Browsing Category
ଆଜିର ଖବର
୧୦ ତାରଖରେ ବସିବ ବିଜୁ ଜନତା ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ
ଭୁବନେଶ୍ୱର (ରାଜ୍ୟକାହାଣୀ )ଆସନ୍ତା ୧୦ ତାରିଖରେ ବିଜେଡିର ବଡ଼ ବୈଠକ ବସିବାକୁ ଯାଉଛି ।ଉପସଭାପତି ଦେବୀପ୍ରସାଦ ମିଶ୍ର ଏକ ପ୍ରେସ ରିଲିଜ ଜାରି କରି ବୈଠକ ଡ଼ାକିଛନ୍ତି । ଏହି ବୈଠକରେ ସମସ୍ତ ନେତାଙ୍କୁ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ବିଜେଡି ପକ୍ଷରୁ ଜାରି ହୋଇଥିବା!-->…
ପୁଣି ରାଜଧାନୀରେ ଲଜ୍ଜା । ହଷ୍ଟେଲରୁ ନେଇ ହୋଟେଲରେ ବଳାତ୍କାର କଲେ ପୁରୁଷବନ୍ଧୁ!
ଭୁବନେଶ୍ୱର (ରାଜ୍ୟକାହାଣୀ )ପୁଣି ରାଜଧାନୀରେ ଲଜ୍ଜା । ଧଉଳି ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ସୋମବାର ଅଭିଯୋଗ ହୋଇଛି। ଖବର ଅନୁଯାୟୀ, ହଷ୍ଟେଲରେ ରହୁଥିଲା ଯୁବତୀ । ରବିବାର କୌଣସି କାରଣକୁ ନେଇ ହୋଟେଲ୍କୁ ଡାକିଥିଲେ ଯୁବତୀଙ୍କ ପୁରୁଷ ବନ୍ଧୁ । ସେଠାରେ ହଠାତ୍ ପୁରୁଷ!-->…
ଆଜି ଓ ଆସନ୍ତା କାଲି ସନ୍ଧ୍ୟାରେ ଆକାଶରେ ଚମକିବେ ବୃହସ୍ପତି ଓ ଶୁକ୍ର
ଆଜି ଓ ଆସନ୍ତା କାଲି ସନ୍ଧ୍ୟାରେ ଆକାଶରେ ଚମକିବେ ବୃହସ୍ପତି ଓ ଶୁକ୍ର। ଯାହାକୁ ଖାଲି ଆଖିରେ ଦେଖିବେ ଲୋକେ। ଏଭଳି ସଂଯୋଗ ୨ବର୍ଷକୁ ଥରେ ଦୃଶ୍ୟମାନ ହେଉଥିବା ବେଳେ ଜ୍ୟୋତିର୍ବିଦମାନେ ଏହାକୁ “ଗ୍ରହ ସଂଯୋଗ” ବା ପ୍ଲାନେଟାରି କଞ୍ଜଙ୍କସନ୍ କହୁଛନ୍ତି। ଦିନକୁ ଦିନ ଗ୍ରହ ଦୁଇଟି ପରସ୍ପରର!-->…
ଉଡ଼ାଣ ସମୟରେ ରନୱେରେ ବିମାନ ଦୁର୍ଘଟଣାଗ୍ରସ୍ତ : ପାଇଲଟ୍ ଏବଂ କୋ-ପାଇଲଟ୍ ଉଭୟେ ଜୀବନ୍ତ ଦଗ୍ଧ
ଡୋମିନିକାନ୍ ରିପବ୍ଲିକ୍ ର ‘ଲା ରୋମାନା ଆନ୍ତର୍ଜାତୀୟ ବିମାନବନ୍ଦର’ ରେ ବିମାନ ଦୁର୍ଘଟଣା । ଏକ ‘ଗଲ୍ଫଷ୍ଟ୍ରିମ୍ G200’ ପ୍ରାଇଭେଟ୍ ଜେଟ୍ ରନୱେରେ ପିଟି ହେଲା । ଏହାପରେ ବିସ୍ଫୋରଣ ଯୋଗୁଁ ଜଳିପୋଡି ଛାରଖାର ହେଲା । ଏଥିରେ ୨ ପାଇଲଟଙ୍କ ମୃତ୍ୟୁ ହୋଇଛି। ବିମାନଟି ଲା ରୋମାନାରୁ ଆମେରିକାର!-->…
OPSC ପରୀକ୍ଷାରେ କପି କରି ଛାତ୍ର ଗିରଫ, ଅନ୍ତଃବସ୍ତ୍ର ଭିତରୁ ବାହାରିଲା ମୋବାଇଲ୍
ଭୁବନେଶ୍ୱର (ରାଜ୍ୟକାହାଣୀ )କଟକ ସିଡିଏରେ ଏକ ଘରୋଇ କଲେଜରେ ଓସିଏସ୍ ପ୍ରିଲିମ୍ସ ପରୀକ୍ଷା ଚାଲୁଥିବାବେଳେ ଜଣେ ପ୍ରାର୍ଥୀଙ୍କ ଚଞ୍ଚକତା ଧରାପଡ଼ିଛି । ମୋବାଇଲ୍ ଲୁଚାଇ ଆଣିବା ସହିତ ଇଅର୍ଫୋନ୍ ବ୍ୟବହାର କରୁଥିବାବେଳେ ପ୍ରାର୍ଥୀଙ୍କୁ ପରୀକ୍ଷାକେନ୍ଦ୍ରରେ ଧରାଯାଇଛି । ଅନ୍ତଃବସ୍ତ୍ର!-->…
ଆଜି ବିଶ୍ୱ ମହାସାଗର ଦିବସ
ପ୍ରତିବର୍ଷ ଜୁନ୍ ୮ ତାରିଖ କୁ ବିଶ୍ୱବ୍ୟାପୀ ବିଶ୍ୱ ମହାସାଗର ଦିବସ (World Oceans Day) ଭାବେ ପାଳନ କରାଯାଏ । ମହାସାଗର ଆମ ପୃଥିବୀର ପ୍ରାୟ ୭୧ ପ୍ରତିଶତ ଭୂଭାଗକୁ ଆଚ୍ଛାଦିତ କରି ରଖିଥିବା ବେଳେ, ଜୀବଜଗତ ପାଇଁ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।ଅଧିକ ଖାଦ୍ୟ, ଅଧିକ ନିଯୁକ୍ତି!-->…
ଆଜିଠୁ ମାଗଣା ସିଭିଲ ସର୍ଭିସ କୋଚିଂର ଆବେଦନ ପ୍ରକ୍ରିୟା ଆରମ୍ଭ ହେବ
ଭୁବନେଶ୍ୱର (ରାଜ୍ୟକାହାଣୀ )ଆଜିଠୁ ମାଗଣା ଆଇଏଏସ କୋଚିଂ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଉଚ୍ଚଶିକ୍ଷା ବିଭାଗ ଅଧୀନରେ 200 ଜଣ ଆଶାୟୀଙ୍କୁ ମାଗଣାରେ UPSC ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏନେଇ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।୨୦୧୯ ମସିହାରୁ ରାଜ୍ୟ ସରକାରଙ୍କ!-->…
ଭତ୍ତା ନ ଦେଲେ ସରକାରଙ୍କ ସତ୍ତା ରହିବନି : ଓଡ଼ିଶା ସ୍ୱାଭିମାନ ମଞ୍ଚ
ଭୁବନେଶ୍ୱର(ରାଜ୍ୟ କାହାଣୀ): ଅସ୍ମିତାର ଦ୍ୱାହି ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ଏବେ ଳୋକଙ୍କୁ ଶୋଷଣ କରୁଛି। ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିବା ଦଳ କ୍ଷମତାକୁ ଆସିବା ପରେ ଲୋକଙ୍କୁ ପ୍ରତାରଣା କରିଛି। ପ୍ରତିଦିନ ରାଜ୍ୟରେ ଅପରାଧ ବଢ଼ି ଚାଲିଛି। ସରକାରୀ ଗୁଣ୍ଡରାଜ,!-->…
ସୁଭଦ୍ରା ହିତାଧିକାରୀଙ୍କ ପାଇଁ ବଡ ଖବର। ସୁଭଦ୍ରା ହିତାଧିକାରୀଙ୍କ ସ୍କିଲ ମ୍ୟାପିଂ ହେଉଛି
ଭୁବନେଶ୍ୱର (ରାଜ୍ୟକାହାଣୀ )ସୁଭଦ୍ରା ହିତାଧିକାରୀଙ୍କ ସ୍କିଲ ମ୍ୟାପିଂ ହେଉଛି । ଯାହା ପାଖରେ ଦକ୍ଷତା ଥିବ ଏଆଇ ଆଧାରରେ ଅନୁଧ୍ୟାନ କରି ଅନ୍ୟ ବିଭାଗ ସହ ମିଶି ମହିଳାଙ୍କ ଅର୍ଥନୈତିକ ପ୍ରଗତି ପାଇଁ କାମ କରାଯିବ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବ୍ୟବସ୍ଥାରେ ଲକ୍ଷପତି ଦିଦି ଯେମିତି ସୃଷ୍ଟି!-->…
ଭିଜିଲାନ୍ସ ଜାଲରେ TPCODL ଲାଇନମ୍ୟାନ୍, ବିଦ୍ୟୁତ ଖୁଣ୍ଟ ବଦଳାଇବାକୁ ମାଗିଥିଲେ ୨୫ ହଜାର ଟଙ୍କା
ଭୁବନେଶ୍ୱର (ରାଜ୍ୟକାହାଣୀ )ଚାଷୀଙ୍କ ବିଦ୍ୟୁତ ଖୁଣ୍ଟ ବଦଳାଇବାକୁ ନେଉଥିଲେ ଲାଞ୍ଚ । ନରସିଂହପୁର TPCODL ଲାଇନ୍ ମ୍ୟାନ୍ ଲାଞ୍ଚ ନେବା ବେଳେ ଧରାପଡିଲେ । ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିବା ଲାଇନ୍ ମ୍ୟାନ୍ ଜଣଙ୍କ ହେଲେ ଧର୍ମ ନିରଞ୍ଜନ ଚୌଧୁରୀ ।ସୂଚନା ଅନୁଯାୟୀ, ଅଭିଯୋଗକାରୀ ଚାଷୀଙ୍କ!-->…