Browsing Category

ଆଜିର ଖବର

ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ, MMDR ସହ ୭ ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେଡି

ଭୁବନେଶ୍ୱର (ରାଜ୍ୟ କାହାଣୀ )ଆଜିଠୁ ଆରମ୍ଭ ହେଉଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ । ଅଧିବେଶନ ପୂର୍ବରୁ ଗତକାଲି ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ବିଧାୟକ ଦଳ ବୈଠକ କରାଯାଇ ଗୃହରେ ଉଠାଯିବାକୁ ଥିବା ବିଭିନ୍ନ ପ୍ରସଙ୍ଗ ଓ ରଣନୀତି ନେଇ ଆଲୋଚନା ହୋଇଛି । ଏହି ଅଧିବେଶନରେ ୬ଟି…

ବଙ୍ଗୋପସାଗରରେ ଲଘୁଚାପ, ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର, ରାଜ୍ୟ କାହାଣୀ: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ଚଳିତ ସପ୍ତାହରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହି ଲଘୁଚାପ କ୍ଷେତ୍ର ସୋମବାର ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହୋଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)…

ତ୍ରୁଟି ସୁଧାରିଲା ଗଣଶିକ୍ଷା ବିଭାଗ | ଛାତ୍ର ଛାତ୍ରୀଙ୍କୁ ମିଳିଲା ନୂଆ ପାଠ୍ୟପୁସ୍ତକ

ଭୁବନେଶ୍ୱର (ରାଜ୍ୟ କାହାଣୀ )ପିଲାଙ୍କୁ ସଂଶୋଧିତ ପାଠ୍ୟ ପୁସ୍ତକ ବଣ୍ଟନ। ଆବଶ୍ୟକୀୟ ସଂଶୋଧନ ପରେ ନୂତନ ପାଠ୍ୟପୁସ୍ତକର ବଣ୍ଟନ ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ଆରମ୍ଭ ହୋଇଛି ବହି ବଣ୍ଟନ। ଏନେଇ ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ।…

ବିହାରରେ ଅସଦାଚରଣ! ଛାତ୍ରଛାତ୍ରୀଙ୍କୁ ମାଡ଼, ଯୌନ ଉତ୍ପୀଡ଼ନର ଭିଡିଓ ଭାଇରାଲ

ବିହାର ଜମୁଇ ଜିଲ୍ଲାରୁ ଏକ ଲଜ୍ଜାଜନକ ଓ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳକ ଏବଂ ନାବାଳିକା ଛାତ୍ରଛାତ୍ରୀଙ୍କ ସହ ଅସଦାଚରଣ ଓ ଯୌନ ଉତ୍ପୀଡ଼ନ ଭିଡିଓ ଭାଇରାଲ ହୋଇଛି। ସୋସିଆଲ ମିଡିଆରେ ଭିଡିଓ ପ୍ରସାରିତ ହେବା ପରେ ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହ ନେଇଥିଲା; ଜିଲା…

ଆନ୍ଧ୍ରପ୍ରଦେଶରେ ଶୁଖିଗଲା ଚିତ୍ରାବତୀ ନଦୀ, ଗଣପତିଙ୍କୁ ବାଲିରେ ବିସର୍ଜନ

ଆନ୍ଧ୍ରପ୍ରଦେଶର ପୁଟ୍ଟାଲୁରୁରେ ମରୁଡ଼ି ପଡ଼ିଛି। ଚିତ୍ରାବତୀ ନଦୀ ସମ୍ପୂର୍ଣ୍ଣ ଶୁଖିଯାଇଛି। ଏବେ ନଦୀ ଗର୍ଭରେ ପାଣି ବଦଳରେ ଖାଲି ଶୁଖିଲା ବାଲି ରହିଛି। ପରିସ୍ଥିତି ଏପରି ହୋଇଛି ଯେ, ଗଣେଶ ମୂର୍ତ୍ତି ବିସର୍ଜନ କରିବା ପାଇଁ ନଦୀରେ ପାଣି ନାହିଁ। ପୁଟ୍ଟଲୁରୁରେ ମରୁଡ଼ିର ଏଭଳି ଚିତ୍ର…

ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା , କଟିଲା ୨୦ ଲକ୍ଷ ଭୋଟରଙ୍କ ନାଁ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଓଡ଼ିଶାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR) ର ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୧୬ ଲକ୍ଷ ୩୨ ହଜାର ୭୫୪ରେ ପହଞ୍ଚିଛି। ତେବେ ଯାଞ୍ଚ ପ୍ରକ୍ରିୟା ସମୟରେ ତାଲିକାରୁ ୨୦ ଲକ୍ଷରୁ ଅଧିକ ଭୋଟରଙ୍କ ନାମ ବାଦ୍…

ବାତ୍ୟା ନୁହେଁ, ଆସୁଛି ବଡ଼ ବର୍ଷା!: ମୁଖ୍ୟ ଶାସନ ସଚିବ

ଭୁବନେଶ୍ଵର (ରାଜ୍ୟ କାହାଣୀ )ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ ନେଇଛି। ଫଳରେ ବାତ୍ୟା ଆଶଙ୍କ ଥିବା ଚର୍ଚ୍ଚା ହେଉଛି। ତେବେ ଲଘୁଚାପ ବାତ୍ୟାର ରୂପ ନେବ ନାହିଁ,…

ମହାନଦୀ ଜଳ ବିବାଦର ସମାଧାନ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଆଲୋଚନା ଜାରି। ଅନ୍ୟପଟେ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ 

ମହାନଦୀକୁ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଚାଲିଥିବା ଜଳ ବିବାଦ ଭିତରେ ଏବେ ଆସିଛି ଆଲୋଚନା ଓ ସମାଧାନର ଆଶା। ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏଙ୍କ ଭେଟଘାଟରେ ଉଠିଛି ମହାନଦୀ ପ୍ରସଙ୍ଗ। ମହାନଦୀ ଜଳ ବିବାଦର ସମାଧାନ ନେଇ…

ଦଳ ନିଷ୍ପତ୍ତି ଅନୁସାରେ କାର୍ଯ୍ୟ କରିବୁ: ସର୍ବଦଳୀୟ ବୈଠକ ପରେ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା 

ଭୁବନେଶ୍ଵର (ରାଜ୍ୟ କାହାଣୀ) ସର୍ବଦଳୀୟ ବୈଠକ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖି କହିଛନ୍ତି, ଏମଏମଡିଆର ଉପରେ ଆଲୋଚନା କରାଯିବା ନେଇ ଦାବି କରିଛୁ । ଆମେ ଅପେକ୍ଷା ବି କରିଛୁ, ନହେଲେ ଦଳ ଯାହା ନିଷ୍ପତ୍ତି ନେବ । ଦଳ ଯାହା ନିଷ୍ପତ୍ତି ନେବ ସେହି ଅନୁଯାୟୀ…

ଜିନପିଙ୍ଗଙ୍କ ଆମେରିକା ଗସ୍ତ ନିଶ୍ଚିତ : ସେପ୍ଟେମ୍ବର ୨୩-୨୫ ମଧ୍ୟରେ କାର୍ଯ୍ୟକ୍ରମ

ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ସେପ୍ଟେମ୍ବର ୨୩ ରୁ ୨୫ ପର୍ଯ୍ୟନ୍ତ ଆମେରିକା ଗସ୍ତ କରିବେ। ଏହି ସମୟ ମଧ୍ୟରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଶିଖର ଆଲୋଚନା କରିବେ। ସୋମବାର ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ଆନୁଷ୍ଠାନିକ ଭାବରେ ସିଙ୍କ ଗସ୍ତ ସ୍ପଷ୍ଟ କରିଛି।ଆମେରିକା…