Browsing Category
ଆଜିର ଖବର
ପୁଣି ଘୁଞ୍ଚିଲା ଡିଜିପି ନିଯୁକ୍ତି ମାମଲାର ଶୁଣାଣି
ଭୁବନେଶ୍ୱର (ରାଜ୍ୟ କାହାଣୀ )ପୁଣି ଘୁଞ୍ଚିଲା ଡିଜିପି ନିଯୁକ୍ତି ମାମଲାର ଶୁଣାଣି । ଆଜି ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଛନ୍ତି ରାଜ୍ୟ ସରକାର। ଡିଜିପି ନିଯୁକ୍ତି ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନଥିବା ରାଜ୍ୟ ସରକାର କହିଛନ୍ତି ।ମାମଲାରେ ରାଜ୍ୟ ସରକାରଙ୍କ ସହ ଆବେଦନକାରୀ ପକ୍ଷ!-->…
ଓରାଙ୍ଗଉଟାନ ଘଟଣା ପଛରେ ବଡ଼ ରାକେଟ୍ର ସନ୍ଦେହ : ଜଙ୍ଗଲ ଓ ପରିବେଶ ମନ୍ତ୍ରୀ
ଭୁବନେଶ୍ଵର (ରାଜ୍ୟ କାହାଣୀ) ଓରାଙ୍ଗଉଟାନକୁ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ବଡ଼ ବୟାନ । ଘଟଣା ପଛରେ ଏକ ବଡ଼ ରାକେଟ୍ ରହିଥିବା ସନ୍ଦେହ କରାଯାଉଥିବା ବେଳେ, ଏହାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି ।ଏବେ ନନ୍ଦନକାନନରେ ରହିଥିବା ସମସ୍ତ ଓରାଙ୍ଗଉଟାନ୍!-->…
ଓଡ଼ିଶା ପାଇଁ ସ୍ଥାୟୀ ସହରୀ ଯାତାୟାତ ପରିବର୍ତ୍ତନ ଯୋଜନା ପ୍ରସ୍ତୁତି ଉପରେ କର୍ମଶାଳା ।BKPPER ପାଇଁ ସମନ୍ୱିତ ସହରୀ…
ଭୁବନେଶ୍ୱର, ରାଜ୍ୟ କାହାଣୀ - ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏସିଆନ୍ ଡେଭେଲପମେଣ୍ଟ ବ୍ୟାଙ୍କ ସହଯୋଗରେ “ଓଡ଼ିଶା ପାଇଁ ସ୍ଥାୟୀ ସହରୀ ଯାତାୟାତ ପରିବର୍ତ୍ତନ ଯୋଜନା ପ୍ରସ୍ତୁତି” ଶୀର୍ଷକ ଏକ କର୍ମଶାଳା ଆଜି ଖାରବେଳ ଭବନଠାରେ ଅନୁଷ୍ଠିତ ହୋଇଛି ।
ଏହି ପଦକ୍ଷେପର!-->!-->!-->…
ଖଣିରୁ କେତେ ଟଙ୍କା ଆସୁଛି? ବିଧାନସଭାରେ ୧୦ ବର୍ଷର ରାଜସ୍ୱ ହିସାବ ଦେଲେ ସରକାର
ଗୃହରେ MMDR ଝଡ଼ ମଧ୍ୟରେ ଖଣି ଓ ଇସ୍ପାତ ମନ୍ତ୍ରୀଙ୍କ ଉତ୍ତର । ଖଣିରୁ ଆଦାୟ ହୋଇଥିବା ରାଜସ୍ୱର ହିସାବ ଦେଲେ ମନ୍ତ୍ରୀ ବିଭୂତି ଜେନା । ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁଙ୍କ ଲିଖିତ ପ୍ରଶ୍ନରେ ଖଣି ରାଜସ୍ୱ ଓ ରୟାଲିଟି ସମ୍ପର୍କରେ ତଥ୍ୟ ମଗାଯାଇଥିଲା। ୨୪ ସେପ୍ଟେମ୍ବର ୨୦୨୬ ପାଇଁ!-->…
ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୪ ପୁଲିସ-ଯବାନ ଗିରଫ
ଖାକିରେ ଦାଗର ଅଭିଯୋଗ । ଧାର୍ମିକ ସ୍ଥଳ ବୁଲାଇବା ନାଁରେ ହରିୟାଣାର ୨୩ ବର୍ଷୀୟା ଯୁବତୀଙ୍କୁ ଅମରୋହାର ଏକ ଫାର୍ମହାଉସରେ ଗଣଦୁଷ୍କର୍ମ ଅଭିଯୋଗ ।ଘଟଣାରେ ୨ ଜଣ CRPF ଯବାନ, ଜଣେ ପୋଲିସ ଓ ଜଣେ କନଷ୍ଟେବଳଙ୍କ ନାଁ ସାମ୍ନାକୁ ଆସିଛି । ଅଭିଯୋଗ ପରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ହେପାଜତକୁ!-->…
ଏହି ଦିନ ଦେଶରେ ବନ୍ଦ ରହିବ UPI!QR ସ୍କାନ୍ କରି ପେମେଣ୍ଟ କରିବାରେ ହୋଇପାରେ ସମସ୍ୟା ।
ୟୁପିଆଇ (UPI) ଚାର୍ଜକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବ୍ୟବସାୟୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି। ଏହାର ପ୍ରତିବାଦରେ ଫେଡେରେଶନ ଅଫ ଅଲ ଇଣ୍ଡିଆ ବ୍ୟାପାର ମଣ୍ଡଳ (FAIVM) ଏବଂ କନଫେଡେରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (CAIT) ଭଳି ପ୍ରମୁଖ ବ୍ୟବସାୟୀ ସଂଗଠନ ‘ନୋ ୟୁପିଆଇ ଡେ’ ପାଳନ!-->…
ଲଗାଣ ବର୍ଷାରେ ସ୍କୁଲ ବନ୍ଦ, ଆଗକୁ ବଢ଼ିବ ଛୁଟି : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ଵର (ରାଜ୍ୟ କାହାଣୀ) ବର୍ଷା ଥମିବାର ନାଁ ନେଉନି। ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ଏପଟେ ଅତ୍ୟଧିକ ବର୍ଷାକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାରେ ସ୍କୁଲ ବନ୍ଦ ରଖାଯାଇଛି। ଅତ୍ୟଧିକ ବର୍ଷା ପାଇଁ ଦୁଇ ଦିନ ସ୍କୁଲକୁ ଛୁଟି ଘୋଷଣା!-->…
ଟ୍ରକ୍ ପଛରେ ପିଟି ହେଲା କାର୍, ଚାଲିଗଲା ୪ ଜୀବନ! ମୃତକଙ୍କ ମଧ୍ୟରେ ମନ୍ତ୍ରୀଙ୍କ ଝିଅ
ଜାମସେଦପୁରରେ ଭୟାବହ ସଡ଼କ ଦୁର୍ଘଟଣା । ଟ୍ରକ୍ ପଛରେ ପିଟି ହେଲା କାର୍, ଚାଲିଗଲା ୪ ଜୀବନ । ମୃତକଙ୍କ ମଧ୍ୟରେ ଅଛନ୍ତି ଝାଡ଼ଖଣ୍ଡର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଦୀପିକା ପାଣ୍ଡେ ସିଂହଙ୍କ ଝିଅ ତ୍ରିଷା ସିଂହ । ବୁଧବାର ବିଳମ୍ବିତ ରାତ୍ରରେ ଏହି ଅଘଟଣ ଘଟିଥିବା ସୂଚନା!-->…
ସମସ୍ତିପୁରରେ ନାବାଳିକାଙ୍କୁ ଦୁର୍ବ୍ୟବହାର, ଭିଡିଓ ଭାଇରାଲ୍ ପରେ ୪ ଗିରଫ
ଜମୁଇ ପରେ ଏବେ ସମସ୍ତିପୁରରେ ସମାନ ଘଟଣା । ନାବାଳିକାଙ୍କୁ ଘେରିଯାଇ ଟଣାଘୋଷଡ଼ା କରୁଥିବା ଭିଡିଓ ଭାଇରାଲ୍ ପରେ ଆକ୍ରୋଶ ଦେଖା ଦେଇଛି ।କର୍ପୁରୀଗ୍ରାମ ପୁଲିସ ଷ୍ଟେସନ ଅଧୀନସ୍ଥ ଜଗତସିଂହ ପୁର ଗାଁ ଡାମ ବାଇପାସ ରୋଡରେ ଏହି ଅଭିଯୁକ୍ତମାନେ ଯୁବତୀଙ୍କ ସହ ଅସଦାଚରଣ କରିଥିଲେ। ଭିଡିଓ ଭାଇରାଲ୍!-->…
୩ୟ ଦିନରେ ବି ଗୃହ ଅଚଳ, ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବୀ
ଭୁବନେଶ୍ୱର (ରାଜ୍ୟ କାହାଣୀ )ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ । ତେବେ ବିରୋଧୀଙ୍କ ହଟ୍ଟଗୋଳ ଏବଂ ହଙ୍ଗାମା ଲାଗି ଆଜି ବିଧାନସଭାକୁ ପୁଣି ମୁଲତବୀ ରଖାଯାଇଛି । ଅପରାହ୍ନ ୪ଟା ଯାଏଁ ବିଧାନସଭାକୁ ମୁଲତବୀ ଘୋଷଣା କରାଯାଇଛି ।ଏମଏମଡିଆର ପ୍ରସଙ୍ଗକୁ ନେଇ କଂଗ୍ରେସ ଗୃହ ଭିତରେ!-->…