Browsing Category
ଆଜିର ଖବର
ଓଡିଶା ଆଡକୁ ମୁହାଁଉଛି ସାମୁଦ୍ରିକ ବାତ୍ୟା – IMD
ଭୁବନେଶ୍ୱର (ରାଜ୍ୟ କାହାଣୀ )ପଶ୍ଚିମ କେନ୍ଦ୍ରିୟ ବଙ୍ଗୋପସାଗର ରେ ସ୍ରୁଷ୍ଟି ହୋଇଥିବା ଲଘୁଚାପ ଅବପାତ ର ରୂପ ନେବାକୁ ଯାଉଛି, ଏହା ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟାର ରୂପ ନେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।ବୁଲେଟିନ୍ ଅନୁସାରେ, ସୃଷ୍ଟ ଲଘୁଚାପ ସକ୍ରିୟ ରହିଛି । ଏହା!-->…
ଆସନ୍ତାକାଲି ବିଧାନସଭାର ମୌସୁମୀ ଅଧିବେଶନ: ସରିଲା ସର୍ବଦଳୀୟ ବୈଠକ
ଭୁବନେଶ୍ୱର (ରାଜ୍ୟ କାହାଣୀ )ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବିଧାନସଭାରେ ବସିଲା ବୈଠକ। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବିରୋଧୀ ଦଳ ମୁଖ୍ୟ!-->…
ଶିକ୍ଷା ଅଧିକାରୀଙ୍କୁ ସମସ୍ୟା ଜଣାଇବାକୁ ୮ କିଲୋମିଟର ଚାଲି ଚାଲି ଗଲେ ଛାତ୍ରଛାତ୍ରୀ
ଭୁବନେଶ୍ୱର (ରାଜ୍ୟ କାହାଣୀ )ମୌଳିକ ସୁବିଧା ପାଇଁ ୮ କିଲୋମିଟର ଚାଲିଲେ ଅନ୍ତେବାସୀ । ହଷ୍ଟେଲରେ ଦୁଇ ମାସରୁ ଅଧିକ ହେବ ନାହିଁ ମୌଳିକ ସୁବିଧା । ମିଳୁଛି ପୋକରା ଚାଉଳର ଭାତ, ନାହିଁ ପାଣିର ସୁବିଧା । । ଯାହାକୁ ନେଇ ତାତିଛନ୍ତି ମୟୂରଭଞ୍ଜ ଉଦଳା ସ୍ଥିତ ବିସିପୁର ଆଶ୍ରମ ବିଦ୍ୟାଳୟର!-->…
କାନାଡାରେ ଉଡ଼ାଣ ତାଲିମ ସମୟରେ ବିମାନ ଦୁର୍ଘଟଣାଗ୍ରସ୍ତ ! ଦୁଇ ଜଣ ଭାରତୀୟ ଛାତ୍ରଙ୍କ ମୃତ
କାନାଡାରେ ଉଡ଼ାଣ ତାଲିମ ସମୟରେ ଏକ ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ଦୁଇ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି । କାନାଡାରେ ଥିବା ଭାରତୀୟ ଦୂତାବାସ ଏହି ଦୁଃଖଦ ଘଟଣାର ନିଶ୍ଚିତ କରିଛି । ଛାତ୍ରମାନେ ସେମାନଙ୍କର ବାଣିଜ୍ୟିକ ପାଇଲଟ୍ ବିମାନ ଚଳାଚଳ ତାଲିମ ପାଇଁ ଉଡ଼ାଣ ଅଭ୍ୟାସ କରୁଥିଲେ।!-->…
ରାଜଧାନୀରେ ଫୁଟିଲା ଗୁଳି । ଫେସବୁକ ଲାଇଭରୁ ତୁମୂଳକାଣ୍ଡ
ଭୁବନେଶ୍ୱର (ରାଜ୍ୟ କାହାଣୀ )ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି।୨ ରାଉଣ୍ଡ ବ୍ଲାଙ୍କ ଫାୟାରିଂ ହୋଇଥିବା ସୂଚନା । ଗଣ୍ଡଗୋଳ ଓ ମାଡ଼ପିଟ ଯୋଗୁଁ ୫ ଜଣ ଗୁରୁତର ଆହତ ହୋଇଛନ୍ତି ।। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ ମସଗୁଲ ଥିଲେ!-->…
ରୁଷ ନିର୍ବାଚନ : ପୁଟିନଙ୍କ ୟୁନାଇଟେଡ୍ ରୁଷିଆ ଦଳ ସହଜ ବିଜୟ ମୁହାଁ
ଦେଶର ସଂସଦୀୟ ନିର୍ବାଚନରେ ଶାସକ ୟୁନାଇଟେଡ୍ ରୁଷିଆ ଦଳ ଏକ ସହଜ ବିଜୟ ପାଇଁ ରାସ୍ତା ପରିଷ୍କାର କରିଛି। ଆଂଶିକ ସରକାରୀ ଫଳାଫଳ ଦର୍ଶାଉଛି ଯେ, ଦେଶରେ କୌଣସି ପ୍ରକୃତ ବିରୋଧୀ ଦଳ ନଥିବାରୁ ଶାସକ ଦଳ ୫୭.୫ ପ୍ରତିଶତ ଭୋଟ ପାଇଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ନିର୍ବାଚନକୁ ତାଙ୍କ!-->…
ଓରାଙ୍ଗଉଟାନ ଖାଇଲେ ସିଝା ଗାଜର ଓ ବିନ୍, ନନ୍ଦନକାନନରେ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପରେ ଖାଦ୍ୟରେ ପରିବର୍ତ୍ତନ
ଭୁବନେଶ୍ଵର (ରାଜ୍ୟ କାହାଣୀ )ନନ୍ଦନକାନନ ପ୍ରାଣୀ ଚିକିତ୍ସାକେନ୍ଦ୍ରରେ ଥିବା ୫ ଓରାଂଓଟାଂଙ୍କ ଅବସ୍ଥାରେ ସୁଧାର ଆସିଛି । ଏମସ୍ ଡାକ୍ତର ଓ ହେଲଥ କମିଟିର ୨ ଜଣ ସଦସ୍ୟ ଆସି ସ୍ଵାସ୍ଥ୍ୟ ନିରିକ୍ଷଣ କରି ଠିକ୍ ଥିବା କହିଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ଛୁଆମାନଙ୍କୁ କୃମି ପାଇଁ!-->…
ଆଜି ଅବପାତ ରୂପ ନେଇପାରେ ଲଘୁଚାପ । ୫ ଦିନ ଯାଏଁ ପ୍ରବଳ ବର୍ଷା, ଜାରି ହେଲା ରେଡ୍ ଓ୍ୱାର୍ଣ୍ଣିଂ
ଭୁବନେଶ୍ଵର (ରାଜ୍ୟ କାହାଣୀ) ଆଜି ଅବପାତ ରୂପ ନେଇପାରେ ଲଘୁଚାପ । ୨୩ରେ ଦକ୍ଷିଣ ଓଡ଼ିଶା–ଉତ୍ତର ଆନ୍ଧ୍ର ଉପକୂଳ ନିକଟରେ ପହଞ୍ଚିବା ସମ୍ଭାବନା ।ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ପୂର୍ବ-ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଅନୁକୂଳ!-->…
ଭୁବନେଶ୍ୱର କୁ ଭାରତର ସର୍ବୋତ୍ତମ ଡିଜାଇନ୍ ଆଣିଲା ବନ୍ନିଅମ୍
ଭୁବନେଶ୍ଵର (ରାଜ୍ୟ କାହାଣୀ )ଭୁବନେଶ୍ୱର କୁ ଭାରତର ସର୍ବୋତ୍ତମ ଡିଜାଇନ୍ ଆଣିଲା ବନ୍ନିଅମ୍ ।
ଯୌନ ଉତ୍ପୀଡ଼ନ ପ୍ରତିରୋଧ ନେଇ ଏକଦିନିଆ କର୍ମଶାଳା
କାଶୀନଗର, ରାଜ୍ୟ କାହାଣୀ -ସମ୍ପ୍ରତି ଘଟୁଥିବା ଯୌନ ଉତ୍ପୀଡ଼ନ ଭଳି ସମ୍ବେଦନଶୀଳ ଘଟଣାକୁ ଦୃଷ୍ଟିରେ ରଖି ଯୌନ ଉତ୍ପୀଡ଼ନ ପ୍ରତିରୋଧ ଓ ସଚେତନତା ସମ୍ପର୍କରେ କାଶୀନଗରସ୍ଥିତ ବିଜୁ କଲ୍ୟାଣ ମଣ୍ଡପଠାରେ ଏକଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
କାଶୀନଗର ଏନ୍ଏସି ଅଧ୍ୟକ୍ଷା ଏମ୍.!-->!-->!-->…