Browsing Category

ଆଜିର ଖବର

ଏବେ ଖାଇବା ତେଲ ହେବ ଶସ୍ତା! ଆଜିଠୁ ଲାଗୁ ହେବ ନୂଆ ଦର

ଏଥର ପର୍ବ ପୂର୍ବରୁ ସାଧାରଣ ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର। ସୋୟାବିନ୍‌, ପାମ୍‌ ଓ ସୂର୍ଯ୍ୟମୁଖୀ ତେଲ ଉପରେ ଆମଦାନୀ ଶୁଳ୍କ କମାଇ ଦିଆଯାଇଛି। ଫଳରେ ଆଗାମୀ ଦିନରେ ବଜାରରେ ଖାଇବା ତେଲର ଦାମ କମିପାରେ ବୋଲି ଆଶା କରାଯାଉଛି। ପର୍ବ ଋତୁରେ ଖାଇବା ତେଲର ଚାହିଦା…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ। ଭାଦ୍ରବ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀରେ ରତ୍ନସିଂହାସନରେ ଚତୁର୍ଦ୍ଧାବିଗ୍ରହ ବଳି ବାମନ ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ମହାପ୍ରଭୁ।ଗତକାଲି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ସମ୍ପର୍ଣ୍ଣ ହେବା ପରେ ଆଜି ମହାପ୍ରଭୁଙ୍କ…

ପୌର ନିର୍ବାଚନ: ୱାର୍ଡ ପୁନର୍ଗଠନ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ ସମୟସୂଚୀ

ଭୁବନେଶ୍ୱର, ରାଜ୍ୟ କାହାଣୀ:ଆଗାମୀ ପୌର ନିର୍ବାଚନ ପାଇଁ ୱାର୍ଡ ପୁନର୍ଗଠନ/ବିଭାଜନ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ସମ୍ପନ୍ନ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସଂଶୋଧିତ ସମୟସୂଚୀ ଜାରି ହୋଇଛି ।ଏହି ସମୟସୂଚୀ *ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ରାଉରକେଲା ମହାନଗର ନିଗମ ସମେତ…

ଆମେରିକାରେ ପହଞ୍ଚିଲେ ଜିନପିଙ୍ଗ: ପ୍ରୋଟକଲ ଭାଙ୍ଗି ଚୀନ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ଟ୍ରମ୍ପ

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ପତ୍ନୀ ପେଙ୍ଗ ଲିୟୁଆନଙ୍କ ସହ ତିନି ଦିନିଆ ରାଷ୍ଟ୍ରୀୟ ଗସ୍ତରେ ବୁଧବାର ଆମେରିକାର ୱାଶିଂଟନରେ ପହଞ୍ଚିଛନ୍ତି। ଜିନପିଙ୍ଗଙ୍କୁ ସ୍ୱାଗତ କରିବା ପାଇଁ ଟ୍ରମ୍ପ ପ୍ରୋଟୋକଲ ଭାଙ୍ଗି ନିଜେ ଜଏଣ୍ଟ ବେସ୍ ଆଣ୍ଡ୍ର୍ୟୁଜ୍ ବିମାନବନ୍ଦରରେ ପହଞ୍ଚିଥିଲେ। ଆମେରିକାର…

ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ, ଦକ୍ଷିଣ ଓଡ଼ିଶାରେ ଝଡ଼ବର୍ଷା ଆରମ୍ଭ 

ଭୁବନେଶ୍ଵର (ରାଜ୍ୟ କାହାଣୀ ) ସ୍ଥଳଭାଗ ଅତିକ୍ରମ କଲା ‘ଗଭୀର ଅବପାତ’ । ଦକ୍ଷିଣ ଓଡ଼ିଶାରେ ଝଡ଼ବର୍ଷାର ତାଣ୍ଡବ, ଉପକୂଳରେ ହାଇଆଲର୍ଟ । ​ଗୋପାଳପୁର-କଳିଙ୍ଗପଟ୍ଟନମ ମଧ୍ୟରେ ଉପକୂଳ ଅତିକ୍ରମ କଲା ଗଭୀର ଅବପାତ ।ଗୁରୁବାର ଭୋର ୪ଟାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ପବନର…

ନୋଭୋଟେଲ ଭୁବନେଶ୍ୱର ଜନପଥର ଗ୍ରାଣ୍ଡ ଶୁଭାରମ୍ଭ

 ରାଜ୍ୟ କାହାଣୀ (ଭୁବନେଶ୍ୱର) ଭୁବନେଶ୍ୱରରେ ଆନ୍ତର୍ଜାତୀୟ ଆତିଥେୟତାର ନୂଆ ଅଧ୍ୟାୟ l ଦୈନନ୍ଦିନ ଜୀବନରେ ସୁସ୍ଥତା, ସନ୍ତୁଳନ ଓ ଦୀର୍ଘାୟୁକୁ ପ୍ରୋତ୍ସାହନ ଦେବାର ଲକ୍ଷ୍ୟ  ବିଶ୍ୱସ୍ତରୀୟ ହୋଟେଲ ବ୍ରାଣ୍ଡ ନୋଭୋଟେଲ ରାଜଧାନୀ ଭୁବନେଶ୍ୱରରେ  ନୂଆ ଅଧ୍ୟାୟ ଆରମ୍ଭ କରିଛି। ନୋଭୋଟେଲ…

କଟକରେ ପନିରକୁ ନେଇ ବଡ଼ ଖୁଲାସା, ପନିରରେ ମିଶୁଥିଲା ଡିଟରଜେଣ୍ଟ ଓ ମଇଦା

ଭୁବନେଶ୍ୱର (ରାଜ୍ୟ କାହାଣୀ )କଟକ ସହରରେ ଅପମିଶ୍ରିତ ପନିର ବିକ୍ରି ନେଇ ଚାଲିଥିବା ଚଢ଼ଉରେ ଜବତ ହୋଇଥିବା ପନିର ନମୁନାକୁ ନେଇ ଆସିଛି ଚାଞ୍ଚଲ୍ୟକର ଟେଷ୍ଟ ରିପୋର୍ଟ । ଅଗଷ୍ଟ ୧୯ରେ କଟକରୁ ଜବତ ହୋଇଥିବା ପ୍ରାୟ ୭୩ କ୍ଵିଣ୍ଟାଲ ପନିର ଅପମିଶ୍ରିତ ବୋଲି ମିଳିଛି ପ୍ରମାଣ । ଏହି ପନିରରେ…

କୁଚିନାର ନୂଆ ବିକାଶ ପର୍ଯ୍ୟାୟ, ସମ୍ପୂର୍ଣ୍ଣ କିଚେନ୍ ସଲ୍ୟୁସନ୍‌ ଦିଗରେ ବିସ୍ତାର।ଓଡ଼ିଶାରେ ୨୫ଟି ନୂଆ ଏକ୍ସକ୍ଲୁସିଭ୍…

ଭୁବନେଶ୍ୱର, ରାଜ୍ୟ କାହାଣୀ: ଭାରତୀୟ କିଚେନ୍ ଆପ୍ଲାଏନ୍ସେସ୍ ବ୍ରାଣ୍ଡ କୁଚିନା (Kutchina) ଏବେ ବିକାଶର ଏକ ନୂଆ ପର୍ଯ୍ୟାୟରେ ପ୍ରବେଶ କରିଛି। ପାରମ୍ପରିକ ଭାବେ କିଚେନ୍ ଚିମ୍ନି ପାଇଁ ପରିଚିତ କୁଚିନା ଏବେ ଚିମ୍ନି, କୁକ୍‌ଟପ୍ ଓ ସ୍ମଲ୍ କିଚେନ୍ ଆପ୍ଲାଏନ୍ସେସ୍‌ ସମେତ ବ୍ୟାପକ କିଚେନ୍…

ଓଡ଼ିଶା ଡିଜିପି ନିଯୁକ୍ତି ବିବାଦ ମାମଲା । ସୁପ୍ରିମକୋର୍ଟରେ ଆଜି ବି ଶୁଣାଣି ଅସମାପ୍ତ

ଓଡ଼ିଶା ଡିଜିପି ନିଯୁକ୍ତି ବିବାଦ ମାମଲା । ସୁପ୍ରିମକୋର୍ଟରେ ଆଜି ବି ଶୁଣାଣି ଅସମାପ୍ତ । ଆସନ୍ତାକାଲି ପୁଣି ଥରେ ମାମଲାର ଶୁଣାଣି ହେବ । ଗୁରୁବାର ଶୁଣାଣି ବେଳେ ରାଜ୍ୟ ସରକାର ନିଜର ପକ୍ଷ ରଖିବେ । ଏନେଇ ଓଡ଼ିଶା ସରକାରଙ୍କ ଆଡଭୋକେଟ୍ ଜେନେରାଲ୍ କହିଥିଲେ ।ତେବେ ରାଜ୍ୟ ସରକାରଙ୍କ…

ରାଜ୍ୟର ୭ ଜିଲ୍ଲାରେ ବଢ଼ିଛି ଧାନ ଚାଷ: ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ

ଭୁବନେଶ୍ୱର (ରାଜ୍ୟ କାହାଣୀ )ରାଜ୍ୟର ୭ଟି ଜିଲ୍ଲାରେ ଚଳିତବର୍ଷ ବଢ଼ିଛି ଧାନ ଚାଷ । ବରଗଡ଼, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୂଆପଡ଼ା, ପୁରୀ ଓ ନୟାଗଡ଼ ଜିଲ୍ଲାରେ ଧାନ ଚାଷ ବଢ଼ିଥିବା ଜଣାପଡ଼ିଛି ।। ବିଧାନସଭାରେ ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ…