Browsing Category
ଆଜିର ଖବର
ଆଜିଠାରୁ ହେବାକୁ ଥିବା ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ
ଆଜିଠାରୁ ହେବାକୁ ଥିବା ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଛି ।ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ (UFBU) ପକ୍ଷରୁ ରବିବାର ବିଳମ୍ବିତ ରାତିରେ ଏହି ବଡ଼ ଘୋଷଣା କରାଯାଇଛି, ଯାହାଫଳରେ ସାଧାରଣ ଗ୍ରାହକ ଏବଂ ବ୍ୟାବସାୟୀମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି ।ସପ୍ତାହରେ ୫ ଦିନ!-->…
ଇରାନର ପ୍ରସ୍ତାବକୁ ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ !ହର୍ମୁଜ୍ ଷ୍ଟ୍ରେଟ୍କୁ ‘ଟ୍ରମ୍ପ ଷ୍ଟ୍ରେଟ୍’ ଦର୍ଶାଇ ମ୍ୟାପ୍ ଶେୟାର…
ପୁଣି ଥରେ ବୋମା ପକାଇବ କି ଆମେରିକା? ଇରାନର ‘ଶାନ୍ତି ଯୋଜନା’କୁ ପ୍ରତ୍ୟାଖ୍ୟାନ କଲେ ଟ୍ରମ୍ପ। ଇରାନ ହର୍ମୁଜ୍ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ କତାର ମାଧ୍ୟମରେ ଆମେରିକାକୁ ପ୍ରସ୍ତାବ ପଠାଇଥିଲା। ଏଥିପାଇଁ ଇରାନ ତିନୋଟି ସର୍ତ୍ତ ରଖିଥିଲା। ଇରାନ କହିଛି ଯେ ଏହି ସର୍ତ୍ତଗୁଡ଼ିକ ପୂରଣ!-->…
ଏଆଇର ଭୁଲ ବ୍ୟବହାର ନେଇପାରେ ୧୦୦ କୋଟି ଲୋକଙ୍କ ଜୀବନ :ବିଲ୍ ଗେଟ୍ସଙ୍କ ପରାମର୍ଶ
ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ଚେତାବନୀ ଦେଇଛନ୍ତି ଯେ, ଭୁଲ୍ ଲୋକଙ୍କ ହାତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI ଏତେ ଶକ୍ତିଶାଳୀ ହୋଇପାରେ ଯେ ଏହା ଯୋଗୁଁ ୧୦୦ କୋଟି ଲୋକଙ୍କ ମୃତ୍ୟୁ ପର୍ଯ୍ୟନ୍ତ ହୋଇପାରେ।ବିଲ୍ ଗେଟ୍ସ ଏକ ସାକ୍ଷାତକାରରେ ଏହି ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ!-->…
ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ସଙ୍ଗୀନ ! ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର…
ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ସଙ୍ଗୀନ । ଝାଡ଼ଖଣ୍ଡରୁ ପାଣି ଆସି କେନ୍ଦୁଝର ପ୍ରଭାବିତ ହୋଇଛି । ବାଲେଶ୍ୱର, ଯାଜପୁର, ଭଦ୍ରକ ପ୍ରଭାବିତ ହେବ । ଛତିଶଗଡ ଓ ଝାଡ଼ଖଣ୍ଡରେ ବର୍ଷା ଲାଗି ରହିଛି । ୪୮ ଘଣ୍ଟା ପରେ ସ୍ଥିତି ସ୍ୱାଭାବିକ ଆଡ଼କୁ ଗତି କରିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା!-->…
ଆସନ୍ତା ସେପ୍ଟେମ୍ବର ୩୦ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର
ଭୁବନେଶ୍ୱର (ରାଜ୍ୟ କାହାଣୀ )ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ସ୍ନାନଯାତ୍ରା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମର ଭିଡ଼ିଓ ବୈଠକରେ ପ୍ରଦର୍ଶିତ!-->…
SBI ର ବଡ଼ ଘୋଷଣା, ସେପ୍ଟେମ୍ୱର ୨୮ରୁ ୩୦ ପର୍ଯ୍ୟନ୍ତ ଏଟିଏମ୍ ଚାର୍ଜ ଦେବାକୁ ….
ସେପ୍ଟେମ୍ବର ୨୮ ଅର୍ଥାତ ସୋମବାରଠାରୁ ୩ ଦିନ ବ୍ୟାଙ୍କ ବନ୍ଦ ରହିବ । ଫଳରେ ଦେଶରେ ବ୍ୟାଙ୍କ ସେବା ପ୍ରଭାବିତ ହୋଇପାରେ । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ (ୟୁଏଫବିଆୟୁ) ୨୮ରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତୁ ୩ ଦିନିଆ ଦେଶବ୍ୟାପୀ ଧର୍ମଘଟ କରିବାକୁ ପ୍ରସ୍ତାବ ଦେଇଛି ।!-->…
ଶ୍ରୀଜିଉଙ୍କ ସୁନାବେଶ ପାଇଁ ନୂଆ ଅଳଙ୍କାର ସେଟ୍ ତିଆରି କରାଯିବ
ଭୁବନେଶ୍ୱର (ରାଜ୍ୟ କାହାଣୀ )ଶେଷ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ । ବୈଠକରେ ଶ୍ରୀମନ୍ଦିରର ବିଭିନ୍ନ ନୀତି ନିର୍ଦ୍ଧାରଣ ସହ ଏକାଧିକ ପ୍ରସ୍ତାବ ଉପରେ ଆଲୋଚନା ଓ ନିଷ୍ପତ୍ତି ହୋଇଛି। ମହାପ୍ରଭୁଙ୍କ ପାଇଁ ନୂଆ ସୁନାବେଶ ସେଟ୍ ନିର୍ମାଣ, ଶ୍ରୀଗୁଣ୍ଡିଚା ମନ୍ଦିରକୁ ଭକ୍ତଙ୍କ!-->…
‘ଅଙ୍ଗନ୍ କା ଉତ୍ସବ’ ଅଭିଯାନର ଉଦ୍ଘାଟନ କଲେ ଉପ-ମୁଖ୍ୟମନ୍ତ୍ରୀ
ବଢ଼ିଲା ଅଙ୍ଗନବାଡ଼ି ଦିଦିଙ୍କ ଶାଢ଼ୀ ଟଙ୍କା। ପୂର୍ବରୁ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କୁ ଶାଢ଼ୀ ପାଇଁ ୧୩୯୦ ଟଙ୍କା ମିଳୁଥିଲା। ଏବେ ଏହି ରାଶିକୁ ୧୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ‘ଆଙ୍ଗନ୍ କା!-->…
ଭାରତରେ ନୂତନ ବିଏମଡବ୍ଲୁ ୭ ସିରିଜ୍ ରେଞ୍ଜ ଶୁଭାରମ୍ଭ
ଭୁବନେଶ୍ୱର. ରାଜ୍ୟ କାହାଣୀ: ବିଏମଡବ୍ଲୁ ଭାରତ ଦେଶରେ ବହୁ ପ୍ରତୀକ୍ଷିତ ନୂତନ ବିଏମଡବ୍ଲୁ ୭ ସିରିଜ୍ ରେ ଶୁଭାରମ୍ଭ କରିଛି ଏହା ସହିତ, ବିଏମଡବ୍ଲୁ ଫ୍ଲାଗସିପ ସେଡାନ୍ ପେଟ୍ରୋଲ ଏବଂ ସମସ୍ତ-ଇଲେକ୍ଟ୍ରିକ୍ ପାଓ୍ୱାରଟ୍ରେନରେ ଉପଲବ୍ଧ ହେବ ସମସ୍ତ-ଇଲେକ୍ଟ୍ରିକ୍ ପ୍ରଦର୍ଶନ!-->…
ବାଲିଯାତ୍ରା ପାର୍କିଂ ଷ୍ଟାଣ୍ଡ୍ ପାଇଁ ଟେଣ୍ଡର ଡାକିଲା ପ୍ରଶାସନ
ଭୁବନେଶ୍ଵର (ରାଜ୍ୟ କାହାଣୀ ) ରାଜ୍ୟର ପ୍ରାଚୀନ କଳା, ହସ୍ତଶିଳ୍ପ, ସଂସ୍କୃତି ଏବଂ ସାମୁଦ୍ରିକ ଐତିହ୍ୟକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷ ନଭେମ୍ବର ୨୪ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଅନୁଷ୍ଠିତ ହେବ। ତେବେ ସହରର ବିଭିନ୍ନ ସ୍ଥାନରେ ଚିହ୍ନଟ!-->…