Browsing Category

ଆଜିର ଖବର

DRDOକୁ ଏକ ବଡ଼ ସଫଳତା : ମଲ୍ଟି-ଲେୟାର୍ ବାଲିଷ୍ଟିକ ମିସାଇଲ୍ ଡିଫେନ୍ସ (BMD) କ୍ଷମତାର ସଫଳ ପରୀକ୍ଷଣ

ଦେଶର ସୁରକ୍ଷା କ୍ଷେତ୍ରରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)କୁ ଏକ ବଡ଼ ସଫଳତା ମିଳିଛି। ନିକଟରେ ଡିଆରଡିଓ ଏକ ମିସାଇଲ ପରୀକ୍ଷଣ କରିଛି । ଯାହା ଶତ୍ରୁର ବାଲିଷ୍ଟିକ୍ ମିସାଇଲକୁ ଟାର୍ଗେଟ୍ କରିପାରିବ । ଏପରିକି ଯୁଦ୍ଧ ଜାହାଜକୁ ଧ୍ୱଂସ କରିପାରିବ । ଏହି ମିଡିୟମ ରେଞ୍ଜର

ଆସାମର ଜୋରହାଟରେ ଭାରତୀୟ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ

ଆସାମରେ ଜୋରହାଟ ଠାରେ ଏକ ବାୟୁସେନା ବିମାନ ଏଏନ-୩୨ ଦୁର୍ଘଟଣାଗ୍ରସ୍ତ ହୋଇଛି।ବାୟୁସେନା ଘାଟିରେ ଅବତରଣ କରିବା ସମୟରେ ଏକ ଏଏନ-୩୨ ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଦୁଇ ଖଣ୍ଡ ହୋଇଯାଇଛି। ଯାହା ଫଳରେ ଘଟଣାସ୍ଥଳରୁ ନିଆଁ ଏବଂ ଘନଧୂଆଁର କୁଣ୍ଡଳି ଉଠିବାରେ ଲାଗିଥିବା

ପୋଲିସ DG ପଦବୀ ପାଇଁ ୩୩ ବରିଷ୍ଠ IPS ମନୋନୀତ

ଭୁବନେଶ୍ୱର (ରାଜ୍ୟକାହାଣୀ )ଶୀର୍ଷ କେନ୍ଦ୍ରୀୟ ପଦବୀ ପାଇଁ ଓଡ଼ିଶା କ୍ୟାଡରର ଦୁଇ ଆଇପିଏସ୍ ଅଧିକାରୀ ଚୟନ । କେନ୍ଦ୍ର ସରକାରଙ୍କ ଉଚ୍ଚସ୍ତରୀୟ ନିଯୁକ୍ତି କମିଟି ‘ଆପଏଣ୍ଟମେଣ୍ଟସ୍ କମିଟି ଅଫ୍ ଦ କ୍ୟାବିନେଟ(ଏସିସି) ଦେଶର ୩୩ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଡାଇରେକ୍ଟର ଜେନେରାଲ୍

ବାରଣାସୀ କୋର୍ଟରେ ହାଇଡ୍ରାମା; ଜଜ୍‌ଙ୍କ ଚୌକିରେ ବସି ମହିଳାଙ୍କ ହଙ୍ଗାମା

ଉତ୍ତରପ୍ରଦେଶର ବାରାଣସୀରେ ଶୁକ୍ରବାର ସକାଳ ପ୍ରାୟ ୯ଟାରେ ଜଣେ ମହିଳା ଜିଲ୍ଲା ଜଜ୍‌ ସିଟ୍ ରେ ବସି ହଙ୍ଗାମା କରିଥିଲେ । ସିଟ୍‌ରେ ବସିବା କ୍ଷଣି ସେ ହାମର୍ ପିଟି ଅର୍ଡର-ଅର୍ଡର ଚିଲ୍ଲାଇଥିଲେ । ଓକିଲଙ୍କୁ କହିଥିଲେ, ‘ଆଜି ମୁଁ ଜଜ୍ । ସାକ୍ଷ୍ୟ, ପ୍ରମାଣ ଦାଖଲ କର । ଆଜି ସବୁ ମାମଲା ମୁଁ

ଆମେରିକା ଆକ୍ରମଣରେ ତିନି ଜଣ ଭାରତୀୟଙ୍କ ମୃତ୍ୟୁ ଘଟଣା : ରୁବିଓଙ୍କୁ ଫୋନ୍ କରି ଜୟଶଙ୍କର କହିଲେ ଏହା ଠିକ୍ ନୁହେଁ

ଓମାନ ଉପକୂଳରେ ହୋଇଥିବା ଆକ୍ରମଣରେ ତିନି ଜଣ ଭାରତୀୟଙ୍କ ମୃତ୍ୟୁ ପରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କୁ ଫୋନ୍ କରିଛନ୍ତି। ଜୟଶଙ୍କର ଏହି ଫୋନ୍ କଲ୍‌ରେ କଡ଼ା ପ୍ରତିବାଦ ପ୍ରକାଶ କରିଛନ୍ତି। ଏଭଳି ଘଟଣା ଆଦୌ ଉଚିତ ନୁହେଁ, ବାଣିଜ୍ୟିକ

ଓଡ଼ିଶା କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୬୪ ସ୍ଥାନର ଇଂରାଜୀ ବନାନ ସଂଶୋଧନ ହେବ

ଭୁବନେଶ୍ଵର (ରାଜ୍ୟ କାହାଣୀ) ଓଡ଼ିଶାର ବିଭିନ୍ନ ଜାଗା ନାମର ଇଂରାଜୀ ବନାନ ବଦଳିବ। ଏଥିପାଇଁ ଗତ କିଛି ଦିନ ଧରି ପ୍ରଶାସନିକ ପ୍ରକ୍ରିୟା ଚାଲିଥିଲା। ସରକାରଙ୍କ ଦ୍ବାରା ଗଠିତ ଏକ ଉଚ୍ଚସ୍ତରୀୟ କମିଟି ୨୬ଟି ଜିଲ୍ଲାର ୬୪ଟି ସ୍ଥାନ ନାମର ଇଂରାଜୀ ବନାନ ସଂଶୋଧନ ପାଇଁ ସୁପାରିସ କରିଥିଲା। ଗତ

ଓଜେସି ଗଣମାଧ୍ୟମ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ବର, ( ରାଜ୍ୟ କାହାଣୀ)ଓଡିଶା ଜନତା କଂଗ୍ରେସ ଗଣମାଧ୍ୟମ ବିଭାଗର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି  ପାର୍ଟିର ଭୁବନେଶ୍ବର ସ୍ଥିତ ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ପ୍ରଶାନ୍ତ ଶତପଥିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଦଳର ସଭାପତି

ମହିଳା ସରପଞ୍ଚଙ୍କ ପ୍ରତି ଘଟିଥିବା ଅମାନବୀୟ ନିର୍ଯ୍ୟାତନାର ନ୍ୟାୟିକ ଯାଞ୍ଚ ଦାବୀ କଲା ଆମ୍ ଆଦ୍‌ମୀ ପାର୍ଟି

ଭୁବନେଶ୍ଵର (ରାଜ୍ୟ କାହାଣୀ) ଗତ ଜୁନ୍ ୧୧ତାରିଖ ଦିନ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିଖିରୀ ପଞ୍ଚାୟତର ସରପଞ୍ଚ କୁମାରୀ ଚାମେଲି ଓଝା ପଞ୍ଚାୟତର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରିବା ନିମନ୍ତେ ବିଡ଼ିଓଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ଏବଂ

ଏକାମ୍ର କାନନ ରାସ୍ତା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ଵର (ରାଜ୍ୟ କାହାଣୀ) ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ଭେଟି । ରାଜଧାନୀ ଭୁବନେଶ୍ୱରରେ ନୂଆ ରାସ୍ତାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବହୁ ପ୍ରତୀକ୍ଷତ ଏକାମ୍ର କାନନ ରାସ୍ତା ଉଦଘାଟିତ କରାଯାଇଛି । ବିଶେଷ କରି ସାଲିଆସାହି ଠାରୁ ହାତୀଆଶୁଣି

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ମିଳିବ ଅତିରିକ୍ତ ୫ କେଜି ଚାଉଳ

ଭୁବନେଶ୍ୱର (ରାଜ୍ୟକାହାଣୀ )ଓଡିଶାରେ ବିଜେପି ସରକାରକୁ ଆଜି ଦୁଇ ବର୍ଷ ପୂରିଛି । ଏହି ଅବସରରେ ଆରମ୍ଭ ହୋଇଛି ଏକ ନୂତନ ଯୋଜନା 'ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା' । ଚଳିତ ଆର୍ଥିକ ବର୍ଷରୁ ରାଜ୍ୟ ସରକାର ଏହି ଯୋଜନା ଆରମ୍ଭ କରୁଥିବା ବେଳେ ଗତ ଏପ୍ରିଲ ୫ରେ ଅନୁଷ୍ଠିତ କ୍ୟାବିନେଟ