Browsing Category
ଆଜିର ଖବର
ଓଡ଼ିଶାର ଶାନ୍ତିପ୍ରିୟ ପରିବେଶକୁ ନଷ୍ଟ କରିବାକୁ ହୀନ ପ୍ରୟାସ କରୁଛି କଂଗ୍ରେସ: ମନ୍ତ୍ରୀ ରବି ନାଏକ
ରାଜ୍ୟ କାହାଣୀ (ଭୁବନେଶ୍ଵର)କଂଗ୍ରେସ ଯୁବନେତା କହ୍ନେୟା କୁମାରଙ୍କ ସମ୍ବଲପୁରରେ ରଣହୁଙ୍କାର l ସମ୍ବଲପୁରରେ NSUI ପକ୍ଷରୁ ଆୟୋଜିତ ଏକ ଜନ ଆକ୍ରୋଶ ରାଲି ଓ ସମାବେଶରେ ଯୋଗ ଦେବାକୁ ଆସି ନିଟ ପ୍ରଶ୍ନ ପତ୍ର ଲିକ ଘଟଣାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ!-->…
ହର୍ମୁଜ୍ରେ ଇରାନ ନୁହେଁ, ଆମେରିକାର ନିୟନ୍ତ୍ରଣ: ଟ୍ରମ୍ପଙ୍କ ଦାବି
ଆମେରିକା-ଇରାନ ବିବାଦ ଚରମ ସୀମାରେ ପହଞ୍ଚିଛି । ଓମାନ ଉପକୂଳରେ ପାଟ୍ରୋଲିଂ କରୁଥିବା ଆମେରିକା ସେନାର ‘Apache’ ଆଟାକ୍ ହେଲିକପ୍ଟର କ୍ରାଶ୍ ହେବା ପରେ ଉତ୍ତେଜନା ବଢ଼ିଛି। ଇରାନର ଡ୍ରୋନ ଧକ୍କା ଦେବାରୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି, ଯାହା ସିଧାସଳଖ ଆକ୍ରମଣ ବୋଲି ଆମେରିକା!-->…
୧୨ ବର୍ଷରେ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ବିଭାଗ ର ଉପଲବ୍ଧି
ରାଜ୍ୟ କାହାଣୀ (ଭୁବନେଶ୍ଵର)ବିଶ୍ଵର ଏକ ପ୍ରମୁଖ ରପ୍ତାନିକାରୀ ରାଷ୍ଟ୍ର ରୂପେ ଉଭା ହୋଇଛି ଭାରତ। ଦେଶର ମୋଟ ରପ୍ତାନି ୮୬୩ ବିଲିଅନ ଆମେରିକୀୟ ଡଲାର ର ଐତିହାସିକ ସ୍ତରରେ ପହଞ୍ଚିଛି। କହିଛନ୍ତି କେନ୍ଦ୍ର ବାଣିଜ୍ୟ ବିଭାଗ ଅତିରିକ୍ତ ସଚିବ।
ସହରାଞ୍ଚଳର ଦୁର୍ବଳ ବର୍ଗଙ୍କ ସଶକ୍ତିକରଣରେ ‘ସହଯୋଗ’
ଭୁବନେଶ୍ୱର, ଜୁନ୍ ୧୦, ୨୦୨୬: ସହରାଞ୍ଚଳରେ ବାସ କରୁଥିବା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ବଞ୍ଚିତ ବର୍ଗର ଲୋକମାନଙ୍କୁ ବିଭିନ୍ନ ସରକାରୀ କଲ୍ୟାଣକାରୀ ଯୋଜନା ସହ ଯୋଡ଼ିବା ଉଦ୍ଦେଶ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗ, ଟାଟା ଷ୍ଟିଲ୍ ଫାଉଣ୍ଡେସନର ସହଯୋଗରେ ‘ସହଯୋଗ’ କାର୍ଯ୍ୟକ୍ରମ ପରିଚାଳନା!-->…
ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ମିସାଇଲର ସଫଳ ପରୀକ୍ଷଣ
ରାଜ୍ୟ କାହାଣୀ (ଭୁବନେଶ୍ଵର)ବାଲେଶ୍ଵର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଲଞ୍ଚ ପ୍ୟାଡ-୩ରୁ ଏକ ଗୁରୁତ୍ୱପୂର୍ଣ୍ଣ ମିସାଇଲ ପରୀକ୍ଷଣ ହୋଇଛି । ଆଜି ଅପରାହ୍ନ ୩.୫୦ରେ ଉତକ୍ଷେପଣ ହୋଇଛି ମିସାଇଲ । ମିସାଇଲ ପରୀକ୍ଷଣ ପାଇଁ ଲଞ୍ଚ ପ୍ୟାଡ଼ରୁ ୧ରୁ ୩.୫ କିଲୋମିଟର ମଧ୍ୟରେ ଲୋକଙ୍କୁ!-->…
ଦୀର୍ଘ ଦିନର ବିବାଦରେ ପଡିଲା ପୂର୍ଣ୍ଣଚ୍ଛେଦ, ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ
ରାଜ୍ୟ କାହାଣୀ ( ଭୁବନେଶ୍ଵର)ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟିବା ନେଇ ମଙ୍ଗଳବାର ବଡ଼ ଘୋଷଣା କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ‘ଧାମ’ ଶବ୍ଦ ହଟାଯାଇ ଲାଗିଲା ଜଗନ୍ନାଥ ମନ୍ଦିର ସୂଚନା ଫଳକ । ସ୍ଥାନୀୟ ବିଧାୟକ ଚନ୍ଦ୍ର ଶେଖର ମଣ୍ତଳ ଏବଂ ମନ୍ଦିର!-->…
ସୋମବାର ଦିନ ଖୋଲା ରହିବ ‘ନନ୍ଦନକାନନ’
ରାଜ୍ୟ କାହାଣୀ ( ଭୁବନେଶ୍ଵର)ସୋମବାର ଦିନ ଖୋଲା ରହିବ ‘ନନ୍ଦନକାନନ’। ଏଥର ରଜ ପର୍ବ ଉପଲକ୍ଷେ ସୋମବାରରେ ଖୋଲା ରହିବ ‘ନନ୍ଦନକାନନ’ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ।ଅନ୍ୟ ଦିନମାନଙ୍କରେ ସୋମବାର ନନ୍ଦନକାନନ ବନ୍ଦ ରହିଥାଏ। ମାତ୍ର ଏବର୍ଷ ‘ରଜ’ର ୨ୟ ଦିନ ସୋମବାର ପଡୁଥିବାରୁ ଏହି!-->…
ଯୁଦ୍ଧ ଯୋଗୁ ସୁନା-ରୁପା ଦରରେ ବହୁତ ବଡ଼ ହ୍ରାସ
ଆଜି ଅନ୍ତର୍ଜାତୀୟ ଏବଂ ଘରୋଇ ସୁନା ବଜାରରେ ସୁନା ଏବଂ ରୂପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି । ପଶ୍ଚିମ ଏସିଆରେ ଇରାନ ଏବଂ ଆମେରିକା ମଧ୍ୟରେ ପୁନଃ ସାମରିକ ଉତ୍ତେଜନା ଏବଂ ଆମେରିକୀୟ ଡଲାର ସୁଦୃଢ଼ ହେବା ଯୋଗୁଁ ଉଭୟ ମୂଲ୍ୟବାନ ଧାତୁ ୧-୩% ହ୍ରାସ ପାଇଛି ।ଇଣ୍ଡିଆ!-->…
୨ ବର୍ଷରେ ରାଜ୍ୟ ସରକାରଙ୍କ ୧୨ ବିଫଳତା ବଖାଣିଲେ ରଣେନ୍ଦ୍ର
ରାଜ୍ୟ କାହାଣୀ ( ଭୁବନେଶ୍ଵର)୨୪ ମାସରେ ରାଜ୍ୟ ସରକାରଙ୍କ ୧୨ ବିଫଳତା ବଖାଣିଲା ବିଜେଡି।ସରକାରଙ୍କୁ ଘେରିଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।ଭତ୍ତା ପାଉନାହାନ୍ତି ହିତାଧିକାରୀ । ସଂକଳ୍ପ ପତ୍ରରେ କହିଥିଲେ ସମସ୍ତ ହିତାଧିକାରୀଙ୍କୁ ଭତ୍ତା ୩୫୦୦ ଟଙ୍କା ଦିଆଯିବ,!-->…
ଶାଶୁ ଓ ଶ୍ବଶୁରଙ୍କୁ ନିଆଁ ଲଗାଇଦେଲା ଜ୍ୱାଇଁ
ନାଉପଦ ଗାଁରେ ଏକ ଭୟଙ୍କର ପାରିବାରିକ ହିଂସା ଘଟଣା ସାମ୍ନାକୁ ଆସିଛି । ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ପାରିବାରିକ କଳହକୁ କେନ୍ଦ୍ର କରି ଏହି ଘଟଣା ଘଟିଛି । ହଠାତ ଆକ୍ରମଣରେ ଜ୍ୱାଇଁ ଶାଶୁ ଓ!-->…