Browsing Category
ଆଜିର ଖବର
ସନ୍ଧ୍ୟାରେ ଦିଶିବ ସବୁଠୁ ବଡ଼ ଷ୍ଟ୍ରବେରୀ ମୁନ୍
ବର୍ଷର ପ୍ରଥମ ଗ୍ରୀଷ୍ମ ପୂର୍ଣ୍ଣିମା, "ଷ୍ଟ୍ରବେରୀ ମୁନ୍", ଆକାଶରେ ଦେଖାଯିବ ।ଏହି ପୂର୍ଣ୍ଣିମା ଚନ୍ଦ୍ର ଦିଗବଳୟର ବହୁତ ନିକଟତର ଦେଖାଯିବ। ଫଳସ୍ୱରୂପ, ଏହା ସାଧାରଣ ଅପେକ୍ଷା ବଡ଼, ଉଜ୍ଜ୍ୱଳ ଏବଂ ଫିକା ସୁନା କିମ୍ବା ତମ୍ବା ରଙ୍ଗରେ ରଙ୍ଗୀନ ଦେଖାଯିବ। ଯଦି ପାଗ ସଫା ରହେ, ତେବେ ଭାରତର!-->…
ପୁରୀରେ ୫୦ ଫେକ୍ ହୋଟେଲ୍ ବୁକିଂ ୱେବସାଇଟ ବ୍ଲକ
ଜୁଲାଇ ୧୬ ତାରିଖରେ ହେବାକୁ ଥିବା ରଥଯାତ୍ରା ପାଇଁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବା ନେଇ ଆଶା ରହିଛି। ଏହାକୁ ନଜରରେ ରଖି ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ବୃଦ୍ଧି ପାଉଥିବା ଅନଲାଇନ୍ ହୋଟେଲ ବୁକିଂ ଠକେଇର ମୁକାବିଲା ପ୍ରୟାସକୁ ତ୍ୱରାନ୍ୱିତ କରିଛି। ଫଳରେ ଗତ ସପ୍ତାହରେ ପ୍ରାୟ ୫୦ଟି!-->…
୪୨ କୋଟି ଟଙ୍କାର ସୁଧ ରିହାତି ଯୋଜନା ମଞ୍ଜୁର କଲେ ରାଜ୍ୟ ସରକାର
ଭୁବନେଶ୍ୱର (ରାଜ୍ୟକାହାଣୀ )ସମବାୟ ସମିତିଗୁଡ଼ିକ ଦ୍ୱାରା ସାର ବଣ୍ଟନକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ। ୪୨ କୋଟି ଟଙ୍କାର ସୁଦ୍ଧ ରିହାତି ଯୋଜନା ମଞ୍ଜୁର କଲେ ରାଜ୍ୟ ସରକାର। ଚାଷୀମାନଙ୍କୁ ସଠିକ୍ ସମୟରେ ମିଳିବ ସାର। କଳାବଜାରୀ ରୋକିବାକୁ ସମବାୟ ବିଭାଗ ଦ୍ଵାରା ଏକ!-->…
ରାମ ମନ୍ଦିର ଦାନରାଶି ଚୋରି ମାମଲାରେ ତତ୍କାଳ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ
ଉତ୍ତରପ୍ରଦେଶ ଅଯୋଧ୍ୟା ରାମ ମନ୍ଦିର ଦାନରାଶି ଚୋରି ମାମଲାକୁ ନେଇ ସୁପ୍ରିମକୋର୍ଟ ବଡ଼ ରାୟ । ସୁପ୍ରିମକୋର୍ଟ ଏହି ମାମଲାରେ ତୁରନ୍ତ ଶୁଣାଣି କରିବାକୁ ମନା କରିଦେଇଛନ୍ତି । କାହିଁକି ତୁରନ୍ତ ଶୁଣାଣି ଚାହୁଁଛନ୍ତି ବୋଲି ଯାଚିକା ଆବେଦନକାରୀଙ୍କୁ ଓଲଟା ପ୍ରଶ୍ନ କଲେ ସର୍ବୋଚ୍ଚ ଅଦାଲତ। ଛୁଟି!-->…
ଗାଧୋଇଲେ କାଳିଆ ସାଆନ୍ତ । ଭକ୍ତଙ୍କ ଅପେକ୍ଷାର ହେଲା ଅନ୍ତ
ଆଜି ହେଉଛି ଜ୍ୟେଷ୍ଠ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମା । ଆଜି ମହାପ୍ରଭୁ ସ୍ନାନବେଦୀରେ 108 ସୁବାସିତ ଜଳରେ ସ୍ନାନକରିଛନ୍ତି । ସ୍ନାନପୂର୍ଣ୍ଣିମାରେ ସ୍ନାନବେଦୀରେ ମହାପ୍ରଭୁଙ୍କ ଦର୍ଶନ କଲେ ଜୀବନର ସମସ୍ତ ପାପ କ୍ଷୟ ହୁଏ ଏବଂ ପ୍ରଭୁଙ୍କ ଅପାର କୃପା ଲାଭ ହୁଏ । ଦୂରଦୂରାନ୍ତରୁ ଛୁଟି!-->…
ସବୁ ସ୍କୁଲକୁ ଯିବ ସଂଶୋଧିତ ବହି; ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର (ରାଜ୍ୟକାହାଣୀ )ସ୍କୁଲକୁ ଦିଆଯିବ ସଂଶୋଧିତ ପୁସ୍ତକ। ସଂଶୋଧିତ ପୁସ୍ତକ ଦିଆଯିବା ନେଇ ସୋମବାର ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ।ପାଠ୍ୟ ପୁସ୍ତକ ତ୍ରୁଟି ଘଟଣା ପ୍ରତିକ୍ରିୟା ରଖି ଏହା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ!-->…
ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର; ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ବେତନଟୀ ଜଗନ୍ନାଥ ମନ୍ଦିର ନିକଟ ଶୁଖିଲାହାର ମହୁଲିଆ ଠାରେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର । ପାରିପାର୍ଶ୍ବିକ ସ୍ଥିତିରୁ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତ ମହିଳା ଜଣକ ବେତନଟୀ ଥାନା ଅଞ୍ଚଳର ବୋଲି!-->…
ରଥଖଳାରେ ଅଘଟଣ: ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିଲେ ଭକ୍ତ
ଭୁବନେଶ୍ୱର (ରାଜ୍ୟକାହାଣୀ )ଆଜି ପବିତ୍ର ସ୍ନାନପୂର୍ଣ୍ଣିମା । ମର୍ତ୍ତ୍ୟ ବୈକୁଣ୍ଠ ପୁରୀରେ ଭକ୍ତି ଓ ଆସ୍ଥାର ଅପୂର୍ବ ସଙ୍ଗମ ଦେଖିବାକୁ ମିଳିଛି । ସ୍ନାନବେଦିରେ ବିରାଜମାନ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦିବ୍ୟ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ!-->…
ରାହୁଲ ଗାନ୍ଧିଙ୍କ ସେକ୍ରେଟାରୀ କହି ଲୁଟିନେଲେ ୧୦ ଲକ୍ଷ ଟଙ୍କା
ହରିଆଣାର ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ସହ ଘଟିଛି ଚମକାଇଦେବା ଭଳି ଠକେଇ। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ବ୍ୟକ୍ତିଗତ ସେକ୍ରେଟାରୀ କନିଷ୍କ ସିଂଙ୍କ ନାଁରେ ଫେକ୍ କଲ୍ କରି ଠକମାନେ ୧୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ହରିୟାଣା ପ୍ରଦେଶ କଂଗ୍ରେସ କମିଟିର!-->…
ନୋଏଡାରେ ଏସି ବିସ୍ଫୋରଣ ଯୋଗୁଁ ଭୟଙ୍କର ଅଗ୍ନିକାଣ୍ଡ
ସୋମବାର ନୋଏଡାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସେକ୍ଟର ୧୧୯ ସ୍ଥିତ ଅରଣ୍ୟ ସୋସାଇଟିର ୨୨ତମ ମହଲାରେ ଥିବା ଏକ ଫ୍ଲାଟରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳକୁ ଛଅଟି ଦମକଳ ବାହିନୀ ପହଞ୍ଚିଛି।ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ପ୍ରଥମେ ଫ୍ଲାଟରୁ ଧୂଆଁ ବାହାରୁଥିବା!-->…