସୀ ନୃତ୍ୟକରି ବିକ୍ଷୋଭ ପ୍ରଦର୍ଶନ । ବିଜେଡି ସୁପ୍ରିମୋ…

ଖାଦ୍ୟ ଅପମିଶ୍ରଣକାରୀଙ୍କ ଉପରେ କଡ଼ା ଆକ୍ସନ: ୨ ବର୍ଷରେ ୪୧୩ ମାମଲା

ଭୁବନେଶ୍ଵର (ରାଜ୍ୟ କାହାଣୀ )ଖାଦ୍ୟ ଅପମିଶ୍ରଣକାରୀଙ୍କ ଉପରେ କଡ଼ା ହେଉଛନ୍ତି ସରକାର । ବିଧାନସଭାରେ ଏନେଇ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ । ଅପମିଶ୍ରିତ ପନିର ଓ ଛେନା ଚିହ୍ନଟ ପାଇଁ ସାରା ରାଜ୍ୟରେ ୧୮ଟି ସ୍ୱତନ୍ତ୍ର ଡ୍ରାଇଭ୍ କରାଯାଇଛି ।ଚଢ଼ାଉ ସମୟରେ କେବଳ…

ଆଜି ବି ଗୃହ ଅଚଳ । ସୋମବାର ୧୧ଟା ୩୦ ଯାଏଁ ଗୃହ ମୁଲତବୀ

ଆଜି ବି ଗୃହ ଅଚଳ । ସୋମବାର ୧୧ଟା ୩୦ ଯାଏଁ ଗୃହ ମୁଲତବୀ ରଖିଲେ ବାଚସ୍ପତି । ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଲାଗି ବାଚସ୍ପତି ଗୃହକୁ ମୁଲତବୀ ରଖିଛନ୍ତି । ଆଜି ପ୍ରଶ୍ନକାଳରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସ୍ୱରାଷ୍ଟ୍ର, ସଂସଦୀୟ ବ୍ୟାପାର, ଅର୍ଥ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଏବଂ…

କେଦାରନାଥ ଧାମ ଯାତ୍ରା ପଥରେ ଭୂସ୍ଖଳନ: ଫସିଛନ୍ତି ୪୦୦୦ ଯାତ୍ରୀ

କେଦାରନାଥ ଧାମ ଯାତ୍ରା ପଥରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିଛି । ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଯାତ୍ରା ମାର୍ଗର ବିଭିନ୍ନ ସ୍ଥାନରେ ପ୍ରାୟ ୪,୦୦୦ ପର୍ଯ୍ୟଟକ ତଥା ତୀର୍ଥଯାତ୍ରୀ ଫସି ରହିଛନ୍ତି ।ପାହାଡ଼ ପାର୍ଶ୍ୱରୁ କ୍ରମାଗତ ଭାବେ ବଡ଼ ବଡ଼ ପଥର ଏବଂ ମାଟି ଅତଡ଼ା ଧସି ରାସ୍ତା ଉପରେ…

ଆଇନ ପରିବର୍ତନର ଇଞ୍ଜିନ ଭାବେ କାର୍ଯ୍ୟ କରେ:ଜଷ୍ଟିସ୍ ଶଶିକାନ୍ତ ମିଶ୍ର

ଭୁବନେଶ୍ୱର, ରାଜ୍ୟ କାହାଣୀ: ଭାରତରେ ବର୍ଷ ବର୍ଷ ଧରି ଆଇନ ବ୍ୟବସ୍ଥାର ବିକାଶ ସମାଜରେ ବ୍ୟାପକ ପରିବର୍ତନ ଆଣିବା ସହ ବିଭିନ୍ନ କ୍ଷେତ୍ରରେ ରୂପାନ୍ତରଣର ମାର୍ଗ ପ୍ରଶସ୍ତ କରିଛି ବୋଲି ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଶଶିକାନ୍ତ ମିଶ୍ର କହିଛନ୍ତି ।“ଆଇନ ପରିବର୍ତନର ଇଞ୍ଜିନ ଭାବେ…

ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ : ଆସିବ ଛୋଟ ବନ୍ୟା 

ଭୁବନେଶ୍ଵର (ରାଜ୍ୟ କାହାଣୀ ) ଛତିଶଗଡ଼ରେ ପ୍ରବଳ ବର୍ଷା ପରେ ଫୁଲୁଛି ମହାନଦୀ। ଏବେ ହୀରାକୁଦର ୨୮ ଗେଟ ଦେଇ ଜଳ ନିସ୍କାସନ କରାଯାଉଛି। ହୀରକୁଦ ଡ୍ୟାମକୁ  ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୬ଲକ୍ଷ ୧୭ ହଜାର ୩୦୮କ୍ୟୁସେକ୍ ଜଳ। ସେକେଣ୍ଡ ପିଛା ନିଷ୍କାଷିତ ହେଉଛି, ୪ ଲକ୍ଷ ୯୬ ହଜାର ୬୦୨…