Browsing Category

ଆଜିର ଖବର

୨ ବର୍ଷରେ ରାଜ୍ୟ ସରକାରଙ୍କ ୧୨ ବିଫଳତା ବଖାଣିଲେ ରଣେନ୍ଦ୍ର

ରାଜ୍ୟ କାହାଣୀ ( ଭୁବନେଶ୍ଵର)୨୪ ମାସରେ ରାଜ୍ୟ ସରକାରଙ୍କ ୧୨ ବିଫଳତା ବଖାଣିଲା ବିଜେଡି।ସରକାରଙ୍କୁ ଘେରିଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।ଭତ୍ତା ପାଉନାହାନ୍ତି ହିତାଧିକାରୀ । ସଂକଳ୍ପ ପତ୍ରରେ କହିଥିଲେ ସମସ୍ତ ହିତାଧିକାରୀଙ୍କୁ ଭତ୍ତା ୩୫୦୦ ଟଙ୍କା ଦିଆଯିବ,

ଶାଶୁ ଓ ଶ୍ବଶୁରଙ୍କୁ ନିଆଁ ଲଗାଇଦେଲା ଜ୍ୱାଇଁ

ନାଉପଦ ଗାଁରେ ଏକ ଭୟଙ୍କର ପାରିବାରିକ ହିଂସା ଘଟଣା ସାମ୍ନାକୁ ଆସିଛି । ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ପାରିବାରିକ କଳହକୁ କେନ୍ଦ୍ର କରି ଏହି ଘଟଣା ଘଟିଛି । ହଠାତ ଆକ୍ରମଣରେ ଜ୍ୱାଇଁ ଶାଶୁ ଓ

ବନ୍ୟା ଋତୁ ପାଇଁ କଟକଣା, ଜଳସମ୍ପଦ ବିଭାଗ ଛୁଟି ଉପରେ ଲାଗିଲା ରୋକ୍

ଭୁବନେଶ୍ୱର (ରାଜ୍ୟକାହାଣୀ )ବନ୍ୟା ଋତୁ ଏବଂ ମୌସୁମୀ ସମୟରେ ଜଳସମ୍ପଦ ବିଭାଗ ଅଧିକାରୀଙ୍କ ଛୁଟି ଉପରେ କଟକଣା ଲଗାଯାଇଛି । ବିନା ଅନୁମତିରେ ସେମାନେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ । ଜରୁରୀ ପରିସ୍ଥିତି ଏବଂ ବନ୍ୟା ମୁକାବିଲା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଜଳ ସମ୍ପଦ ବିଭାଗର

ରଜରେ ସାରା ଓଡ଼ିଶାକୁ ଭିଜେଇବ ମୌସୁମୀ, ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର (ରାଜ୍ୟକାହାଣୀ )ଆଗାମୀ ୨-୩ ଦିନରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗ ଆକଳନ କରିଥିଲା। ହେଲେ ଏ ଅପେକ୍ଷା ସାମାନ୍ୟ ଲମ୍ବିପାରେ। ପାଣିପାଗ ବିଭାଗର ତାଜା ପୂର୍ବାନୁମାନ କହୁଛି, ମୌସୁମୀ ଓଡ଼ିଶା ଛୁଇଁବାକୁ ଆହୁରି ୪-୫ ଦିନ ସମୟ ଲାଗିପାରେ। ତେବେ ଆସନ୍ତା ୩ ଦିନ ଯାଏଁ

ଟିଏମସିକୁ ପୁଣି ବଡ଼ ଝଟକା, ପାର୍ଟିରୁ ଇସ୍ତଫା ଦେଲେ ସାଂସଦ ସୁସ୍ମିତା ଦେବ

ମମତା ବାନାର୍ଜୀଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି ।ମମତା ବାନାର୍ଜୀଙ୍କ ଅତି ଘନିଷ୍ଠ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ସୁସ୍ମିତା ଦେବ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ୨୦୨୧ରେ ଟିଏମସିରେ ସାମିଲ ହୋଇଥିଲେ ସୁସ୍ମିତା ଦେବ । ଟିଏମସିରେ ଯୋଗ ଦେବା ପୂର୍ବରୁ ସୁସ୍ମିତା

ଶଙ୍ଖ ଭବନରେ ନବୀନଙ୍କ ‘ମାନସମନ୍ଥନ’, ହାରିଥିବା ପ୍ରାର୍ଥୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର (ରାଜ୍ୟକାହାଣୀ )ଶଙ୍ଖ ଭବନରେ ନବୀନଙ୍କ ‘ମାନସମନ୍ଥନ’ । ହାରିଥିବା ପ୍ରାର୍ଥୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ । ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ବ୍ଲୁ-ପ୍ରିଣ୍ଟ । ଆଜି ଅପରାହ୍ନ ୪ଟାରେ ଏହି ବୈଠକ ହେବ ବୋଲି ଜଣାପଡ଼ିଛି। ଏହା ସହିତ SIR ପ୍ରକ୍ରିୟା, ଦଳରେ କିପରି

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ! ଆମେରିକାର ଆକ୍ରମଣ ପରେ ଇରାନର ପାଲଟା ଆକ୍ରମଣ

ଆମେରିକା ଓ ଇରାନ ଭିତରେ ଭାଙ୍ଗିଲା ଯୁଦ୍ଧବିରାମ। ହୋର୍ମୁଜରେ ଘମାଘୋଟ ଯୁଦ୍ଧ। ଇରାନର ଏୟାର ଡିଫେନ୍ସ, ଗ୍ରାଉଣ୍ଡ କଣ୍ଟ୍ରୋଲ ଷ୍ଟେସନ ଏବଂ ରାଡାର ସାଇଟସ୍ ଉପରେ ବମ୍ ବର୍ଷା କଲା ଆମେରିକା। ୟୁଏସ୍‌ ର ସୈନ୍ୟ ହେଲିକପ୍ଟରକୁ ତେହରାନ୍ ଟାର୍ଗେଟ୍ କରିବା ପରେ ଟ୍ରମ୍ପ ଭଡକିଯାଇଛନ୍ତି। ଇରାନ

ପୋଲିସର ଦାଦାଗିରି, ଆହତଙ୍କୁ ମେଡିକାଲ ନେବା ବଦଳରେ ମାଗୁଛି ଟଙ୍କା

ଭୁବନେଶ୍ୱର (ରାଜ୍ୟକାହାଣୀ )କୁକୁଡ଼ା ଗାଡ଼ିଠାରୁ ବଟି ନେବାକୁ ପୁଲିସ ବାୟା ହୋଇଥିଲା । ଏପରିକି ମାନବିକତା ଭୁଲି ଦୁର୍ଘଟଣାରେ ଆହତ ଜଣେ ଯୁବକଙ୍କୁ ପିସିଆର୍‌ରେ ନେବାକୁ ମନା କରିଦେଇଥିଲା । କେବଳ ମନା କରିନଥିଲା ଓଲଟି ଆହତ ଯୁବକଙ୍କୁ ମାଡ଼ ମାରିବାକୁ ଧମକ ଦେବା ସହ ତାଙ୍କଠାରୁ ପଇସା ଆଦାୟ

୧୫ IPS ଅଫିସରଙ୍କୁ ୧୭ଟି ଜିଲ୍ଲାର ସ୍ୱତନ୍ତ୍ର ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ

ଭୁବନେଶ୍ୱର (ରାଜ୍ୟକାହାଣୀ )ରାଜ୍ୟରେ ଆଇନଶୃଙ୍ଖଳା ସଜାଡ଼ିବା ପାଇଁ ରାଜ୍ୟ ପୋଲିସ ମୁଖ୍ୟାଳୟର ବଡ଼ ପଦକ୍ଷେପ । ଅପରାଧ ପ୍ରବଣ ଚିହ୍ନଟ ହୋଇଥିବା ୧୭ଟି ଜିଲ୍ଲା ଜଗିବେ୧୫ଆଇପିଏସ ଅଫିସର ।ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଜଗତସିଂହପୁର , ରେଳବାଇ ଏଡିଜି ଅରୁଣ ବୋଥ୍ରାଙ୍କୁ ଅନଗୋଳ, ଆଇନ ଓ

ମୋଦୀଙ୍କ ନୂଆ ଇତିହାସ : ନେହେରୁଙ୍କ ରେକର୍ଡ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ

ସ୍ୱାଧୀନ ଭାରତରେ ସବୁଠୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ଜବାହରଲାଲ ନେହରୁଙ୍କ ରେକର୍ଡ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଦେଶର ସବୁଠୁ ଲମ୍ବା କାର୍ଯ୍ୟକାଳ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ବିବେଚିତ ହୋଇଛନ୍ତି । ଜୁନ୍ ୧୦ ତାରିଖରେ ଲଗାତାର ଭାରତର