Browsing Category
ଆଜିର ଖବର
ମୁଖ୍ୟ ନିର୍ବାଚନ କମିସନରଙ୍କ ଇସ୍ତଫା ଦାବି କଲେ ନବୀନ
ଭୁବନେଶ୍ଵର ( ରାଜ୍ୟ କାହାଣୀ) ମୁଖ୍ୟ ନିର୍ବାଚନ କମିସନରଙ୍କ ଇସ୍ତଫା ଦାବି କଲେ ନବୀନ । ତୁରନ୍ତ ଇସ୍ତଫା ଦାବି କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ପୁନଃସମୀକ୍ଷା ଆବଶ୍ୟକ । ଏସଆଇଆର କାର୍ଯ୍ୟକ୍ରମକୁ ବିଜେଡି ପ୍ରଥମରୁ ବିରୋଧ କରୁଛି!-->…
ବିରୋଧୀଙ୍କ ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ବି ଗୃହରେ ଅଚଳ ଅବସ୍ଥା ଦେଖାଦେଇଛି । ବିରୋଧୀଙ୍କ ହଟ୍ଟଗୋଳରେ ଚାଲିପାରିଲାନି ଗୃହ । ମାତ୍ର ୪ ମିନିଟ ପ୍ରଶ୍ନୋତ୍ତର ପରେ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି କଲେ ଉପବାଚସ୍ପତି ଭୀମ ଶଙ୍କର ଭୋଇ । ତିନି ଦିନ ଧରି ବିଧାନସଭା ଅଚଳ ରହିଥିବା ବେଳେ!-->…
ମୌସୁମୀ ଅଧିବେଶନର ଚତୁର୍ଥ ଦିନ : ଆଜି ବି ସରଗରମ ରହିବ ଗୃହ
ଆଜି ହେଉଛି ମୋସୁମୀ ଅଧିବେଶନର ଚତୁର୍ଥ ଦିନ। ଗତ ତିନି ଦିନ ପରି ଆଜି ମଧ୍ୟ ଗୃହ ସରଗରମ ରହିବ। ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ଏମଏମଡିଆର ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବେ। ଫଳରେ ଆଜି ମଧ୍ୟ ଗୃହରେ ଅଚଳାବସ୍ଥା ଲାଗିରହି ପରେ। ଅନ୍ୟପଟେ
ଗତକାଲି ଗୃହ ମୁଲତବୀ ପରେ ବି!-->!-->!-->…
ଓଡ଼ିଶା ଉପରେ ଅବପାତର ପ୍ରଭାବ, ଆଜି ଅନେକ ଜିଲ୍ଲାରେ ପ୍ରବଳ ବର୍ଷା
ଭୁବନେଶ୍ଵର(ରାଜ୍ୟ କାହାଣୀ )ଦକ୍ଷିଣ ଓଡ଼ିଶା ଉପରେ ଗଭୀର ଅବପାତ । ଆଗାମୀ ୧୨ ଘଣ୍ଟାରେ ଦୁର୍ବଳ ହେବା ସମ୍ଭାବନା। ଗଭୀର ଅବପାତ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ବିଗତ ୬ ଘଣ୍ଟା ମଧ୍ୟରେ ଏହି ଗଭୀର ଅବପାତ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି!-->…
ସୋଆ ଆଇଡିଏସ୍ ପ୍ରଫେସର ଜାତୀୟ ସଂସ୍ଥାର ସଭାପତି ନିର୍ବାଚିତ
ଭୁବନେଶ୍ୱର, ରାଜ୍ୟ କାହାଣୀ: ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍ସେସ୍ (ଆଇଡିଏସ୍)ର ପେଡିଆଟ୍ରିକ୍ସ ଆଣ୍ଡ ପ୍ରିଭେନ୍ଟିଭ୍ ଡେଂଟିଷ୍ଟ୍ରି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସୁଶାନ୍ତ ମହାନ୍ତି ଇଣ୍ଡିଆନ୍ ସୋସାଇଟି ଅଫ୍ ପେଡିଆଟ୍ରିକ୍ସ ଆଣ୍ଡ!-->…
MMDR ସଂଶୋଧନ ଆଇନ ବିରୋଧ; ଆସନ୍ତା ୨୮ରେ ବିଧାନସଭା ସମ୍ମୁଖରେ ବିଶାଳ ବିକ୍ଷୋଭ ସଭା କରିବ ବିଜେଡି
ଭୁବନେଶ୍ୱର (ରାଜ୍ୟ କାହାଣୀ )ଏମଏମଡିଆର ସଂଶୋଧନ ଆଇନ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହେବା ପରେ, ଏହାକୁ ତୀବ୍ର ବିରୋଧ କରି ଆସୁଥିବା ବିଜୁ ଜନତା ଦଳ ଏହି କଳା ଆଇନର ପ୍ରତ୍ୟାହାର ଦାବିରେ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି । ଆସନ୍ତା ସେପ୍ଟେମ୍ୱର ୨୮ ତାରିଖରେ, ବିଜୁ ଜନତା!-->…
ବିଶ୍ବ ପ୍ରସିଦ୍ଧ ହୀରାକୁଦ ନଦୀବନ୍ଧର ମୋଟ ଜଳଧାରଣ କ୍ଷମତାର ୧.୮୨ ମିଲିୟନ ଏକର ଫୁଟ ହ୍ରାସ
ଭୁବନେଶ୍ୱର , ରାଜ୍ୟ କାହାଣୀ ଆଧୁନିକ ଭାରତର ମନ୍ଦିର ରୂପେ ପରିଗଣିତ ବିଶ୍ବ ପ୍ରସିଦ୍ଧ ହୀରାକୁଦ ନଦୀବନ୍ଧର ମୋଟ ଜଳଧାରଣ କ୍ଷମତା ଇତିମଧ୍ୟରେ ୧.୮୨ ମିଲିୟନ ଏକର ଫୁଟ ହ୍ରାସ ପାଇଛି। ଜଳ ସମ୍ପଦ ମନ୍ତ୍ରଣାଳୟ ନିଜ ଅଧିନରେ ରଖିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାନ୍ୟବର!-->…
ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ, ହ୍ରାସ ପାଇଛି ବିମାନ ସଂଯୋଗ
ଭୁବନେଶ୍ୱର (ରାଜ୍ୟ କାହାଣୀ )ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଛି । ୨୦୨୫ ମସିହାରେ ୩୩ଟି ସ୍ଥାନକୁ ଯାଉଥିବା ବେଳେ ୨୦୨୬ରେ ୧୯ ସ୍ଥାନକୁ ହ୍ରାସ ପାଇଛି ।ଏବେ ଇଣ୍ଡିଗୋ ଭୁବନେଶ୍ୱର ବ୍ୟାଙ୍କକ ସିଧାସଳଖ ବିମାନ ଆରମ୍ଭ କରିବା!-->…
ଚଳିତ ବର୍ଷ ବନ୍ୟାରେ ୭ ମୃତ, ୩୭ ଲକ୍ଷରୁ ଉର୍ଦ୍ଧ୍ୱ ପ୍ରଭାବିତ: ମନ୍ତ୍ରୀ ସୁରେଶ ପୂଜାରୀ
ଭୁବନେଶ୍ୱର (ରାଜ୍ୟ କାହାଣୀ )ଚଳିତ ବର୍ଷ ଓଡ଼ିଶାର ୨୬ଟି ଜିଲ୍ଲାରେ ବନ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ମୋଟ ୩୭,୪୩,୯୪୩ ଜଣ ଲୋକ ପ୍ରଭାବିତ ହୋଇଛନ୍ତି ବୋଲି ଗୁରୁବାର ଦିନ ବିଧାନସଭାରେ ସୂଚନା ଦିଆଯାଇଛି।ଚଳିତ ବନ୍ୟାରେ ଯାଇଛି ୭ ଜଣଙ୍କ ଜୀବନ । ଏହା ସହ ୯୩ ଗୃହପାଳିତ ପଶୁଙ୍କର ମୃତ୍ୟୁ ହୋଇଛି!-->…
ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଛି ବର୍ଷା । ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ
ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଧୀରେ ଧୀରେ ଦୁର୍ବଳ ହେଉଛି। ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ପ୍ରାୟ ୭ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିଛି ଏହି ଅବପାତ। ଭୁବନେଶ୍ୱର ଆଇଏମ୍ଡିର ନିର୍ଦ୍ଦେଶିକା ଡ଼ଃ ମନୋରମା ମହାନ୍ତିଙ୍କ ଅନୁସାରେ ଅବପାତର!-->…