Browsing Category

ଆଜିର ଖବର

ରାଜ୍ୟର ସମସ୍ତ ବ୍ରିଜ୍‌ର ସୁରକ୍ଷା ଯାଞ୍ଚ ନିର୍ଦ୍ଦେଶ ; ୪ ଜୁଲାଇ ସୁଦ୍ଧା ରିପୋର୍ଟ ଦାଖଲ

ଭୁବନେଶ୍ଵର (ରାଜ୍ୟ କାହାଣୀ )ରାଜ୍ୟର ସବୁ ବ୍ରିଜର ହେବ ସ୍ଥିତି ଯାଞ୍ଚ । ମୁଖ୍ୟ ଶାସନ ସଚିବଙ୍କୁ ଦିଆଯିବ ରିପୋର୍ଟ । ଦେଶର ବିଭିନ୍ନ ସ୍ଥାନରେ ପୁରୁଣା ବ୍ରିଜ୍ ଗୁଡ଼ିକ ଭୁଶୁଡିବା ଘଟଣାକୁ ନେଇ ବଢ଼ୁଥିବା ଚିନ୍ତାରେ ଓଡ଼ିଶା ସରକାର । ରାଜ୍ୟର ସମସ୍ତ ବ୍ରିଜର ଢାଞ୍ଚାଗତ ସୁରକ୍ଷା ଆକଳନକୁ

କମିଲା କମର୍ସିଆଲ୍ ଗ୍ୟାସ୍ ଦର; ସିଲିଣ୍ଡର ପିଛା ୧୮୩.୫୦ ଟଙ୍କା ହ୍ରାସ

ଜୁଲାଇ ମାସ ଆରମ୍ଭରୁ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି। ମାର୍କେଟିଂ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବାଣିଜ୍ୟ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୮୩.୫୦ ହ୍ରାସ କରିଛନ୍ତି।ନୂଆ ଦର ଅନୁଯାୟୀ, ୧୯ କେଜି କମର୍ସିଆଲ୍ ସିଲିଣ୍ଡରର ମୂଲ୍ୟ ୨,୯୩୦ ଟଙ୍କା ହୋଇଛି । ଏହି ଦର ହ୍ରାସ ଫଳରେ ହୋଟେଲ,

ଆଜିଠୁ ଆଉ କାମ କରିବନି mAadhaaar ! ଆସିଲା ହାଇଟେକ୍ Aadhaar App

UIDAI ଏକ ବଡ଼ ନିଷ୍ପତ୍ତି ନେଇଛି ଏବଂ ଆଜିଠାରୁ mAadhaar ଆପ୍ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଘୋଷଣା କରିଛି । ସରକାର mAadhaar ଆପ୍‌ ସ୍ଥାନରେ ଏକ ସମ୍ପୂର୍ଣ୍ଣ ନୂତନ ଏବଂ ହାଇଟେକ୍‌ ଆଧାର ଆପ୍ ଲଞ୍ଚ କରିଛନ୍ତି । ଆଧାରର ନୂଆ ଆପ୍‌କୁ Apple ୟୁଜର୍ସମାନେ App Store ରୁ ଡାଉନଲୋଡ୍‌

ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ ଏକ ପରୀକ୍ଷଣ,ଆସନ୍ତା ବର୍ଷ ସ୍ପଷ୍ଟ ହେବ : ସୁପ୍ରିମକୋର୍ଟରେ ସରକାରଙ୍କ…

କେନ୍ଦ୍ର ସରକାରଙ୍କର ଇଥାନଲ ମିଶ୍ରଣ ପ୍ରୋଗ୍ରାମ ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ସରକାର ଆଜି କୋର୍ଟରେ ଏହାର ଜବାବ ରଖିଛନ୍ତି। ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ (ଇ-୨୦) ପ୍ରକ୍ରିୟା ବର୍ତ୍ତମାନ ସୁଦ୍ଧା ଏକ ଚଳିତ ପରୀକ୍ଷଣ ପର୍ଯ୍ୟାୟରେ ରହିଛି ଏବଂ ଆସନ୍ତା ବର୍ଷ ସୁଦ୍ଧା ଏହାର

ପରୋଲ୍‌ରେ ଆସି ଫେରାର ଦୋଷୀ ୯ ବର୍ଷ ପରେ ଗିରଫ

ଭୁବନେଶ୍ୱର (ରାଜ୍ୟକାହାଣୀ )ପରୋଲ୍‌ରେ ଜେଲରୁ ମୁକ୍ତି ପାଇବା ପରେ ଫେରାର ହୋଇଯାଇଥିବା ଜଣେ ଆଜୀବନ କାରାଦଣ୍ଡପ୍ରାପ୍ତ ଦୋଷୀଙ୍କୁ ଦୀର୍ଘ ୯ ବର୍ଷ ପରେ କମିଶନରେଟ୍‌ ପୋଲିସ ଗିରଫ କରିଛି। ଅଭିଯୁକ୍ତ ସାଜିତ ଖାନ୍‌ଙ୍କୁ ପଞ୍ଜାବର ଅମୃତସରରୁ ଗିରଫ କରାଯାଇଛି।ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ

Whatsapp ୟୁଜର୍ସଙ୍କ ପାଇଁ ବଡ଼ ଖବର! ମୋବାଇଲ୍ ନମ୍ବର ନୁହେଁ,ୟୁଜରନେମ୍‌ରେ ହେବ ଚାଟ୍!

Whatsapp ଆପଣଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ଆଣିଛି ।ବ୍ୟବହାରକାରୀମାନେ କାହା ସହ ଚାଟ୍ ଆରମ୍ଭ କରୁଥିଲେ ତାଙ୍କୁ ମୋବାଇଲ୍ ନମ୍ବର ଆବଶ୍ୟକ ପଡୁଥିଲା। କିନ୍ତୁ ଏବେ ସେହି ବାଧ୍ୟତା ଧୀରେ ଧୀରେ ଶେଷ ହେବାକୁ ଯାଉଛି।ମେଟା ମାଲିକାନାରେ ଥିବା ହ୍ୱାଟ୍ସଆପ୍ ନୂତନ ୟୁଜରନେମ୍ ଫିଚର ଲଞ୍ଚ କରିଛି।

ଭୁଲ୍ ବହି ଛପା ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ନବୀନ

ଭୁବନେଶ୍ୱର (ରାଜ୍ୟକାହାଣୀ )ସ୍କୁଲ ପାଠ୍ୟପୁସ୍ତକରେ ହୋଇଥିବା ଅଗଣନୀୟ ତ୍ରୁଟିକୁ ନେଇ ରାଜ୍ୟ ରାଜନୀତି ସରଗରମ । ସୋସିଆଲ ମିଡିଆରେ ସରକାର ନାହିଁ ନଥିବାର ଟ୍ରୋଲ ହେଉଥିବା ବେଳେ ଗଣମାଧ୍ୟମ ବି ସରକାରଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଛି । ଏହାରି ଭିତରେ ରାଜ୍ୟର ବିରୋଧୀ ଦଳ ବିଜେଡି

ଆସୁଛି ଚଳିତ ମୌସୁମୀ ଋତୁର ପ୍ରଥମ ଲଘୁଚାପ, ୬ ପର୍ଯ୍ୟନ୍ତ ଓଡ଼ିଶାରେ ବ୍ୟାପକ ବର୍ଷା

ଆସୁଛି ଲଘୁଚାପ ।ସୃଷ୍ଟି ହେବାକୁ ଯାଉଛି ଚଳିତ ମୌସୁମୀ ଋତୁର ପ୍ରଥମ ଲଘୁଚାପ । ୩ ତାରିଖରେ ଲଘୁଚାପ ସମ୍ଭାବନା।ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ‘ଲଘୁଚାପ’ ସୃଷ୍ଟି ହେବାର ସମ୍ଭାବନା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଉତ୍ତର ବଙ୍ଗୋପସାଗର ଏବଂ

ଚାଷୀଙ୍କ ପାଇଁ ବଡ଼ ଖବର , ଜୁଲାଇ ୩ ପର୍ଯ୍ୟନ୍ତ ବଢ଼ିଲା ଧାନ କିଣା ଅବଧି

ଭୁବନେଶ୍ୱର (ରାଜ୍ୟକାହାଣୀ )ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଧାନକିଣା ଅବଧି । ଏ ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ । ରବି ଧାନ ସଂଗ୍ରହ ପ୍ରକ୍ରିୟା ଆଜି କଣ୍ଟ ପୂରୁଥିଲା । ଜୁନ୍ ୩୦ ଯାଏଁ ଧାନ କିଣା ନେଇ ପୂର୍ବରୁ ନିଷ୍ପତ୍ତି ନେଇଥିଲା ବିଭାଗ । ଚାଷୀଙ୍କ ବହୁ ଦାବି ପରେ ଆଜି

ଜୁଲାଇରେ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ

ଜୁଲାଇ ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ ପାଇଛି ।ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଛୁଟିଦିନ ବିଷୟରେ ବ୍ୟାଙ୍କ ଗ୍ରାହକମାନଙ୍କୁ ସୂଚନା ଦେବା ପାଇଁ ଏକ ବିସ୍ତୃତ ମାସିକ ଛୁଟି ତାଲିକା ପ୍ରକାଶ କରିଛି । ତେବେ ବ୍ୟାଙ୍କ ଶାଖା ବନ୍ଦ ରହିବା ସତ୍ତ୍ୱେ, ଗ୍ରାହକମାନେ ସମସ୍ତ ଡିଜିଟାଲ୍