Browsing Category
ଆଜିର ଖବର
କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ଆସିଲା ଏସଓପି
ଭୁବନେଶ୍ଵର( ରାଜ୍ୟ କାହାଣୀ )କେଜିରୁ ପିଜି ମାଗଣା ଶିକ୍ଷା ବ୍ୟବସ୍ଥାକୁ ନେଇ SOP ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।ସେ କହିଛନ୍ତି, ଏହି ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ସରକାର ସ୍ବତନ୍ତ୍ର SOP ଜାରି କରିଛନ୍ତି । ଆର୍ଥିକ ଅନଗ୍ରସର ଯେପରି ଉଚ୍ଚଶିକ୍ଷାରୁ!-->…
କୋଭିଡ୍ ସ୍ଥିତି ନେଇ ବଡ଼ ବୈଠକ , ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା
ଭୁବନେଶ୍ୱର ( ରାଜ୍ୟ କାହାଣୀ )କୋଭିଡ୍ ସ୍ଥିତିକୁ ନେଇ ରାଜ୍ୟରେ ଆରମ୍ଭ ହୋଇଛି ଉଚ୍ଚସ୍ତରୀୟ ବୈଠକ । ଲୋକସେବା ଭବନରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ରାଜ୍ୟର ବର୍ତ୍ତମାନ କୋଭିଡ୍ ସ୍ଥିତି, ପ୍ରସ୍ତୁତି ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା!-->…
ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ରାଜନୀତି ଜୋର
ଭୁବନେଶ୍ୱର ( ରାଜ୍ୟ କାହାଣୀ )ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ଆଜି ସକାଳେ ପ୍ରାୟ ୧୦ଟା ସମୟରେ ସେ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ବାହାରିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଏହି ଗସ୍ତ ସମ୍ପୁର୍ଣ୍ଣ ବ୍ୟକ୍ତିଗତ!-->…
ଜାହାଜ ଉପରକୁ ମିଶାଇଲ ମାଡ଼ କଲା ଇରାନ୍, ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ
ହର୍ମୁଜରେ ଘନେଇଲାଣି ମହାସଙ୍କଟ। ବିପଦରେ ଭାରତୀୟ ନାବିକ। ୟୁଏଇ (UAE)ର ଦୁଇଟି ତେଲ ଟ୍ୟାଙ୍କର ଉପରେ ଇରାନ ପକ୍ଷରୁ ମିସାଇଲ୍ ମାଡ଼ କରାଯାଇଛି। ଏହି ଭୟଙ୍କର ଆକ୍ରମଣରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । UAE ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା!-->…
ଆସନ୍ତା୨୪ ଘଣ୍ଟାରେ ଲଘୁଚାପ ସମ୍ଭାବନା, ଆଜିଠୁ ୫ ଦିନ ପ୍ରବଳ ବର୍ଷା
ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ବିଜୁଳି ନେଇ ଆଜି ଓ ଆସନ୍ତାକାଲି ପାଇଁ ୩୦ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି । ଆଜି କନ୍ଧମାଳ ପାଇଁ ଅରେଞ୍ଜ ୱାଣ୍ଣିଂ ଜାରି ହୋଇଥିବା ବେଳେ ବାକି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବାଂଲାଦେଶ!-->…
ଆଜି ମହାପ୍ରଭୁଙ୍କ ପବିତ୍ର ନବଯୌବନ ଦର୍ଶନ
ଦିନକ ପରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ଦୀର୍ଘ ୧୪ ଦିନ ପରେ ମହାପ୍ରଭୁଙ୍କୁ ଦେଖିବାର ସୁଯୋଗ ମିଳିବ । ହେଲେ ଭକ୍ତଙ୍କୁ ଅଧିକ ସମୟ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ଦେବନି ପ୍ରଶାସନ । ସ୍ୱଳ୍ପ ସମୟ ନିମନ୍ତେ ଭକ୍ତଙ୍କୁ!-->…
ଆସନ୍ତା ୧୯ ତାରିଖରେ ହେବ ମହାପ୍ରଭୁଙ୍କ ଅଙ୍ଗଲାଗି ଗହଣାର ଗଣତି
ଆସନ୍ତା ୧୯ ତାରିଖରେ ହେବ ମହାପ୍ରଭୁଙ୍କ ଅଙ୍ଗଲାଗି ଗହଣାର ଗଣତି । ରଥଯାତ୍ରା ପରେ ଶ୍ରୀମନ୍ଦିରରେ ଥିବା ଅଙ୍ଗଲାଗି ଗହଣାର ଗଣତିମଣତି କରାଯିବ । ଏନେଇ ରତ୍ନଭଣ୍ଡାର କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଗତ ମେ ୨୩ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ସୁନା-ଗହଣା ଓ ମୂଲ୍ୟବାନ ଜିନିଷ ଗଣତି!-->…
ଭୂଦାନ ଜମି କାରବାରରେ ସରକାରଙ୍କ କଡ଼ା କଟକଣା
ଭୁବନେଶ୍ୱର ( ରାଜ୍ୟ କାହାଣୀ )ଭୂଦାନ ଜମି କାରବାରରେ ଜମି ବଣ୍ଟନ ଓ ରେକର୍ଡରେ ନାଁ ଚଢ଼ାଇବା ପ୍ରକ୍ରିୟା ସ୍ଥଗିତ। ପୂର୍ବରୁ ରେକର୍ଡ ହୋଇଥିବା ଜମି ହସ୍ତାନ୍ତର ଉପରେ ବି ରୋକ୍ । ଭୂଦାନ ଜମି ବଣ୍ଟନରେ ଅନିୟମିତତା ଓ ଆଇନଗତ ଜଟିଳତା ରୋକିବା ପାଇଁ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି ।!-->…
ସରକାରୀ ବ୍ୟାଙ୍କମାନଙ୍କ ବଡ଼ ନିଷ୍ପତ୍ତି; ଦେଶବ୍ୟାପୀ ହଟିବ ୧୫,୦୦୦ ପୁରୁଣା ATM
ଦେଶର ସରକାରୀ ବ୍ୟାଙ୍କ (PSU Banks) ନିଜ ନେଟୱର୍କରୁ ପ୍ରାୟ ୧୫,୦୦୦ ପୁରୁଣା ଏବଂ ଧୀର ଗତିର ଏଟିଏମ୍ (ATM) ହଟାଇବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେଗୁଡ଼ିକୁ ଅତ୍ୟାଧୁନିକ କ୍ୟାସ୍ ରିସାଇକ୍ଲର୍ ମେସିନ୍ (CRM) ଦ୍ୱାରା ବଦଳାଇବେ।ଦି ଇକୋନୋମିକ୍ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ,!-->…
ଛୋଟ ବ୍ୟବସାୟୀଙ୍କ ପାଇଁ ଆସିବ ୧୦ କେଜିଆ ଗ୍ୟାସ୍ ସିଲିଣ୍ଡର, ପ୍ରସ୍ତୁତିରେ ସରକାରୀ ତୈଳ କମ୍ପାନୀ
ଛୋଟ ବ୍ୟବସାୟୀଙ୍କ ପାଇଁ ଖୁବ ଶୀଘ୍ର ଆସିବ ୧୦ କିଲୋଗ୍ରାମର ହାଲକା କମ୍ପୋଜିଟ୍ ଏଲପିଜି ସିଲିଣ୍ଡର | ଯାହା ଦ୍ୱାରା ଛୋଟ ବ୍ୟବସାୟୀ, ଷ୍ଟ୍ରିଟ୍ ଫୁଡ୍ ବିକ୍ରେତା, ଛାତ୍ର, ଭଡାରେ ରହୁଥିବା ଲୋକେ ଏବଂ ପ୍ରବାସୀ ଶ୍ରମିଙ୍କ ପାଇଁ ରୋଷେଇ ଗ୍ୟାସ୍ ବ୍ୟବହାର ପୂର୍ବ ତୁଳନାରେ ଆହୁରି ସହଜ!-->…