Browsing Category
ଆଜିର ଖବର
ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ, ଇରାନ ଉପରେ ଆକ୍ରମଣ କରିବନି କହିଲା ଆମେରିକା
ଟ୍ରମ୍ପଙ୍କ ବଡ଼ ଘୋଷଣା । ଇରାନ ଯୁଦ୍ଧର ହେବ ଅନ୍ତ। ଚଳିତ ସପ୍ତାହରେ ୟୁରୋପରେ ସ୍ବାକ୍ଷରିତ ହେବ ‘ଐତିହାସିକ ଚୁକ୍ତି’ । ଇରାନ ସହ ଚାଲିଥିବା ସଂଘର୍ଷର ଅବସାନ ପାଇଁ ଆମେରିକା ବଡ଼ ସଫଳତା ହାସଲ କରିଛି । ଇରାନର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା ପରେ ରାଷ୍ଟ୍ରପତି ଟ୍ରମ୍ପ ଇରାନ ଉପରେ ସାମରିକ!-->…
ଭୟଙ୍କର ଅହମ୍ମଦାବାଦ ବିମାନ ଦୁର୍ଘଟଣା ! ପ୍ଲେନ୍ କ୍ରାସ୍କୁ ବର୍ଷେ…
୧୨ ଜୁନ୍ ୨୦୨୫ । ଆଜକୁ ବର୍ଷେ ତଳେ ପୁରା ଭାରତର ଛାତି ଥରି ଉଠିଥିଲା । ମନରେ କୋହ ଭରି ଯାଇଥିଲା । କାରଣ ଉଡାଣ ଭରୁ ଭରୁ ଦୁର୍ଘଟଣାର ଶିକାର ହୋଇଥିଲା ଏୟାର ଇଣ୍ଡିଆର ଏଆଇ-୧୭୧ ବିମାନ । ଉଡ଼ାଣ ଭରିବାର ୩୨ ସେକେଣ୍ଡରେ ହିଁ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ଶୁଣାଯାଏ, ଗୋଟିଏ ଛାତିଥରା ଭଏସ୍ । ମେ!-->…
ଆସିଗଲା ଏଲ୍-ନିନୋ : ମରୁଡ଼ି, ବନ୍ୟା ,ଭୟଙ୍କର ମହାବିନାଶ!
ଚଳିତ ବର୍ଷ ଓ ଆସନ୍ତା ବର୍ଷର ପାଣିପାଗ ସ୍ଥିତି ପ୍ରାଣଘାତକ ହେବ । ମୌସୁମୀ ବର୍ଷ କମିବ । ଶୀତ ଦିନେ ଶୀତ ଗାଏବ୍ ହୋଇଯିବ । ଆସନ୍ତା ଗ୍ରୀଷ୍ମ ଋତୁ ଜନଜୀବନ ପାଇଁ ବେଶ୍ ଭୟଙ୍କର ପ୍ରାମାଣିତ ହେବ । କାରଣ ପ୍ରଶାନ୍ତ ମହାସାଗରରେ ସକ୍ରିୟ ହୋଇଛି ଜଳବାୟୁ ପ୍ରକ୍ରିୟା ‘ଏଲନିନୋ’ । ଏହା!-->…
ମୋହନ ସରକାରକୁ ପୂରିଲା ୨ ବର୍ଷ: ରିପୋର୍ଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ରାଜ୍ୟକାହାଣୀ )ଆଜି ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବରେ ଓଡିଶାବାସୀଙ୍କୁ ନିଜର ଉପଲବ୍ଧି ବଖାଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ବିଜେପି ସରକାର ଗଠନକୁ ଶୁକ୍ରବାର ଦୁଇ ବର୍ଷ ପୂରଣ ହୋଇଛି। ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ!-->…
ଆମ୍ ଆଦମୀ ପାର୍ଟି ଭୁବନେଶ୍ୱର ସଂଗଠନ ତରଫରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
ଭୁବନେଶ୍ବର(ରାଜ୍ୟକାହାଣୀ) ନିଟ୍ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ଏବଂ ସିବିଏସଇ ପରୀକ୍ଷା ପରିଚାଳନାରେ ବ୍ୟାପକ ଦୁର୍ନୀତି ପ୍ରତିବାଦରେ ଆଜି ମାଷ୍ଟରକ୍ୟାଣ୍ଟିନ୍ ଛକ ଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରି ଆମ୍ ଆଦମୀ ପାର୍ଟି ଭୁବନେଶ୍ୱର ଜିଲ୍ଲା!-->…
ଶ୍ରୀଲଙ୍କା ସିରିଜ ଲାଗି ଟିମ୍ ଇଣ୍ଡିଆର ଘୋଷଣା, ରାହୁଲ ଦ୍ରାବିଡ଼ଙ୍କ ପୁଅଙ୍କୁ ମିଳିଲା ସ୍ଥାନ
ଭାରତୀୟ କ୍ରିକେଟ କଣ୍ଟେ୍ରାଲ ବୋର୍ଡ଼ର ଜୁନିୟର କ୍ରିକେଟ କମିଟି ଗୁରୁବାର ଶ୍ରୀଲଙ୍କା ବିପକ୍ଷ ହେବାକୁ ଥିବା ଦିନିକିଆ ଏବଂ ମଲ୍ଟି ଡେ ମ୍ୟାଚ୍ ଲାଗି ଭାରତର ଅଣ୍ଡର-୧୯ଟିମର ଘୋଷଣା କରାଯାଇଛି । ଉଭୟ ସିରିଜ ଲାଗି ଭିନ୍ନ ଭିନ୍ନ ୧୫ଜଣିଆ ସଦସ୍ୟ ଟିମ୍ ଜାରି କରାଯାଇଛି । ପ୍ରଥମ ୩ ମ୍ୟାଚ!-->…
ପରିତ୍ୟକ୍ତ କୂଅରୁ ୪ ଦିନ ପରେ ଜୀବନ୍ତ ଉଦ୍ଧାର ହେଲେ ବ୍ୟକ୍ତି
ଭୁବନେଶ୍ୱର (ରାଜ୍ୟକାହାଣୀ )ନିଛାଟିଆ କୂଅରୁ ଜଣେ ଜୀବନ୍ତ ବ୍ୟକ୍ତି ଉଦ୍ଧାର । ୪ ଦିନ ପରେ କୂଅ ଭିତରୁ ଜୀବନ୍ତ ବ୍ୟକ୍ତି ଉଦ୍ଧାର ହୋଇଛନ୍ତି । ବିଜେପୁର ସମଲାଇପଦର ନର୍ସରୀରେ ଥିବା ନିଛାଟିଆ କୂଅରୁ ଉଦ୍ଧାର ହୋଇଛନ୍ତି । ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ କହିବା ଅନୁସାରେ, ଗତ ରବିବାର ପ୍ରଭାତ!-->…
ଓଡ଼ିଶାର ସହର ପରିବର୍ତ୍ତନ ମଡେଲ୍ ଅଧ୍ୟୟନ କଲା ରାଜସ୍ଥାନର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ
ଭୁବନେଶ୍ୱର,( ରାଜ୍ୟ କାହାଣୀ)ଏସୀୟ ଉନ୍ନୟନ ବ୍ୟାଙ୍କ (ଏଡିବି) ସହଯୋଗରେ ଆୟୋଜିତ ଏକ ଅନୁଭୂତି ବିନିମୟ (Exposure Visit) କାର୍ଯ୍ୟକ୍ରମ ଅନ୍ତର୍ଗତ ରାଜସ୍ଥାନ ଅର୍ବାନ ଡ୍ରିଙ୍କିଂ ୱାଟର, ସିୱରେଜ୍ ଆଣ୍ଡ ଇନଫ୍ରାଷ୍ଟ୍ରକ୍ଚର କର୍ପୋରେସନ୍ ଲିମିଟେଡ୍ (RUIDP), ଜୟପୁରର ଏକ ୯-ସଦସ୍ୟ ବିଶିଷ୍ଟ!-->…
ଫାଇଲ୍ ଗାଏବ ଘଟଣା, ତଥ୍ୟ ରଖିଲେ ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର (ରାଜ୍ୟକାହାଣୀ )CMOରୁ ଫାଇଲ୍ ଗାଏବ ଘଟଣାରେ ଗୁରୁତର ଅଭିଯୋଗ ଆଣିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାରେ ନାଇଡୁ କମିଶନଙ୍କ ରିପୋର୍ଟ ଓ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ରିପୋର୍ଟର ତଥ୍ୟ ରଖିଛନ୍ତି ରାଜସ୍ୱ ମନ୍ତ୍ରୀ । ଉଭୟ!-->…
ସୁନା ଦର କମିଲାବେଳେ ସ୍ଥିର ରହିଛି ରୁପା ଦାମ୍
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୪୫,୬୪୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୩,୫୦୦ ଟଙ୍କା ଛୁଇଁଛି ।୧୮ କ୍ୟାରେଟ ୧୦ ଗ୍ରାମ୍ ସୁନା ଦାମ୍ ୧,୦୯,୨୩୦ ଟଙ୍କା ରହିଛି। ଏଥିରେ ୧,୬୦୦ ଟଙ୍କା ହ୍ରାସ ହୋଇଛି।କିଛି ଦିନ ପରେ ଲଗାତାର ୨ୟ ଦିନ ପାଇଁ ସୁନା ଦାମ୍ କମ୍!-->…