Browsing Category

ଆଜିର ଖବର

ଦୁର୍ଘଟଣା ଜନିତ ମୃତ୍ୟୁରେ ଗୃହିଣୀଙ୍କୁ ମିଳିବ ମାସିକ ୩୦ ହଜାର ଟଙ୍କା କ୍ଷତିପୂରଣ- ସୁପ୍ରିମକୋର୍ଟ

ଦୁର୍ଘଟଣାରେ ଯେତେବେଳେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୁଏ, ସେତେବେଳେ ତାଙ୍କର ରୋଜଗାର କିମ୍ୱା ଦରମା ହିସାବରେ କ୍ଷତିପୂରଣ ସ୍ଥିର କରାଯାଏ। କିନ୍ତୁ ହୋମ ମେକର୍‌ (ଗୃହିଣୀ) ମହିଳାମାନଙ୍କ ସହ ଜଡ଼ିତ ମାମଲାରେ ଏହି ବିଷୟଟି ଜଟିଳ ହୋଇଯାଏ, କାରଣ ଗୃହିଣୀମାନଙ୍କର କୌଣସି ର୍ନିଦ୍ଦିଷ୍ଟ

ରାଜ୍ୟସଭାକୁ ଦେବାଶିଷ ସାମନ୍ତରାୟ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ

ରାଜ୍ୟ କାହାଣୀ ( ଭୁବନେଶ୍ଵର)ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ଦେବାଶିଷ ସାମନ୍ତରାୟ। ବିଜେପି ପ୍ରାର୍ଥୀ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ଦେବାଶିଷ। କିନ୍ତୁ ସେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିବାରୁ ଏହି ଉପନିର୍ବାଚନ ପାଇଁ ଆଉ ଭୋଟିଂର

ସିଏମଓରୁ ଫାଇଲ ଗାଏବ: ବିଜେପିକୁ ଦାୟୀ କଲା ବିଜେଡି

ରାଜ୍ୟ କାହାଣୀ( ଭୁବନେଶ୍ଵର )ସିଏମଓରୁ ଦୁଇ ଫାଇଲ ହଜିବା ଘଟଣାରେ ପୋଲିସର ତଦନ୍ତ ଆରମ୍ଭ । କ୍ୟାପିଟାଲ ଥାନା ଅଧିକାରୀ ଲୋକସେବା ଭବନରେ ଗୃହ ବିଭାଗର ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡିଙ୍କ ଠାରୁ ତଥ୍ଯ ନେଇଛନ୍ତି । କ୍ୟାପିଟାଲ ଥାନାରେ FIR ପରେ ଖୋଳତାଡ଼ ଆରମ୍ଭ ।ବିଜେପିକୁ ଦାୟୀ କଲା

ସିଏମଓରୁ ୨ଟି ଫାଇଲ ହଜିବା ପ୍ରସଙ୍ଗ,ଏହା ଏକ ଦୁର୍ଭାଗ୍ୟ ଜନକ ଘଟଣା କହିଲେ ଜଷ୍ଟିସ ଏଏସ୍ ନାଇଡୁ 

ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ଘଟଣା ନାଇଡୁ କମିସନ୍‌ ରିପୋର୍ଟ ହଜିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଜଷ୍ଟିସ ଏ.ଏସ୍‌ ନାଇଡୁ। ଏହା ଏକ ଦୁର୍ଭାଗ୍ୟ ଜନକ ଘଟଣା ବୋଲି କହିଛନ୍ତି। ଦେଢ଼ ହଜାର ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ ହୋଇ ସରକାରଙ୍କୁ ଦିଆ ଯାଇଥିଲା। ଏହା ଚୋରି ହେବା ସହଜ କଥା ନୁହେଁ।

ଏବେ ୨୪ ଘଣ୍ଟା ପରେ ମଧ୍ୟ ଡିଲିଟ ହେବନି ହ୍ୱାଟ୍ସଆପ ଷ୍ଟାଟସ୍, ଆସୁଛି ନୂଆ ଫିଚର?

ହ୍ୱାଟ୍ସଆପରେ ପୋଷ୍ଟ କରୁଥିବା ଏବଂ ଷ୍ଟାଟସ୍ ଦେଖୁଥିବା ଲୋକଙ୍କ ପାଇଁ ଖୁସି ଖବର। ଏବେ 24 ଘଣ୍ଟା ପରେ ଷ୍ଟାଟସ୍ ଅଦୃଶ୍ୟ ହୋଇଯିବ, କିନ୍ତୁ ସେଗୁଡ଼ିକୁ ଡିଲିଟ୍ ହେବ ନାହିଁ। ହ୍ୱାଟ୍ସଆପରେ ଅଭିଲେଖାଗାରକୁ ଯାଇ, ଆପଣ ପୁରୁଣା ଷ୍ଟାଟସ୍ ଦେଖିପାରିବେ ଏବଂ ଯେକୌଣସିକୁ ପୁରୁଣା ପୋଷ୍ଟକୁ

ସୌମ୍ୟ ମୃତ୍ୟୁ ମାମଲାରେ ଆସିଲା ପୋଷ୍ଟମର୍ଟମ; ମୁଣ୍ଡ ଗଭୀର ଆଘାତ

ଭୁବନେଶ୍ୱର (ରାଜ୍ୟକାହାଣୀ )ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ମୃତ୍ୟୁ ଘଟଣାରେ ବଡ ରହସ୍ୟ ସାମ୍ନାକୁ ଆସିଛି। ସୌମ୍ୟଙ୍କ ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ଶରୀରର ୨୧ଟି ଜାଗାରେ ଲାଗିଥିଲା ଗଭୀର ଆଘାତ । ମୁଣ୍ଡର ଆଗ, ପଛ ଓ ମଝିରେ ଶକ୍ତ ଆଘାତ ଯୋଗୁଁ ରକ୍ତ ଜମାଟ

ଯୁବକଙ୍କୁ ଥାର୍ଡ ଡିଗ୍ରୀ କରିବା ଘଟଣାରେ ଆକ୍ସନ୍‌, ୨ ଅବକାରୀ ଅଧିକାରୀ ନିଲମ୍ବିତ

କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳର ଯୁବକ ବିନୋଦ କୁମାର ଦାସଙ୍କୁ ଅବକାରୀ ବିଭାଗ ପକ୍ଷରୁ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଘଟଣାରେ SI ଓ ASIଙ୍କୁ ସସ୍‌ପେଣ୍ଡ କଲେ ଅବକାରୀ କମିଶନର।ଅବକାରୀ SI ଛାୟାକାନ୍ତ ନାୟକ ଓ ASI ପ୍ରଦୀପ ମଲ୍ଲିକ ସସ୍‌ପେଣ୍ଡ ହୋଇଛନ୍ତି। ପୂର୍ବରୁ ଛାୟାକାନ୍ତଙ୍କୁ

ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ପାଣିରେ ବୁଡ଼ି ଅଣନିଶ୍ବାସୀ ହୋଇ ଚନ୍ଦ୍ରିକାଙ୍କ ମୃତ୍ୟୁ

ଭୁବନେଶ୍ୱର (ରାଜ୍ୟକାହାଣୀ )ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି | ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁର ଆସିଲା ପୋଷ୍ଟମର୍ଟମ ରିପୋର୍ଟ। ପାଣିରେ ବୁଡ଼ି ଅଣନିଶ୍ବାସୀ ହେବାରୁ ଚନ୍ଦ୍ରିକାଙ୍କ ମୃତ୍ୟୁ ହୋଇଥିବା

ଶ୍ରୀମନ୍ଦିର ସହ ସମ୍ପର୍କିତ ଦୁଇ ଶବ୍ଦ ଓ ଗୋଟିଏ ଲୋଗୋକୁ ମିଳିଲା ପାଟେଣ୍ଟ

ଭୁବନେଶ୍ୱର (ରାଜ୍ୟକାହାଣୀ )ଶ୍ରୀମନ୍ଦିର ସମ୍ପର୍କିତ ଦୁଇଟି ଶବ୍ଦ ଓ ଗୋଟିଏ ଲୋଗୋ ପାଟେଣ୍ଟ ଅନ୍ତର୍ଭୁକ୍ତ । ଆନନ୍ଦ ବଜାର, ଶ୍ରୀପତିତପାବନ ଦୁଇ ଶବ୍ଦାବଳୀ ଓ ଶ୍ରୀଜଗନ୍ନାଥ ଟେମ୍ପୁଲ ଆଡମିନିଷ୍ଟ୍ରେସନ୍‌ ବା ଏସ୍‌ଜେଟିଏ ଲୋଗୋକୁ ମିଳିଛି ଆଇପି ଇଣ୍ଡିଆର ଅନୁମୋଦନ । ଖୁବ୍‌ଶୀଘ୍ର ଆଉ ୨୬ଟି

ଭୁବନେଶ୍ବର ରେଳ ଷ୍ଟେସନରେ ବର୍ତ୍ତିଗଲା ବଡ଼ ଅଘଟଣ, ଗୋଟିଏ ଟ୍ରାକରେ ଦୁଇ ଟ୍ରେନ ମୁହାଁମୁହିଁ

ଭୁବନେଶ୍ୱର (ରାଜ୍ୟକାହାଣୀ )ପୁଣି ରେଳ ବିଭାଗର ବଡ଼ ତ୍ରୁଟି ଅଭିଯୋଗ । ଭୁବନେଶ୍ବରରେ ଦୁଇ ଟ୍ରେନ୍ ମଧ୍ୟରେ ଧକ୍କା । ଝାରପଡ଼ା ବ୍ରିଜ୍ ନିକଟରେ ଟ୍ରେନ୍ ମଧ୍ୟରେ ଧକ୍କା । ଟ୍ରାକରେ ଗୋଟିଏ ଟ୍ରେନ ଠିଆ ହୋଇଥିବାବେଳେ ସାମ୍ନାପଟୁ ଆସିଲା ଆଉ ଏକ ଟ୍ରେନ । ବେଗ କମ୍ ଥିବାରୁ ଟଳିଗଲା ବଡ଼