Browsing Category
ଆଜିର ଖବର
ବୁଧବାର ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି, ୬ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ବୁଧବାର ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ। ଏହି ନୀତିକୁ ଦୃଷ୍ଟିରେ ରଖି ଅପରାହ୍ନ ୫ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।ମଧ୍ୟାହ୍ନ ଧୂପ ଉଠିବା ପରେ ଜୟବିଜୟ ଦ୍ୱାର ବନ୍ଦ ହୋଇ ଭିତର ଚନ୍ଦନ ଅର୍ଗଳିରେ ପୂଜାପଣ୍ଡା!-->…
ରାତି ହେଲେ ଅନ୍ଧାର ହେଉଛି ରାଜଧାନୀ।ସହରର ଏଭଳି ସ୍ଥିତିକୁ ନେଇ TPCODL ଉପରେ ବର୍ଷିଛନ୍ତି ମେୟର
ଭୁବନେଶ୍ୱର(ରାଜ୍ୟ କାହାଣୀ)ଭୁବନେଶ୍ୱର ମହାନଗର ନିଗମର ୪୪ ତମ ସାଧାରଣ ବୈଠକ ଶେଷ ହୋଇଥିବା ବେଳେ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ସହରରେ ଦେଖାଯାଉଥିବା ଅନ୍ଧାର ସ୍ଥିତିକୁ ନେଇ ହୋ ହାଲ୍ଲା କରିଥିଲେ କର୍ପୋରେଟର । ଅଧା ଠୁ ଅଧିକ ସ୍ଥାନରେ ଷ୍ଟ୍ରିଟ ଲାଇଟ ଖରାପ ହୋଇଥିବା ବେଳେ!-->…
ଏମଏମଡିଆର ଆଇନ ଏବଂ ପାଠ୍ୟପୁସ୍ତକ ଭୁଲକୁ ନେଇ ଓଡ଼ିଶା ବିଧାନସଭାରେ ହଙ୍ଗାମା; ନବୀନ ପଟ୍ଟନାୟକ ବିଧାନସଭା ଛାଡିଲେ
ଭୁବନେଶ୍ଵର(ରାଜ୍ୟ କାହାଣୀ )ଶୋକସଭା ପରେ ଓଡ଼ିଶା ବିଧାନସଭାର ପ୍ରାରମ୍ଭିକ ଦିନରେ ବିରୋଧୀ ଦଳଗୁଡ଼ିକ ପ୍ରବଳ ବିରୋଧ ପ୍ରଦର୍ଶନ କରିବା ସହିତ ତତ୍କାଳ ବାଧାପ୍ରାପ୍ତ ହୋଇଥିଲା। ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) (ଏମଏମଡିଆର) ସଂଶୋଧନ ଆଇନ ଉପରେ କଂଗ୍ରେସ ବିଧାୟକମାନେ ସ୍ଲୋଗାନ!-->…
ଜଙ୍ଗଲ ନିଆଁ ଲିଭାଉଥିବା ବେଳେ ହେଲିକପ୍ଟର କ୍ରାଶ୍, ୨ ପାଇଲଟ ମୃତ
ଜଙ୍ଗଲ ଜଳୁଥିଲା। ନିଆଁକୁ ଆୟତ୍ତ କରିବାକୁ ଆକାଶରୁ ପାଣି ବର୍ଷାଉଥିଲା ହେଲିକପ୍ଟର। ହେଲେ ହଠାତ୍ ଘଟିଲା ଭୟଙ୍କର ଦୁର୍ଘଟଣା! ନିଆଁ ଲିଭାଇବାକୁ ଯାଇ ଖସିପଡ଼ିଲା ହେଲିକପ୍ଟର। ଆଉ ଆଖି ପିଛୁଳାକେ ଚାଲିଗଲା ଦୁଇ ଜୀବନ। ଅଧିକାରୀଙ୍କ ଅନୁଯାୟୀ, ରବିବାର ଅପରାହ୍ନରେ ଜଙ୍ଗଲ ନିଆଁ ଉପରେ ପାଣି!-->…
ବିରୋଧୀଙ୍କ ହଟ୍ଟଗୋଳ, ଦିନ ୧ଟା ୧୦ ମିନିଟ୍ ପର୍ୟ୍ୟନ୍ତ ଗୃହ ମୁଲତବି
ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ମଙ୍ଗଳବାର ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ପ୍ରଥମେ ଦିବଙ୍ଗତ ନେତା ଓ ନେପାଳରେ ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହୋଇଛି । ତେବେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ । ବିଭିନ୍ନ ପ୍ରସଙ୍ଗକୁ ନେଇ!-->…
ଭିଜିଲାନ୍ସ ଜାଲରେ ପିଇଓ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ
ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକରେ କାର୍ଯ୍ୟରତ PEO କାର୍ତ୍ତିକେଶ୍ୱର ବେହେରାଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ସୂଚନା ଅନୁସାରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ!-->…
ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ
ଭୁବନେଶ୍ୱର, ରାଜ୍ୟ କାହାଣୀ: ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସେପ୍ଟେମ୍ବର ୨୨ ତାରିଖ ମଙ୍ଗଳ ବାର ଠାରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ ପୂର୍ବାର୍ହ ୧୧ରେ ବାଚସ୍ପତି ସୁରମା ପାଢ଼ୀ ବିଧାନସଭା ଗୃହରେ ପହଂଚିବା ପରେ ରାଷ୍ଟ୍ରୀୟ!-->…
ଓଡ଼ିଶା ନୂଆ ଡିଜିପି ଚୟନ ମାମଲା: ଆଜି ସୁପ୍ରିମ୍କୋର୍ଟରେ ଶୁଣାଣି
ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରକ୍ରିୟା ଉପରେ ଆଜି ସୁପ୍ରିମ୍କୋର୍ଟରେ ଶୁଣାଣି । ପୂର୍ବରୁ ଚାରି ଚାରି ଥର ଶୁଣାଣି ବେଳେ କୌଣସି ନା କୌଣସି କାରଣ ପାଇଁ ପରବର୍ତ୍ତୀ ତାରିଖକୁ ଘୁଞ୍ଚିଥିଲା। ତେବେ ଆଜି ଶୁଣାଣି ହେବ ନା ଆହୁରି ଲମ୍ବା ଆଇନଗତ ଲଢ଼େଇ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।!-->…
ଚୌଦ୍ୱାର ଜେଲ ମାମଲାରେ ଚାପ ଅଭିଯୋଗ, SCBରେ ସୁଜିତ ରାଉଳ ଭର୍ତ୍ତି
ଭୁବନେଶ୍ୱର (ରାଜ୍ୟ କାହାଣୀ )ପୁଣି ଚୌଦ୍ବାର ଜେଲ୍ ମାମଲାରେ ବିବାଦୀୟ ମୋଡ଼। ଥାନାରେ ତତ୍କାଳୀନ ଜେଲରଙ୍କ ଏତଲା। ମାମଲା ପ୍ରତ୍ୟାହାର ପାଇଁ ଉପରିସ୍ଥ ଅଧିକାରୀଙ୍କ ଚାପ ଅଭିଯୋଗ। ମାମଲା ପ୍ରତ୍ୟାହାର କଲେ, ବିଭାଗୀୟ କାର୍ଯ୍ୟାନୁଷ୍ଠାନରୁ ମୁକ୍ତ କରାଯିବ ବୋଲି ସର୍ତ୍ତ ରଖାଯାଇଥିବା ଅଭିଯୋଗ!-->…
ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୪ ଜିଲ୍ଲାରେ ସ୍କୁଲ ଛୁଟି
ଭୁବନେଶ୍ୱର (ରାଜ୍ୟ କାହାଣୀ )ପ୍ରବଳରୁ ଅତି ପ୍ରବଳ ବର୍ଷା ଥିବା ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାକୁ ଆଧାର କରି ବିଭିନ୍ନ ଜିଲ୍ଲାରେ ଆଗୁଆ ସ୍କୁଲ ଛୁଟି କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ସମେତ ଜଗତ୍ସିଂହପୁର, ଗଞ୍ଜାମ,ମାଲକାନଗିରି, ଗଜପତି ଜିଲ୍ଲାରେ ମଙ୍ଗଳବାରଠୁ ୨୪ ତାରିଖ!-->…