Browsing Category
ଆଜିର ଖବର
ଧୀରଜ ସେଠ୍ ସ୍ଥଳସେନା ମୁଖ୍ୟ, ଅବସର ନେଲେ ସ୍ଥଳସେନା ଅଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦିୱେଦୀ
ଜେନେରାଲ ଉପନ୍ଦ୍ରେ ଦ୍ବିବେଦୀଙ୍କ ସ୍ଥାନ ନେଲେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ୍ । ଧୀରଜ ସେଠ୍ ସ୍ଥଳସେନା ମୁଖ୍ୟ । ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀ ବା NDAର ପୂର୍ବତନ ସ୍ନାତକ ଜେନେରାଲ୍ ଧୀରଜ ସେଠ୍ ନୂଆ ସ୍ଥଳସେନା ମୁଖ୍ୟ ଦାୟିତ୍ବ ଗ୍ରହଣ କରିଛନ୍ତି । ସେ ଜେନେରାଲ ଉପେନ୍ଦ୍ର!-->…
ଆଜି ସୋସିଆଲ ମିଡିଆ ଦିବସ। କଣ ଏହାର ଉଦ୍ଦେଶ୍ୟ
ଆମେ ଏକବିଂଶ ଶତାବ୍ଦୀରେ ଅଛୁ । ସମ୍ପ୍ରତି ଚାଲିଛି ଡିଜିଟାଲ ଯୁଗ, ଯେଉଁଠାରେ ସବୁକିଛି ସହଜରେ ଉପଲବ୍ଧ । ଏହି ଡିଜିଟାଲ ଯୁଗର ଗୋଟିଏ ପ୍ରମୁଖ ଅଂଶ ହେଉଛି ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟମ । ଫେସ୍ବୁକ, ଇନ୍ଷ୍ଟାଗ୍ରାମ୍, ଏକ୍ସ, ୟୁଟ୍ୟୁବ୍, ହ୍ବାଟ୍ସଆପ୍, ଲିଙ୍କଡ୍ଇନ ଭଳି!-->…
AI ବ୍ୟବହାର ଉପରେ ଲାଗିବ ବ୍ରେକ । ବଡ ବଡ ଟେକ୍ କମ୍ପାନୀ ଉପରେ ବଢୁଛି ଖର୍ଚ୍ଚ ବହନ ଚାପ
AIକୁ ଭବିଷ୍ୟତର ପ୍ରଯୁକ୍ତି ବୋଲି କୁହାଯାଉଥିଲେ ମଧ୍ୟ, ବଡ଼ ବଡ଼ ଟେକ୍ କମ୍ପାନୀ ଏହାର ବ୍ୟବହାରକୁ ନେଇ ଏବେ ସତର୍କ। ମେଟା, ଆମାଜନ ଭଳି କମ୍ପାନୀ AIର ସମ୍ଭାବନାକୁ ସ୍ୱୀକାର କରୁଥିଲେ ମଧ୍ୟ, ନୂଆ ମଡେଲ୍ ବିକାଶ ଓ ପରିଚାଳନାର ବଢ଼ୁଥିବା ଖର୍ଚ୍ଚ ଚିନ୍ତା ବଢ଼ାଇଛି। ଉନ୍ନତ AI ମଡେଲ୍ ତିଆରି!-->…
ବୁର୍ଲା ଭିମସାରର ୨ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍
ଭୁବନେଶ୍ଵର (ରାଜ୍ୟ କାହାଣୀ )ବୁର୍ଲା ଭିମସାରର ଦୁଇ ଅଧିକାରୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ଚଢ଼ାଉ ହୋଇଛି । ଏହି ଚଢ଼ାଉରେ ଭିମସାରର ଏଷ୍ଟାବ୍ଲିସମେଣ୍ଟ ଅଫିସର ଧନୁର୍ଦ୍ଧର ବିଶ୍ୱାଳ ଏବଂ ଷ୍ଟିୱାର୍ଡ ସୁପରିନଟେଣ୍ଡେଣ୍ଟ ଅଶ୍ୱିନୀ ମେହେରଙ୍କ ନାମ ସାମ୍ନାକୁ ଆସିଛି ।ଅଶ୍ୱିନୀ!-->…
ଆଧାର ସଂଯୋଗ ନଥିଲେ ମିଳିବନି ଭତ୍ତା, ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଭୁବନେଶ୍ଵର(ରାଜ୍ୟ କାହାଣୀ) ବ୍ୟାଙ୍କ ଆକାଉଣ୍ଟରେ ଆଧାର ସଂଯୋଗ ନଥିଲେ ମିଳିବନି ଭତ୍ତା।୨୦୨୬-୨୭ରେ ‘ଏସ୍ଏନ୍ଏ-ସ୍ପର୍ଶ’ ପ୍ଲାଟଫର୍ମ ଜରିଆରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ(ଏନ୍ଏସ୍ଏପି) ହିତାଧିକାରୀଙ୍କୁ ପେନ୍ସନ୍ ପ୍ରଦାନ କରାଯାଉଛି। ପୋର୍ଟାଲର ରିପୋର୍ଟ ମୁତାବକ ୩,୩୫,୮୫୦!-->…
ସାରା ଓଡ଼ିଶାରେ ମୌସୁମୀ ବାୟୁ ସକ୍ରିୟ । ସକାଳୁ ସକାଳୁ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା
ଭୁବନେଶ୍ଵର(ରାଜ୍ୟ କାହାଣୀ )ସକାଳୁ ସକାଳୁ ଭୁବନେଶ୍ବର ଓ କଟକରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଏହାରି ଭିତରେ ଆଗକୁ ବର୍ଷାର ପରିମାଣ ଆହୁରି ବଢ଼ିପାରେ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି। ତେବେ ବର୍ଷା ଯୋଗୁଁ ପରିବେଶ ଥଣ୍ଡା ହେବା ସହ ତାପମାତ୍ରାରେ ହ୍ରାସ ଘଟିଛି ।!-->…
ଆଜିଠୁ ଅଣସର ଦର୍ଶନ ; ଅଲାରନାଥ ପୀଠରେ ଭକ୍ତଙ୍କ ଭିଡ଼
ସରିଲା ସ୍ନାନଯାତ୍ରା, ଆଜିଠୁ ଅଣସର ଦର୍ଶନ । ଗତକାଲି ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ଦିବ୍ୟ ସ୍ନାନ କରିବା ପରେ ବିଳମ୍ବିତ ରାତି ଯାଏଁ ହାତୀବେଶରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଶ୍ରୀଜିଉ । ଆଜିଠୁ ୧୫ଦିନ ଅଣସର ଦର୍ଶନ ଚାଲିବ । ଏହି ୧୫ ଦିନ ବ୍ରହ୍ମଗିରିର!-->…
ରାମ ମନ୍ଦିର ଦାନ ଚୋରି ମାମଲାରେ ଅଭିଯୁକ୍ତଙ୍କ ପକ୍ଷରେ ଲଢ଼ିଲେ ୫ ଲକ୍ଷ ଟଙ୍କା ଜରିମାନା
ଅଯୋଧ୍ୟା ରାମ ମନ୍ଦିର ଦାନ ଚୋରି ମାମଲାରେ ଗିରଫ ଅଭିଯୁକ୍ତଙ୍କ ମାମଲା ଲଢ଼ିଲେ ୫ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି ଫୈଜାବାଦ ବାର୍ ଆସୋସିଏସନ୍ ପକ୍ଷରୁ ଏହାର ଓକିଲମାନଙ୍କୁ କଡ଼ା ଚେତାବନୀ ଜାରି କରାଯାଇଛି।ବୈଠକରେ ଓକିଲମାନେ ଚମ୍ପତ ରାୟ, ଅନିଲ ମିଶ୍ର ଏବଂ ଗୋପାଳ!-->…
ଆୟାତୋଲ୍ଲା ଅଲ୍ଲୀ ଖାମେନିଙ୍କ ଅନ୍ତିମ ସଂସ୍କାରରେ ବିହାରର ରାଜ୍ୟପାଳ ଓ ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ ପବିତ୍ରା…
ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖେମିନିଙ୍କ ଅନ୍ତିମ ସଂସ୍କାରରେ ଭାରତ ଯୋଗ ଦେବ।ଖାମେନେଇଙ୍କ ପାଇଁ ଆୟୋଜିତ କାର୍ଯ୍ୟକ୍ରମ ଆରମ୍ଭ ୪ ଜୁଲାଇରୁ ହେବ । ଏଥିରେ ସାମିଲ ହେବାକୁ ଭାରତ ପକ୍ଷରୁ ବିହାରର ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ସୟୈଦ ଅତା ହସନେନ୍ ଓ ବୈଦେଶିକ!-->…
ଥ୍ରୀ-ଲାଙ୍ଗୁଏଜ୍ ପଲିସି ଉପରେ CBSEର ବଡ଼ ନିଷ୍ପତ୍ତି!
CBSEର ଥ୍ରୀ-ଲାଙ୍ଗୁଏଜ ପଲିସି ସମ୍ପର୍କରେ ଛାତ୍ରୀଛାତ୍ର ଏବଂ ସେମାନଙ୍କ ଅଭିଭାବକମାନଙ୍କର ଅନେକ ପ୍ରଶ୍ନ ଥିଲା, ଯାହାକୁ ବୋର୍ଡ ଏବେ ସମାଧାନ କରିଛି।ବର୍ତ୍ତମାନର ଦଶମ ଶ୍ରେଣୀ ଏବଂ ୨୦୨୬-୨୭ ବର୍ଷର ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ପାଇଁ କୌଣସି ପରିବର୍ତ୍ତନ ହେବ ନାହିଁ। ସେମାନେ ପୂର୍ବ ପରି!-->…