Browsing Category
ଆଜିର ଖବର
ତାଳଚେର ଗଣେଶ ପୂଜାର ଆଜ୍ଞା ଲଡୁ ୧୭ ଲକ୍ଷ ଟଙ୍କାରେ ନିଲାମ
ତାଳଚେର କେନ୍ଦ୍ରୀୟ ଗଣେଶ ପୂଜା - ୨୦୨୬ର ପ୍ରସିଦ୍ଧ ଆଜ୍ଞା ଲଡୁ ନିଲାମ ଶେଷ ହୋଇଛି।ଚଳିତ ବର୍ଷ ପ୍ରଭୁଗଜାନନଙ୍କ ଏହି ବିଶାଳକାୟ ୪୦୦୦ କେଜି (୪ ଟନ) ଓଜନର ଆଜ୍ଞା ଲଡୁ ୧୭ ଲକ୍ଷ ଟଙ୍କାରେ ନିଲାମ ହୋଇଛି। ଭସାଣିର ଗୋଟିଏ ଦିନ ପୂର୍ବରୁ ତାଳଚେର ଗଣପର୍ବ ଗଣେଷ ପୂଜାର ଏହି ଲଡୁ ନିଲାମ କାର୍ଯ୍ୟ!-->…
ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ୪ର୍ଥ ମହଲାରୁ ଖସି ଶିଷ୍ୟଙ୍କ ମୃତ୍ୟୁ, ଗୁପ୍ତାଙ୍ଗ କଟା
ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ରସିକ ଦୁଲାରୀ ଶରଣଙ୍କ ଆଶ୍ରମର ଚତୁର୍ଥ ମହଲାରୁ ପଡ଼ି ମୃତ୍ୟୁ ଘଟିଛି। ଏହି ଘଟଣା ବୃନ୍ଦାବନ ଅଞ୍ଚଳର ଗୁରୁ କୃପା କୁଞ୍ଜରେ ଘଟିଛି। ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୧୦ଟାରେ ଦୀପକ ରସିକ ଦୁଲାରୀ ଚତୁର୍ଥ ମହଲାରୁ!-->…
ଫାର୍ମାସିଷ୍ଟଙ୍କ ସଶକ୍ତୀକରଣ ନିମନ୍ତେ ଉନ୍ନତ ମାନର ଶିକ୍ଷା, ଗବେଷଣା ଓ ନବସୃଜନର ଆବଶ୍ୟକତା ରହିଛି: ସୋଆ ଉପସଭାପତି
ଭୁବନେଶ୍ୱର, ରାଜ୍ୟ କାହାଣୀ- ଫାର୍ମାସିଷ୍ଟମାନେ ସ୍ୱାସ୍ଥ୍ୟସେବାର ପ୍ରମୁଖ ଅଂଗ । ତେଣୁ ସେମାନଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଉନ୍ନତ ମାନର ଶିକ୍ଷା, ଗବେଷଣା ଓ ନବସୃଜନର ସୁଯୋଗ ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ମତ ରଖିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି!-->…
ବିଜେପି ମୋତେ ପଚାରୁ ନାହିଁ: ଦଳ ଉପରେ ଅସନ୍ତୋଷ କାରଣ କହିଲେ କ୍ୟାପ୍ଟେନ ଅମରିନ୍ଦର ସିଂହ
ଆଗକୁ ପଞ୍ଜାବ ବିଧାନସଭା ନିର୍ବାଚନ ଥିବା ବେଳେ ଦଳ ଉପରେ ଅସନ୍ତୋଷ ଝାଡ଼ିଛନ୍ତି ବିଜେପିର ବରିଷ୍ଠ ନେତା କ୍ୟାପ୍ଟେନ୍ ଅମରିନ୍ଦର ସିଂହ। ତାଙ୍କର ପାଖରେ ରାଜ୍ୟ ରାଜନୀତିରେ ୬୦ ବର୍ଷର ଅଭିଜ୍ଞତା ଅଛି। ଦୀର୍ଘ ବର୍ଷ ହେବ ସେ ରାଜନୀତିକୁ ଦେଖୁଛନ୍ତି, ତଥାପି ଦଳ ତାଙ୍କୁ କୌଣସି କଥା ପଚାରୁ!-->…
ସେଲ୍ଫି ନେବା ବେଳେ ନଦୀରେ ଖସି ପଡିଲେ ମହିଳାଏ ପର୍ଯ୍ୟନ୍ତ ନିଖୋଜ
ଭୁବନେଶ୍ୱର (ରାଜ୍ୟ କାହାଣୀ )ସେଲ୍ଫି ନେବା ହେଲା କାଳ। ସେଲ୍ଫି ନେବା ବେଳେ ନଦୀରେ ଖସି ପଡିଲେ ମହିଳାଏପରି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ସ୍ଥିତ ଇନ୍ଦ୍ରାବତୀ ନଦୀ ପୋଲ ନିକଟରେ । ନିଖୋଜ ମହିଳା ଜଣକ ହେଲେ ନବରଙ୍ଗପୁର ସହର ମେଦରୀ ସାହିର ସିରିସା ନାଏକ। ଶୁକ୍ରବାର ବନ୍ୟା ପାଣି!-->…
ଖୋଲିଲା ହୀରାକୁଦର ଆଉ ୫ ଗେଟ୍, ମହାନଦୀରେ ବନ୍ୟା ଭୟ
ଭୁବନେଶ୍ୱର (ରାଜ୍ୟ କାହାଣୀ )ମହାନଦୀରେ ବଢୁଛି ଜଳପ୍ରବାହ, ଏହାରି ଭିତରେ ହୀରାକୁଦ ଡ୍ୟାମର ଆଉ ୫ ଟି ଗେଟ୍ ଖୋଲାଯାଇଛି । ଏବେ ମୋଟ ୧୪ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସନ ହେଉଛି । ବାମପାର୍ଶ୍ବରେ ୯ଟି ଗେଟ୍ ଏବେ ଡାହାଣ ପାର୍ଶ୍ବର ୫ଟି ଗେଟ୍ ଖୋଲା ରହିଛି ।ଜଳଭଣ୍ଡାରର ସର୍ବୋଚ୍ଚ!-->…
କଙ୍ଗୋରେ ଭୟାବହ ବିମାନ ଦୁର୍ଘଟଣା, ଦୁଇ ବରିଷ୍ଠ ସାମରିକ ବିଚାରପତିଙ୍କ ସମେତ ୧୪ ମୃତ
ମଧ୍ୟ ଆଫ୍ରିକୀୟ ଦେଶ କଙ୍ଗୋରେ ବଡ଼ ଅଘଟଣ । ସାମରିକ ବିମାନ ଦୁର୍ଘଟଣାରେ ଚାଲିଗଲା ୧୪ ଜୀବନ । ମୃତକଙ୍କ ମଧ୍ୟରେ ରହିଛନ୍ତି ୩ ଜଣ ସେନା ଅଧିକାରୀ ।ହାଇ ମିଲିଟାରୀ କୋର୍ଟର ପ୍ରଥମ ସଭାପତି ଲେଫ୍ଟନାଣ୍ଟ ଜେନେରାଲ୍ ଜୋସେଫ୍ ମୁଟୋମ୍ବୋ କାଟାଲାୟି ଟିଏଣ୍ଡେ ଏବଂ ସଶସ୍ତ୍ର ବାହିନୀର ଅଡିଟର!-->…
ଦୁର୍ବଳ ହେଉଛି ‘ଡିପ୍ରେସନ’, ଆଜି ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା
ଭୁବନେଶ୍ଵର (ରାଜ୍ୟ କାହାଣୀ ) ଛତିଶଗଡ଼ରେ ସକ୍ରିୟ ଅବପାତ । ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଏହା ଡିପ୍ରେସନ ରୂପରେ ରହିବ । ପରବର୍ତ୍ତୀ ୧୨ ଘଣ୍ଟାରେ ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ । ରାଜ୍ୟରେ ଏହାର ପ୍ରକୋପ ଜାରି ରହିଛି ।ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼,!-->…
ଭିଜିଲାନ୍ସ ଜାଲରେ ଯାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ ରାଜସ୍ୱ ସହାୟକ
ଭୁବନେଶ୍ୱର (ରାଜ୍ୟ କାହାଣୀ )ଭିଜିଲାନ୍ସ ହାତରେ ଧରାପଡ଼ିଲେ ଯାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ ରାଜସ୍ୱ ସହାୟକ ପ୍ରସନ୍ନ କୁମାର ସାହାଣୀ । ଜଣେ ଜମି ମାଲିକଙ୍କଠାରୁ ଜମି କିଣିବା ପାଇଁ ଅନୁମତି ଦେବା ନିମନ୍ତେ ଫାଇଲ୍ ଆଗକୁ ବଢ଼ାଇବାକୁ ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ!-->…
ଜୁରିଚରୁ ଦିଲ୍ଲୀ ବିମାନ ଯାତ୍ରା ପୂର୍ବରୁ ଏୟାର ଇଣ୍ଡିଆ ପାଇଲଟ୍ ସ୍କ୍ରିନିଂ ଟେଷ୍ଟରେ ବିଫଳ, ପାଇଲଟ ସସପେଣ୍ଡ
ସ୍ୱିଜରଲ୍ୟାଣ୍ଡର ଜୁରିକ ଏୟାର ଇଣ୍ଡିଆର ପାଇଲଟ ବିମାନବନ୍ଦରରେ ଆଲକୋହଲ୍ ଟେଷ୍ଟରେ ପଜିଟିଭ୍ ଆସିବା ପରେ ତାଙ୍କୁ ଡ୍ୟୁଟିରୁ ସସ୍ପେଣ୍ଡ କରାଯାଇଛି । ସେପ୍ଟେମ୍ବର ୬ ତାରିଖରେ କୋ-ପାଇଲଟ୍ ଜୁରିକରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର AI151 ବିମାନର ପାଇଲଟ ଥିଲେ । ଏୟାରପୋର୍ଟରେ ଟେଷ୍ଟ ହେବା!-->…