Browsing Category
ଆଜିର ଖବର
ଦେବାଶିଷ ସାମନ୍ତରାୟଙ୍କ ରାଜ୍ୟସଭା ପ୍ରାର୍ଥୀପତ୍ର କାଏମ୍
ଭୁବନେଶ୍ୱର (ରାଜ୍ୟକାହାଣୀ )ରାଜ୍ୟସଭା ଉପନିର୍ବାଚନକୁ ନେଇ ରାଜନୀତିକ ମାହୋଲ ଗରମ ହୋଇଥିବାବେଳେ ବିଜେପି ନେତା ଦେବାଶିଷ ସାମନ୍ତରାୟଙ୍କ ପ୍ରାର୍ଥୀପତ୍ର କାଏମ୍ ହୋଇଛି ।ସୂଚନାଥାଉକି, ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଭାବେ ଦେବାଶିଷ ସାମନ୍ତରାୟ ଶୁକ୍ରବାର ନାମାଙ୍କନ!-->…
ମୁଖ୍ୟମନ୍ତ୍ରୀ ବଦଳିଥିଲେ ବି କଂଗ୍ରେସରେ ବିଦ୍ରୋହ କମୁନି! ବଢ଼ିଲା ଶିବକୁମାରଙ୍କ ଟେନସନ
କର୍ଣ୍ଣାଟକରେ କଂଗ୍ରେସର ଅବସ୍ଥା ଭଲ ନାହିଁ । ମୁଖ୍ୟମନ୍ତ୍ରୀ ବଦଳିଥିଲେ ବି କନ୍ଦଳ କମୁନି । କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ବରିଷ୍ଠ ମନ୍ତ୍ରୀ ରାମଲିଙ୍ଗ ରେଡ୍ଡିଙ୍କ ବିଦ୍ରୋହକୁ ଦମନ କରିବାରେ ସଫଳ ହୋଇଥିଲେ ମଧ୍ୟ, ଅନ୍ୟ ଦୁଇ ପ୍ରମୁଖ ନେତାଙ୍କ ଅସନ୍ତୋଷ ଏବେ!-->…
୩ ଇଞ୍ଜିନିୟର ସସ୍ପେଣ୍ଡ୍: ଜଳ ସମ୍ପଦ ବିଭାଗର ବଡ଼ କାର୍ଯ୍ୟନୁଷ୍ଠାନ
ଭୁବନେଶ୍ୱର (ରାଜ୍ୟକାହାଣୀ )ଦୁର୍ନୀତି ଅଭିଯୋଗରେ ରାଜ୍ୟ ସରକାର ନେଇଛନ୍ତି ବଡ଼ ଆକ୍ସନ। ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର ।ବରଗଡ଼ ସୁପରିଟେଣ୍ଡେଣ୍ଟ ଇଂଜିନିୟର ମଦନ ମୋଦନ ସେଠୀ, ଭେଡେନ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଂଜିନିୟର ରାଜ କୁମାର ମିଶ୍ର, ବରଗଡ଼!-->…
ଦୃଷ୍ଟିବାଧିତ ସଂଘକୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା ରାଜ୍ୟ ସରକାର
ଭୁବନେଶ୍ୱର (ରାଜ୍ୟକାହାଣୀ )ଲିଜ୍ ଆଧାରରେ ଦିଆଯାଇଥିବା ସରକାରୀ ଜମିକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥିବା ଅଭିଯୋଗ ପରେ ସରକାର ଦୃଷ୍ଟିବାଧିତ ସଂଘକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ସୂଚନା ଅନୁଯାୟୀ, ଦୃଷ୍ଟିବାଧିତ ସଂଘକୁ କିଛି ବର୍ଷ ପୂର୍ବେ ସମାଜସେବା ଏବଂ!-->…
କକ୍ରୋଚ୍ ପାର୍ଟି ପରେ ଏବେ ‘ଇସ୍କ କରୋ ପାର୍ଟି’; ଗଠନ କଲେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି
ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ମାର୍କଣ୍ଡେୟ କାଟଜୁ ଏକ ନୂତନ ଦଳ ଗଠନ କରିବା ନେଇ ଘୋଷଣା କରିଛନ୍ତି । ଏହି ନୂଆ ଦଳର ନାମ ସେ ‘ଇସ୍କ କରୋ ପାର୍ଟି’ ରଖିଛନ୍ତି । କାଟଜୁଙ୍କ ଅନୁସାରେ, ‘ଇସ୍କ କରୋ ପାର୍ଟି’ (IKP) ଭାରତ ସାମ୍ନା କରୁଥିବା ଗମ୍ଭୀର ସମସ୍ୟାର ସମାଧାନ ପାଇଁ!-->…
ଓଡ଼ିଶାରେ ଜୁନ ୧୧ ରୁ ୧୨ ରେ ପ୍ରବଳ ବର୍ଷା ହେବାର ସମ୍ଭାବନା
ଭୁବନେଶ୍ୱର (ରାଜ୍ୟକାହାଣୀ )ଆସନ୍ତା ୨ରୁ ୩ ଦିନରେ ଓଡ଼ିଶାରେ ପହଞ୍ଚିବ ମୌସୁମୀ । ରାଜ୍ୟକୁ ଅଗ୍ରସର ହେବାକୁ ପାଗ ଅନୁକୂଳ ଅଛି । ୧୧ ତାରିଖ ସୁଦ୍ଧା ଓଡ଼ିଶା ସମେତ ଛତିଶଗଡ଼, ପଶ୍ଚିମବଙ୍ଗ ଓ ସିକିମରେ ମୌସୁମୀ ପହଞ୍ଚିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି ) ଆକଳନ କରିଛି । ଭାରତୀୟ!-->…
ଟ୍ରମ୍ପଙ୍କୁ ବଡ଼ ଝଟକା, ୧ ଲକ୍ଷ ଡଲାର ଭିସା ଫିକୁ ରଦ୍ଦ କଲେ କୋର୍ଟ
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା H-1Bଭିସା ଉପରେ ୧ ଲକ୍ଷର ଏକ ଭାରି ଶୁଳ୍କ ଯୋଜନାକୁ ଆମେରିକା କୋର୍ଟ ବାତିଲ କରିଛନ୍ତି । ଆମେରିକା କୋର୍ଟର ଏହି ନିଷ୍ପତ୍ତି କେବଳ ଭାରତୀୟ ଆଇଟି ପ୍ରଫେସନାଲ ଏବଂ ଛାତ୍ରଛାତ୍ରୀଙ୍କୁ ଆଶ୍ବସ୍ତି ପ୍ରଦାନ କରିବ ନାହିଁ ବରଂ ଯେଉଁ କମ୍ପାନୀ!-->…
ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ନୂଆ ଖୁଲାସା, ଚନ୍ଦ୍ରିକାଙ୍କ ଲାପଟପ ଓ ଡାଏରୀ ବଢ଼ାଉଛି ସସପେନ୍ସ
ରାଜ୍ୟ କାହାଣୀ ( ଭୁବନେଶ୍ଵର)ଚର୍ଚ୍ଚାରେ ଥିବା ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ମାମଲାରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଯେଉଁ ଡାଏରୀରେ "DIE DIE DIE" ବୋଲି ଲେଖାଯାଇଥିଲା, ତାହା ଚନ୍ଦ୍ରିକାଙ୍କର 'ନିଖୋଜ ଡାଏରୀ' ନୁହେଁ। ଏହା ଚନ୍ଦ୍ରିକାଙ୍କ ସେହି ଡାଏରୀ ନୁହେଁ ଯେଉଁଥିରେ!-->…
ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ୨୦୨୬ର ଫଳାଫଳ
ଭୁବନେଶ୍ୱର (ରାଜ୍ୟକାହାଣୀ )ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ୨୦୨୬ ରେଜଲ୍ଟ। ସୋମବାର ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି ବୈଷୟିକ ଶିକ୍ଷା ମନ୍ତ୍ରୀ। ଚଳିତ ବର୍ଷ ମୋଟ ୧ ଲକ୍ଷ୍ୟ ୦୩ ହଜାର ୪୩୪ ଜଣ ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ!-->…
ଭିଜିଲାନ୍ସ ଜାଲରେ ଭବାନୀପାଟଣା ଜଳବିଭାଜିକା ଭିବିଜି-ରାମଜି ଆସିଷ୍ଟାଣ୍ଟ
ରାଜ୍ୟ କାହାଣୀ (ଭୁବନେଶ୍ଵର)ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଜଣେ ମହିଳା କର୍ମଚାରୀ। ମହିଳା କର୍ମଚାରୀ ଜଣକ ହେଲେ ଭବାନୀପାଟଣା ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗର ଭିବିଜି-ରାମଜି ଆସିଷ୍ଟାଣ୍ଟ ପ୍ରିୟଙ୍କା ଜେନା । ଫାର୍ମ ପଣ୍ଡ ବା ପୋଖରୀ କାମର ବିଲ୍!-->…