Browsing Category
ଆଜିର ଖବର
ବିଶ୍ୱର ସର୍ବାଧିକ ବର୍ଷା ବହୁଳ ଅଞ୍ଚଳରେ ଘାରିଲା ମରୁଡ଼ି ଚିନ୍ତା!
ଚଳିତବର୍ଷ ଦେଶରେ ମୌସୁମୀ ବର୍ଷା ସ୍ବାଭାବିକ ଠାରୁ ପ୍ରାୟ ୧୫ ପ୍ରତିଶତ କମ୍ ରହିଛି । ଏହି ତଥ୍ୟ ଗତ ୧୭ ବର୍ଷ ଭିତରେ ସବୁଠାରୁ କମ୍ । ଏହା ପୂର୍ବରୁ ୨୦୦୯ରେ ୧୮.୩ ପ୍ରତିଶତ କମ୍ ବର୍ଷାର ରେକର୍ଡ କରାଯାଇଥିଲା । ତେବେ ବିଶ୍ୱର ସବୁଠାରୁ ଅଧିକ ବର୍ଷା ହେଉଥିବା ୨ ଭାରତୀୟ ସହରରେ ଘାରିଛି!-->…
ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ; ଆଜି ବି କମ୍ପିବ ବିଧାନସଭା
ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନ। ପ୍ରଥମ ଦିନ ଭଳି ଆଜି ମଧ୍ୟ ବିଧାନସଭା ସରଗରମ ରହିବ। ପାଠ୍ୟପୁସ୍ତକରେ ତ୍ରୁଟି ଓ ଏମଏମଡିଆର ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବେ ବିରୋଧୀ ବିଜେଡି ଓ କଂଗ୍ରେସ। ପାଠ୍ୟପୁସ୍ତକରେ ତ୍ରୁଟି ପାଇଁ ନୈତିକତା ଦୃଷ୍ଟିରୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ!-->…
ଉପକୂଳ ମୁହାଁ ଗଭୀର ଅବପାତ । ଆଜି ରାତିରେ ଲ୍ୟାଣ୍ଡଫଲ୍ ।
ଭୁବନେଶ୍ଵର (ରାଜ୍ୟ କାହାଣୀ )ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଉପକୂଳମୁହାଁ । ମନ୍ଥର ଗତିରେ ଏହା ଉପକୂଳ ଆଡ଼କୁ ଆଗକୁ ବଢ଼ୁଥିବା ବେଳେ, ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଏହାର ପ୍ରଭାବରେ ବର୍ଷା ଲାଗିରହିଛି ।ଗଭୀର ଅବପାତଟି ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍ ଠାରୁ ପ୍ରାୟ!-->…
ସହରାଞ୍ଚଳରେ ଗ୍ରୀଷ୍ମ ପ୍ରବାହ, ବନ୍ୟା ମୁକାବିଲା ଓ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥାର ଆଧୁନିକୀକରଣ ନେଇ ଉଚ୍ଚସ୍ତରୀୟ…
ଭୁବନେଶ୍ୱର, ରାଜ୍ୟ କାହାଣୀ:ସହରାଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଓ ବନ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ଓ ପ୍ରଶମନ ରଣନୀତି ସହ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥାର ଆଧୁନିକୀକରଣ ନେଇ ଆଜି ଗୃହ ଓ ନଗର ଉନ୍ନୟନ ବିଭାଗର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଖାରବେଳ ଭବନର ତୃତୀୟ ମହଲା ସମ୍ମିଳନୀ!-->…
ଟ୍ରାଇର କଡ଼ା ନିର୍ଦ୍ଦେଶ, ଶସ୍ତା ହେବ ମୋବାଇଲ ରିଚାର୍ଜ ପ୍ଲାନ
ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) କମ୍ ଆୟ କରୁଥିବା ମୋବାଇଲ୍ ଗ୍ରାହକଙ୍କ ପାଇଁ ବଡ଼ ପଦକ୍ଷେପ ନେଇଛି । ଟେଲିକମ୍ ରେଗୁଲେଟରୀ ଅଥରିଟି ଅଫ୍ ଇଣ୍ଡିଆ ବା ଟିଆରଏଆଇ ଟେଲିକମ୍ ଉପଭୋକ୍ତା ସୁରକ୍ଷା ନିୟମରେ ୧୩ତମ ସଂଶୋଧନ ଜାରି କରିଛି । ଟିଆରଏଆଇର ଅଧିକୃତ ରେକର୍ଡ ଅନୁସାରେ ଏହି!-->…
ଆଇଏଏସ୍ରେ ନୂତନ ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏଂଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ୱର, ରାଜ୍ୟ କାହାଣୀ: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲସାଇନ୍ସେସ୍ (ଆଇଏଏସ)ର ପ୍ରଥମ ବର୍ଷର ବିଏସ୍ସି (ଅନର୍ସ) ଏଗ୍ରିକଲ୍ଚର ନୂତନ ଛାତ୍ରଛାତ୍ରୀଙ୍କ ୧୪ ତମ ବ୍ୟାଚ ନିମନ୍ତେ ସୋମବାର ଓରିଏଂଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!-->…
ଅକ୍ଟୋବର ୨୭ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର (ରାଜ୍ୟ କାହାଣୀ )ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସାଂସଦ ନବ ଚରଣ ମାଝୀ ସୂଚନା ଦେଇଛନ୍ତି । । ଅକ୍ଟୋବର ୨୭ରେ ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ ରହିଛି । ୨୮ ତାରିଖରେ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି । ମେଗା!-->…
28ରୁ 30 ପର୍ଯ୍ୟନ୍ତ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ। ଲଗାତାର 5 ଦିନ ବନ୍ଦ ରହିବ ବ୍ୟାଙ୍କ !
ସେପ୍ଟେମ୍ବର ମାସ ଶେଷ ବେଳକୁ 5 ଦିନ ବନ୍ଦ ରହିବ ବ୍ୟାଙ୍କ । ଯଦି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) କିମ୍ବା ଅନ୍ୟ କୌଣସି ସରକାରୀ ବ୍ୟାଙ୍କରେ ଆପଣଙ୍କର କୌଣସି ଜରୁରୀ କାମ ବାକି ରହିଯାଇଛି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।ଆଗାମୀ ଦିନରେ ଦେଶରେ ବ୍ୟାଙ୍କିଂ!-->…
ବଳାତ୍କାର ମାମଲାରେ କେଉଁ ରାଜ୍ୟ ଆଗରେ?
ନ୍ୟାସନାଲ କ୍ରାଇମ୍ ରେକର୍ଡ୍ସ ବ୍ୟୁରୋର ବାର୍ଷିକ ତଥ୍ୟ ଅନୁସାରେ, ଦୁଷ୍କର୍ମ ଏବଂ ଛେଡ଼ଛାଡ଼ ଭଳି ମାମଲାର ଦାଖଲ ସଂଖ୍ୟା ଓ ଅପରାଧ ହାରରେ ରାଜ୍ୟଗୁଡ଼ିକ ମଧ୍ୟରେ ବେଶ୍ ତଫାତ ରହିଛି।ବଳାତ୍କାରର ଦାଏର ହୋଇଥିବା ମୋଟ ମାମଲା ସଂଖ୍ୟାକୁ ଦେଖିଲେ ରାଜସ୍ଥାନ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟ ଅନେକ!-->…
ଡିଜିପି ନିଯୁକ୍ତି ବିବାଦ ମାମଲା; ଆସନ୍ତାକାଲି ପୁଣି ଥରେ ମାମଲାର ଶୁଣାଣି ହେବ
ଭୁବନେଶ୍ଵର (ରାଜ୍ୟ କାହାଣୀ ) ଓଡ଼ିଶା ଡିଜିପି ନିୟୁକ୍ତି ବିବାଦ ମାମଲା । ସୁପ୍ରିମକୋର୍ଟରେ ଆଜି ଶୁଣାଣି ଅସମାପ୍ତ । ଆସନ୍ତାକାଲି ପୁଣି ଥରେ ମାମଲାର ଶୁଣାଣି ହେବ । ଆଜି ଶୁଣାଣି ସମୟରେ ବିଭିନ୍ନ ପ୍ରକ୍ରିୟାଗତ ପ୍ରସଙ୍ଗ ଉପରେ ତୀବ୍ର ଯୁକ୍ତିତର୍କ ହୋଇଛି । ବରିଷ୍ଠ ଆଇପିଏସ୍ ଅଧିକାରୀ!-->…