Browsing Category
ଆଜିର ଖବର
ବର୍ଷାରେ ଘର ଭାଙ୍ଗିଥିଲେ ମିଳିବ ନୂଆ ଘର: ପଞ୍ଚାୟତିରାଜ ମନ୍ତ୍ରୀ
ଭୁବନେଶ୍ଵର( ରାଜ୍ୟ କାହାଣୀ ) ରାଜ୍ୟରେ ଲଗାଣ ବର୍ଷାରେ ଘର ଭାଙ୍ଗି ଅସହାୟ ହୋଇପଡ଼ିଥିବା ପରିବାରଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା । ବର୍ଷା ଓ ବନ୍ୟାରେ କ୍ଷତିଗ୍ରସ୍ତ ଘରଗୁଡ଼ିକର କ୍ଷୟକ୍ଷତି ଆକଳନ କରାଯାଇ ଖୁବଶୀଘ୍ର ତୁରନ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି!-->…
ମହାପ୍ରସାଦ ପାଇଁ ଆଉ ଦଲାଲଙ୍କ ଶିକାର ହେବେ ନାହିଁ ଭକ୍ତ।ଟୋକନ୍ କାଟିଲେ ମିଳିବ ମହାପ୍ରସାଦ
ଭୁବନେଶ୍ଵର (ରାଜ୍ୟ କାହାଣୀ ) ମହାପ୍ରସାଦ ପାଇଁ ଆଉ ଦଲାଲଙ୍କ ଶିକାର ହେବେ ନାହିଁ ଭକ୍ତ। ଭକ୍ତଙ୍କୁ ସହଜରେ ଓ ନିର୍ଦ୍ଧାରିତ ଦରରେ ମହାପ୍ରସାଦ ଯୋଗାଇବା ପାଇଁ ଖୁବଶୀଘ୍ର ଆରମ୍ଭ ହୋଇପାରେ ନୂଆ ବ୍ୟବସ୍ଥା।ମହାପ୍ରସାଦ ନେବାକୁ ଇଚ୍ଛୁକ ଭକ୍ତମାନେ ପ୍ରଥମେ ଟୋକନ୍ କାଟିବେ। ଏହାପରେ ଟୋକନ୍!-->…
ଓଡ଼ିଶାରେ ୧୩ ଲକ୍ଷରୁ ଉର୍ଦ୍ଧ୍ୱ ବେକାର ଯୁବକଯୁବତୀ
ରାଜ୍ୟରେ ବୃଦ୍ଧି ପାଉଥିବା ବେକାରୀ ସମସ୍ୟାକୁ ନେଇ ବିଧାନସଭାରେ ସାମ୍ନାକୁ ଆସିଛି ଏକ ବଡ଼ ତଥ୍ୟ। ଓଡ଼ିଶାର ବିଭିନ୍ନ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟରେ ଲକ୍ଷ ଲକ୍ଷ ଶିକ୍ଷିତ ଯୁବକଯୁବତୀ ଚାକିରି ଆଶାରେ ନିଜ ନାମ ପଞ୍ଜୀକରଣ କରି ଅପେକ୍ଷା କରିଛନ୍ତି। ବିଧାନସଭା ଗୃହରେ!-->…
୩୦ ସେପ୍ଟେମ୍ବରରେ ଓଡ଼ିଶା ବନ୍ଦ : ଅକ୍ଷୟ କୁମାର*
*ଭୁବନେଶ୍ବର( ରାଜ୍ୟ କାହାଣୀ)ଆଜି ନବନିର୍ମାଣ ଯୁବଛାତ୍ର ସଂଗଠନ ତରଫରୁ ୩୭ ଦିନ ହେଲା ଲୋୟର ପିଏମଜିରେ ଚାଲିଥିବା ସାମ୍ବାଦିକ ସମ୍ମିଳନୀରେ ବହି ବିଭ୍ରାଟ ସମ୍ବନ୍ଧରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଓ ନୂତନ ବହି ପିଲାଙ୍କୁ ଫେରସ୍ତ ଦେବା ଦାବୀରେ ଆଗାମୀ ସେପ୍ଟେମ୍ବର ୩୦!-->…
ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଶ୍ରବଣା ବିବେକ ଏମ
ଭୁବନେଶ୍ଵର (ରାଜ୍ୟ କାହାଣୀ) ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଶ୍ରବଣା ବିବେକ ଏମ । ପୂର୍ବରୁ ଭୁବନେଶ୍ୱର ଡିସିପି ଥିଲେ ବରିଷ୍ଠ ଆଇପିଏସ ଅଧିକାରୀ ଜଗମୋହନ ମୀନା । ତାଙ୍କର ଇସ୍ତଫା ପରେ ୨୦୧୫ ବ୍ୟାଚର ଆଇପିଏସ ଅଧିକାରୀ ଶ୍ରବଣା ବିବେକ ଏମ ବର୍ତ୍ତମାନ ବିଧିବଦ୍ଧ ଭାବେ!-->…
ଆସନ୍ତା ୨୪ ଘଣ୍ଟା ସତର୍କ ରହିବାକୁ ପଡ଼ିବ: ରାଜସ୍ବ ମନ୍ତ୍ରୀ
ଭୁବନେଶ୍ଵର (ରାଜ୍ୟ କାହାଣୀ ) ଆସନ୍ତା ୨୪ ଘଣ୍ଟା ସତର୍କ ରହିବାକୁ ପଡ଼ିବ କହିଲେ ରାଜସ୍ବ ମନ୍ତ୍ରୀ। ଅବପାତ ବରଗଡ଼ ଦେଇ ଛତିଶଗଡ଼ ଆଡ଼କୁ ଯିବ। ଏହି ସମୟରେ ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେଣୁ ଆସନ୍ତା ୨୪ ଘଣ୍ଟା ଓଡ଼ିଶା!-->…
ଅକ୍ଟୋବର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା ଫର୍ମ ପୂରଣ ଆରମ୍ଭ
ଭୁବନେଶ୍ଵର (ରାଜ୍ୟ କାହାଣୀ )ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାରେ ପଢ଼ୁଥିବା ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀମାନେ ୨୦୨୭ ବାର୍ଷିକ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ। ଆସନ୍ତା!-->…
ରାଜ୍ୟରେ ଖସିଲା ଡ୍ରପ୍ ଆଉଟ୍ ହାର, ୧୫% ରୁ ୧୪.୧% କୁ ହ୍ରାସ
ଭୁବନେଶ୍ଵର (ରାଜ୍ୟ କାହାଣୀ) ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଡ୍ରପଆଉଟ ନେଇ ଆସିଛି ଆଶ୍ଵସ୍ତିକର ଖବର । ରାଜ୍ୟରେ ମାଧ୍ୟମିକ ସ୍ତରରେ ଡ୍ରପ୍ ଆଉଟ୍ ହାର ହ୍ରାସ ପାଇଛି । ଗତ ବର୍ଷ ୧୫ ପ୍ରତିଶତ ଥିବା ହାର ଚଳିତ ବର୍ଷ ୧୪.୧ ପ୍ରତିଶତକୁ ଖସିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ!-->…
ଗର୍ଜନ କରି ଘରେ ପଶିଗଲା ମହାବଳ ବାଘ, ଭୟରେ ପରିବାର ଲୋକେ
ଗର୍ଜନ କରି ଘରେ ପଶିଗଲା ମହାବଳ ବାଘ, ବାହାରେ ଜଗିଛି ବନ ବିଭାଗ ।ଏପରି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ସାଲେଇବେଡା ପଞ୍ଚାୟତର ଖପରଖାଇ ଗ୍ରାମରେ । ଗାଁରେ ଏବେ ମହାବଳ ବାଘ ଆତଙ୍କ ଦେଖାଦେଇଛି ।ବାଘ ଦେଖିବା ପରେ ସେମାନେ ବନବିଭାଗକୁ ଖବର ଦେଇଥିଲେ ।!-->…
ଅରୁଣ ବିଶ୍ୱାଳ ଓ ସୁଜିତ ରାଉଳ ନିଲମ୍ବିତ
ଅରୁଣ ବିଶ୍ୱାଳ ଓ ସୁଜିତ ରାଉଳ ନିଲମ୍ବିତ । କଟକ ସର୍କଲ ଜେଲର ସିନିୟର ସୁପରିଟେଣ୍ଡେଣ୍ଟ ସୁଜିତ ରାଉଳ ନିଲମ୍ବିତ ହୋଇଛନ୍ତି । ସେହିପରି ବାଣିଜ୍ୟ ଏବଂ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳ ମଧ୍ୟ ନିଲମ୍ବିତ ହୋଇଛନ୍ତି ।ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର!-->…