Browsing Category
ଆଜିର ଖବର
ହାଇକୋର୍ଟରେ ବିଚାରପତି ସଙ୍କଟ, ଅକ୍ଟୋବର ୧ରୁ କୋର୍ଟ କାର୍ଯ୍ୟରେ ଯୋଗ ଦେବେନି ଆଇନଜୀବୀ
ଭୁବନେଶ୍ୱର (ରାଜ୍ୟ କାହାଣୀ )ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟକୁ ନେଇ ଆଇନଜୀବୀଙ୍କ ଅସନ୍ତୋଷ । ଆସନ୍ତା ଅକ୍ଟୋବର ୧ ତାରିଖରୁ ହାଇକୋର୍ଟ ବାର୍ ଆସୋସିଏସନ୍ର ଆଇନଜୀବୀମାନେ କୋର୍ଟ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି । ମଞ୍ଜୁରୀ ପ୍ରାପ୍ତ ବିଚାରପତିଙ୍କ ସଂଖ୍ୟା 33!-->…
ଟିମ୍ ଇଣ୍ଡିଆ ରଚିଲା ନୂଆ ଇତିହାସ, ବିଶ୍ବରେ ଟି୨୦ ଇଣ୍ଟରନ୍ୟାସନାଲରେ ୨୦୦ଟି ମ୍ୟାଚ ଜିତିଥିବା ପ୍ରଥମ ଟିମ୍
ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍ ଇତିହାସରେ ଭାରତୀୟ ପୁରୁଷ କ୍ରିକେଟ୍ ଟିମ୍ ନୂଆ ଇତିହାସ କରିଛି । ଜାପାନ ବିପକ୍ଷ ରୋମାଞ୍ଚକର ମୁକାବିଲାରେ ମାତ୍ର ୨ ରନରେ ବିଜୟୀ ହୋଇ ଟିମ୍ ଇଣ୍ଡିଆ ନିଜ ନାମରେ ଏକ ବିଶ୍ୱ ରେକର୍ଡ଼ କରିଛି । ପୁରୁଷ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ୨୦୦ଟି ମ୍ୟାଚ୍!-->…
ଗ୍ରାହକଙ୍କ ସୁବିଧା ପାଇଁ ୨୭ ତାରିଖ ରବିବାର ବ୍ୟାଙ୍କ ଖୋଲା ରହିବ
ଗ୍ରାହକଙ୍କ ସୁବିଧା ପାଇଁ ୨୭ ତାରିଖ ରବିବାର ବ୍ୟାଙ୍କ ଖୋଲା ରହିବ ।ତିନିଦିନିଆ ଧର୍ମଘଟ ପାଇଁ ରବିବାର ବି ବ୍ୟାଙ୍କ ଖୋଲା ରଖିବାକୁ ନିଷ୍ପତ୍ତି ହୋଇଛି । ଗ୍ରାହକଙ୍କ ସୁବିଧା ପାଇଁ ୨୭ ତାରିଖ ରବିବାର ବ୍ୟାଙ୍କ ଖୋଲା ରହିବ । ସପ୍ତାହକୁ ଦୁଇ ଦିନ ଛୁଟି ଦାବିରେ ୨୮ରୁ ୩ ଦିନିଆ ବ୍ୟାଙ୍କ!-->…
ରାଶନ କାର୍ଡରୁ ୯ ଲକ୍ଷ ୮୧ ହଜାର ୬୬୧ ଟି ଆବେଦନ ପତ୍ର ଅଯୋଗ୍ୟ ପ୍ରମାଣିତ : ବିଧାନସଭାରେ ମନ୍ତ୍ରୀଙ୍କ ବଡ଼ ସୂଚନା
ଭୁବନେଶ୍ଵର (ରାଜ୍ୟ କାହାଣୀ )ଗରିବଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଚାଉଳ ଓ ରାସନ ସାମଗ୍ରୀ ଉପରେ ଆଖି ପକାଉଥିବା ଅସାଧୁ ଡିଲର ଏବଂ ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସରକାର। ବିଗତ ୩ ବର୍ଷ ମଧ୍ୟରେ ରାସନ ଚୋରି ଏବଂ ଅନିୟମିତତାକୁ ନେଇ ମୋଟ ୨୨୯ଟି ଅଭିଯୋଗ!-->…
ଆୟୁଷ୍ମାନ ଭାରତକୁ ୮ ବର୍ଷ,୬୦ କୋଟିରୁ ଅଧିକ ଲୋକ ପାଇଛନ୍ତି ସ୍ୱାସ୍ଥ୍ୟ ସୁରକ୍ଷା
ବୁଧବାର ଦିନ ଆୟୁଷ୍ମାନ ଭାରତ ଯୋଜନା ଆଠ ବର୍ଷ ପୂରଣ କରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଏହା ଦେଶର ୬୦ କୋଟିରୁ ଅଧିକ ଲୋକଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ କଭରେଜ୍ ପ୍ରଦାନ କରୁଛି। ଏହା ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟସେବା ଯୋଜନା!-->…
ମନମୁଖୀ କାର୍ଯ୍ୟ ଅଭିଯୋଗକୁ ନିର୍ବାଚନ ଆୟୋଗଙ୍କ ଖଣ୍ଡନ
ନିର୍ବାଚନ ଆୟୋଗଙ୍କ ‘ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ ପ୍ରକ୍ରିୟା’ (SIR) ସମ୍ପର୍କରେ ‘ଇଣ୍ଡିଆନ ଏକ୍ସପ୍ରେସ’ର ଏକ ରିପୋର୍ଟ ପ୍ରକାଶ ପାଇବା ପରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି। ‘ଏକ୍ସପ୍ରେସ’ ରିପୋର୍ଟ ଅନୁଯାୟୀ, SIR ପ୍ରକ୍ରିୟା ସମୟରେ ଦୁଇଜଣ ନିର୍ବାଚନ କମିଶନର ବିଭିନ୍ନ ପ୍ରସଙ୍ଗରେ!-->…
ବିଜେଡିର ବିକ୍ଷୋଭ । ଗାନ୍ଧୀ ମାର୍ଗରେ ବିଜୁ ଜନତା ଦଳର ଆନ୍ଦୋଳନ
ଭୁବନେଶ୍ୱର (ରାଜ୍ୟ କାହାଣୀ )ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜାରି ରହିଛି ‘ଶିକ୍ଷା ବଞ୍ଚାଓ’ ଆନ୍ଦୋଳନ । ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଏବଂ ଛାତ୍ରଛାତ୍ରୀଙ୍କୁ ବହି ଯୋଗାଇବା ଦାବିରେ ବିଧାନସଭା ଘେରାଉ କରାଯାଇଛି ।ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ!-->…
ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ !ଶୁଭ କି ଅଶୁଭ ତାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା
ଭୁବନେଶ୍ୱର (ରାଜ୍ୟ କାହାଣୀ )ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ । ଆଜି ସକାଳୁ ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଥିବା ଅକ୍ଷୟଦଣ୍ଡର ପତିତପାବନ ବାନା ଉପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚିଲ ବସିଥିବା ଦେଖିବାକୁ ମିଳିଛି। ତେବେ ପତିତପାବନ ବାନା ଉପରେ ଚିଲ ବସିବା ଶୁଭ କି ଅଶୁଭ ତାହାକୁ!-->…
MMDRକୁ ନେଇ ବର୍ଷିଲେ ବିଜେଡି ନେତ୍ରୀ ସୁଜାତା ରାଉତ
ଭୁବନେଶ୍ୱର (ରାଜ୍ୟ କାହାଣୀ )MMDRକୁ ନେଇ ବର୍ଷିଲେ ବିଜେଡି ନେତ୍ରୀ ସୁଜାତା ରାଉତ । ବିଜେପି ନେତା ଓ ସାଂସଦମାନେ ରାଜଧର୍ମ ଭୁଲିଯାଇଛନ୍ତି । ନିଜ ମା’ ଓ ମାଟି ପ୍ରତି ଅନ୍ୟାୟ କରିଛନ୍ତି ।ଖଣି ସଂଶୋଧନ ବିଲକୁ ସମର୍ଥନ କରିଥିବା ବିଜେପି ସାଂସଦ ମାନେ ଉତ୍ତର ଦିଅନ୍ତୁ, ସୋମାନେ କହା ସହ!-->…
ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଙ୍ଗାମା, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
ଭୁବନେଶ୍ୱର (ରାଜ୍ୟ କାହାଣୀ )ବିଧାନସଭା ମୌସୁମୀ ଅଧିବେଶନ । ୨ୟ ଦିନରେ ବି ଗୃହ ଅଚଳ। ଯାହାଫଳରେ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି । ବିରୋଧୀଙ୍କ ହଟ୍ଟଗୋଳ ଏବଂ ହୋହାଲ୍ଲା ଲାଗି ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ । ତେବେ ହୋହଲ୍ଲା ଭିତରେ ମାତ୍ର ୬!-->…