Browsing Category
ଆଜିର ଖବର
ଆଜି ରଜ ସଂକ୍ରାନ୍ତି, ଦୋଳି ଖେଳିରେ ମାତିଛନ୍ତି କୁଆଁରୀ
ଭୁବନେଶ୍ୱର (ରାଜ୍ୟକାହାଣୀ )ରଜ ଦୋଳିରେ ଝୁମୁଛି ଓଡ଼ିଶା! । ଗତକାଲି ‘ପହିଲି ରଜ’ର ଉତ୍ସାହ ପରେ ଆଜି ‘ରଜ ସଂକ୍ରାନ୍ତି’ ରେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ନାରୀତ୍ୱ, ସୃଜନଶୀଳତା ଏବଂ ଆଗାମୀ ବର୍ଷାର ଆଗମନକୁ ସ୍ୱାଗତ କରି ମା’ ବସୁନ୍ଧରାଙ୍କୁ ବିଶ୍ରାମ ଦେବାର ଏହି ଅନନ୍ୟ ପରମ୍ପରା!-->…
୧୪ ସର୍ତ୍ତରେ ଆମେରିକା ସହ ଚୁକ୍ତିନାମା ପାଇଁ ସହମତି ପ୍ରକାଶ କଲା ଇରାନ!
ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ଆମେରିକା ପରେ ଇରାନ ମଧ୍ୟ ଶାନ୍ତି ଚୁକ୍ତିକୁ ନିଶ୍ଚିତ କରିଛି । ଇରାନର ଆଇନଗତ ଏବଂ ଆନ୍ତର୍ଜାତୀୟ ବ୍ୟାପାର ଉପ-ବୈଦେଶିକ ମନ୍ତ୍ରୀ କାଜେମ ଘାରିବାବାଦୀ ଆମେରିକା ସହିତ ଶାନ୍ତି ଚୁକ୍ତିକୁ ନିଶ୍ଚିତ କରିଛନ୍ତି । ଫଳରେ ହର୍ମୋଜ୍ ଷ୍ଟ୍ରେଟ୍!-->…
ଆଜି ପହିଲି ରଜ, ସାରା ଓଡ଼ିଶା ଉତ୍ସବମୁଖର
ଭୁବନେଶ୍ଵର(ରାଜ୍ୟ କାହାଣୀ )ଆଜି ପହିଲି ରଜ । ଗାଁଠୁ ସହର ସବୁଠି ଉତ୍ସବ ମୁଖର ପରିବେଶ ।ବଡ଼ ଧୂମଧାମରେ ଆରମ୍ଭ ହୋଇଯାଇଛି ରଜ ମଉଜ।ପହିଲି ରଜ’ରେ ସାରା ଓଡ଼ିଶା ଉତ୍ସବମୁଖର। ରଜ ପର୍ବ ହେଉଛି ଧରଣୀ ମା’ଙ୍କ ଉର୍ବରତା ଏବଂ ନବଯୌବନର ପ୍ରତୀକ। ଏହି ତିନି ଦିନ ମାଟି ମା’ ରଜସ୍ୱଳା ହୋଇ ବିଶ୍ରାମ!-->…
ଗିରଫ ପରେ ଜେଲ୍ରେ ପୁଣି ଅସୁସ୍ଥ, ଚାମେଲିଙ୍କୁ ପୁଣି ମେଡିକାଲ୍ରେ କରାଗଲା ଭର୍ତ୍ତି
ଭୁବନେଶ୍ୱର (ରାଜ୍ୟକାହାଣୀ )ବାରିମୂଳ ଜେଲ ଯାଇଥିବା ତିଖିରୀ ପଞ୍ଚାୟତର ଚର୍ଚ୍ଚିତ ମହିଳା ସରପଞ୍ଚ ଚାମେଲି ଓଝାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଛି। ଜେଲ୍ ମଧ୍ୟରେ ସେ ଗୁରୁତର ଅସୁସ୍ଥ ଅନୁଭବ କରିବାରୁ ଜେଲ୍ କର୍ତ୍ତୃପକ୍ଷ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲ ସ୍ଥାନାନ୍ତର!-->…
ରେଳମନ୍ତ୍ରୀ କଲେ ବଡ଼ ଘୋଷଣା, ଏଣିକି CBT ମୋଡ୍ରେ ହେବ ରେଲୱେ ପରୀକ୍ଷା
ନୂଆଦିଲ୍ଲୀରେ ଶୁକ୍ରବାର ଇଣ୍ଡିଆନ ରେଳବାଇର ବରିଷ୍ଠ ଅଧିକାରୀମାନଙ୍କ ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳବାଇ ନିଯୁକ୍ତି ବୋର୍ଡ (RRB) ର ନିଯୁକ୍ତି ପ୍ରକ୍ରିୟାକୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ରେଳମନ୍ତ୍ରୀ ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ, ସଠିକ କରିବା ଏବଂ!-->…
ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠଙ୍କୁ ଗୁରୁ ଦାୟିତ୍ୱ, ଜୁନ ୩୦ରେ ଦାୟିତ୍ୱ ଗ୍ରହଣ
ଭାରତୀୟ ସେନାର ନେତୃତ୍ୱରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। କେନ୍ଦ୍ର ସରକାର ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ ଭାରତୀୟ ସେନାର ପରବର୍ତ୍ତୀ ମୁଖ୍ୟ (Army Chief) ଭାବରେ ନିଯୁକ୍ତ କରିବାକୁ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ଆସନ୍ତା ୩୦ତାରିଖରେ ସମ୍ଭାଳିବେ କମାଣ୍ଡ । ବର୍ତ୍ତମାନ!-->…
ଭାରତୀୟ ବାୟୁସେନା ବିମାନ କ୍ରାଶ୍: ୫ ଯବାନ ଶହୀଦ
ଶନିବାର ଆସାମର ଜୋରହାଟରେ ଏକ ଭାରତୀୟ ବାୟୁସେନା (IAF) AN-32 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ପାଞ୍ଚ ଜଣ ବାୟୁସେନା କର୍ମଚାରୀ ପ୍ରାଣ ହରାଇଛନ୍ତି। ବିମାନଟି ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। କୋ-ପାଇଲଟ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।!-->…
ଭିଜିଲାନ୍ସ ଜାଲରେ ଅନୁଗୁଳ ଜରପଡ଼ା ଥାନା ASI ସୀତା ନାୟକ
ଭୁବନେଶ୍ୱର (ରାଜ୍ୟକାହାଣୀ )୮ ହଜାର ଟଙ୍କା ଲାଞ୍ଚ ନେଇ ହରଡ଼ ଘଣାରେ ପୋଲିସ । ଅନୁଗୋଳ ଜିଲ୍ଲାରେ ପୁଣି ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ ।ମାମଲାର ଚୂଡ଼ାନ୍ତ ରିପୋର୍ଟ ଦେବା ପାଇଁ ଜଣେ ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ । ଅଭିଯୋଗକାରୀ ବିମଳବେଡ଼ାର!-->…
ଭୀମସେନଙ୍କ ପାଇଁ ଚନ୍ଦ୍ରିକାଙ୍କ ମୃତ୍ୟୁ: ଡିସିପି
ଭୁବନେଶ୍ୱର (ରାଜ୍ୟକାହାଣୀ )ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ମାମଲାରେ ପୁରୁଷ ବନ୍ଧୁ ଭୀମସେନ ଟୁଡୁଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏ ମାମଲାକୁ ନେଇ କଟକ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ ପ୍ରତିକ୍ରିୟା ରଖିଛନ୍ତି । ଭୀମସେନଙ୍କ ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ!-->…
ମାସକରେ ରାଜ୍ୟର ପ୍ରତିଷ୍ଠାନର ନାଁ ସଂଶୋଧନ: ମନ୍ତ୍ରୀ
ଭୁବନେଶ୍ଵର(ରାଜ୍ୟ କାହାଣୀ )ମାସକ ଭିତରେ ରାଜ୍ୟରେ ପ୍ରତିଷ୍ଠାନର ନାମ ସଂଶୋଧନ କରାଯିବ । ପ୍ରତିଷ୍ଠାନର ନାଁ ସଠିକ ଭାବେ ଲେଖାଯିବ ଏବଂ ଉଚ୍ଚାରଣ ହେବ । ଏନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଯେଉଁଗୁଡିକ କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠାନ ତାର ନାଁ ପରିବର୍ତ୍ତନ ହେବ ।!-->…