Browsing Category
ଆଜିର ଖବର
ସଫେଇ କର୍ମଚାରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ କନଷ୍ଟେବଳ ଗିରଫ
ଭୁବନେଶ୍ୱର (ରାଜ୍ୟକାହାଣୀ )ଖାକିରେ ଲାଗିଛି କଳଙ୍କ । ଜଣେ ପୁଲିସ କନ୍ଷ୍ଟେବଲ୍ଙ୍କ ନାଁରେ ଆସିଛି ଦୁଷ୍କର୍ମ ଅଭିଯୋଗ । ଜଣେ ମହିଳା ସଫେଇ କର୍ମଚାରୀଙ୍କୁ କନ୍ଷ୍ଟେବଲ୍ ଜଣକ ଦୁଷ୍କର୍ମ ଉଦ୍ୟମ କରିଛନ୍ତି । ଏଭଳି ଲଜ୍ଜା ଜନକ ଘଟଣା ଘଟିଛି କଟକ ବକ୍ସିବଜାର ପୋଲିସ ଲାଇନ୍ ଭିତରେ । ଏନେଇ!-->…
ନିଟ୍ (ୟୁଜି) ପରୀକ୍ଷା ସମୟ ଅବଧି ବୃଦ୍ଧି; ପରୀକ୍ଷାର୍ଥୀଙ୍କୁ ମିଳିବ ଅତିରିକ୍ତ ୧୫ ମିନିଟ୍
ନିଟ୍-ୟୁଜି ପରୀକ୍ଷାର୍ଥୀମାନଙ୍କ ପାଇଁ ଖୁସିର ଖବର। ଶୁକ୍ରବାର ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି। ଏ ନେଇ ବଡ ଘୋଷଣା କରିଛି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ (ଏନଟିଏ)।ନିଟ୍ ପରୀକ୍ଷାର୍ଥୀଙ୍କୁ ମିଳିବ ଅତିରିକ୍ତ ୧୫ ମିନିଟ୍ ସମୟ । ପିଲାଙ୍କୁ ୧୮୦ ମିନିଟ୍ ବଦଳରେ ୧୯୫ ମିନିଟ୍ ମିଳିବ!-->…
ସରକାରୀ କାର୍ଯ୍ୟାଳୟରେ ସହାୟତା ରାଶି ପାଇଁ ଅର୍ଥ ଦାବି, ଡିଡବ୍ଲୁଓର କିରାଣି ଟଙ୍କା ନେଉଥିବା ଭିଡିଓ ଭାଇରାଲ
ଭୁବନେଶ୍ୱର (ରାଜ୍ୟକାହାଣୀ )ସମ୍ବଲପୁର ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟରେ ଲାଞ୍ଚ କାରବାର। ଯୁବକଙ୍କୁ ଜାତିଆଣ ଆକ୍ଷେପ ମାମଲାରେ ମିଳୁଥିବା ସହାୟତା ରାଶିରୁ ଅର୍ଥ(ଲାଞ୍ଚ) ଦାବି କରୁଥିଲେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର କିରାଣୀ । ୭୫ ହଜାର ଟଙ୍କାର ସହାୟତା ପାଇଁ ୨୦ ହଜାର ଟଙ୍କା ।!-->…
ଭତ୍ତାଧାରୀଙ୍କ ପାଇଁ ଏକ ଖୁସି ଖବର! ଏକାଥରକେ ମିଳିବ ୩ ମାସର ଭତ୍ତା
ଭୁବନେଶ୍ୱର (ରାଜ୍ୟକାହାଣୀ )ରାଜ୍ୟର ଲକ୍ଷ ଲକ୍ଷ ଭତ୍ତାଧାରୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । ସାଧାରଣତଃ ପ୍ରତିମାସରେ ଭତ୍ତା ପ୍ରଦାନ କରାଯାଉଥିବା ବେଳେ, କେତେକ ବୈଷୟିକ ତ୍ରୁଟି ଏବଂ ବଜେଟ୍ ବ୍ୟବସ୍ଥା ଯୋଗୁଁ ଗତ କିଛି ମାସର ଭତ୍ତା ବାକି ରହିଥିଲା । ଏହାକୁ ଦୃଷ୍ଟିରେ ରଖି!-->…
ସରକାରଙ୍କ ବଡ଼ ନିଷ୍ପତ୍ତି: ଏହି ଗ୍ରାହକଙ୍କୁ ମିଳିବନି ପେଟ୍ରୋଲ-ଡିଜେଲ
ଦେଶରେ ଇନ୍ଧନ ବିକ୍ରୟ ଏବଂ ବଣ୍ଟନ ସମ୍ପର୍କରେ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ଏକ ନୂତନ ବିଜ୍ଞପ୍ତି ଅନୁଯାୟୀ, ଖୁଚୁରା ଦୋକାନରେ ମୋଟର ସ୍ପିରିଟ୍ ଏବଂ ହାଇ-ସ୍ପିଡ୍ ଡିଜେଲ (HSD) ବିକ୍ରୟ ଉପରେ ନୂତନ କଟକଣା ଲାଗୁ କରାଯାଇଛି । କୌଣସି ଯାନ!-->…
ରାଜ୍ୟରେ ପ୍ରବେଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ
ଭୁବନେଶ୍ୱର (ରାଜ୍ୟକାହାଣୀ )ଓଡ଼ିଶା ଛୁଇଁଲା ମୌସୁମୀ। ରାଜ୍ୟରେ ପ୍ରବେଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ରଜ ପୂର୍ବରୁ ଓଡ଼ିଶାକୁ ମୌସୁମୀ ଆଗମନ ହୋଇଛି। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଗୁରୁବାର ଦିନର ସୂଚନାଥିଲା କି ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗମନ!-->…
ଋଷିଆନ୍ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ୍-2026 ବିଜେତା ହୋଇଛନ୍ତି ସୁଦର୍ଶନ ପଟ୍ଟନାୟକ
ଭୁବନେଶ୍ୱର (ରାଜ୍ୟକାହାଣୀ )ପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଇତିହାସ ରଚିଛନ୍ତି। ସେ ରୁଷିଆନ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ-୨୦୨୬ ବିଜେତା ହୋଇଛନ୍ତି। ପ୍ରଥମ ଭାରତୀୟ ବାଲୁକା ଶିଳ୍ପୀ ଭାବେ ଏହି ଉପଲବ୍ଧି ହାସଲ କରିଛନ୍ତି। ବାଲୁକା କଳା କ୍ଷେତ୍ରରେ ଅତୁଳନୀୟ!-->…
ଲୋକପ୍ରିୟ ସୁଟର ଜସପାଲ ରାଣାଙ୍କ ଦେହାନ୍ତ
ପ୍ରସିଦ୍ଧ ଶୁଟର ତଥା ଭାରତୀୟ ଅଲିମ୍ପିକ ଷ୍ଟାର ମନୁ ଭାକରଙ୍କ କୋଚ ଜସପାଲ ରାଣାଙ୍କ ଦେହାନ୍ତ ହୋଇଛି। ମ୍ୟୁନିଚ୍ରେ ଅନୁଷ୍ଠିତ ଶୁଟିଂ ବିଶ୍ୱକପ ପରେ ଭାରତ ଫେରିବା ସମୟରେ ସେ ଅସୁସ୍ଥ ହୋଇପଡ଼ିଥିଲେ।ଶୁକ୍ରବାର ଦିଲ୍ଲୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ନିଧନ ହୋଇଛି । ମୃତ୍ୟୁ!-->…
ଆଖି ବୁଜିଲେ କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆ : ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
ଜୀବନ ଯୁଦ୍ଧରେ ହାରିଗଲେ ଏମଭି କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆ । ଦୀର୍ଘ ୧ ସପ୍ତାହ ଧରି ଜୀବନ ମରଣ ସହ ସଂଗ୍ରାମ କରିବା ପରେ ଶେଷରେ ଆଖି ବୁଜିଛନ୍ତି ଆଶୁତୋଷ । ତାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିଲା । ଚିକିତ୍ସା ପାଇଁ ବ୍ରହ୍ମପୁରରୁ ଭୁବନେଶ୍ବର ଏମସକୁ ସ୍ଥାନାନ୍ତର କରାଯାଇଥିଲା ।!-->…
ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଅଭିଯୁକ୍ତ ହାଜର ନ ହେଲେ ସିଧାସଳଖ ଏନ୍ବିଡବ୍ଲୁଏ ମନା
ଭୁବନେଶ୍ୱର (ରାଜ୍ୟକାହାଣୀ )ଜଣେ ଅଭିଯୁକ୍ତ ଯଦି ଅଦାଲତଙ୍କ ବାରମ୍ବାର ନୋଟିସ୍ ସତ୍ତେ୍ୱ ହାଜର ହେଉନାହାନ୍ତି ତାହେଲେ ତାଙ୍କୁ ନୋଟିସ୍ କରାଯାଇ ପାରିବ କିମ୍ବା ତାଙ୍କ ବିରୋଧରେ ଜାମିନ ଯୁକ୍ତ ପରୱାନା ଜାରି କରାଯାଇ ପାରିବ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ମତ ଦେଇଛନ୍ତି । ଏହି!-->…