Browsing Category

ଆଜିର ଖବର

ପହଲଗାମ ଆତଙ୍କୀ ଆକ୍ରମଣ ମାମଲା: ହାଫିଜ୍ ସଇଦ ବିରୋଧରେ ଜାମିନବିହୀନ ୱାରେଣ୍ଟ ଜାରି

ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ ବଡ଼ ପଦକ୍ଷେପ ନେଇଛି ଜାତୀୟ ତଦନ୍ତ ସଂସ୍ଥା (NIA)। ଜମ୍ମୁସ୍ଥିତ ସ୍ୱତନ୍ତ୍ର NIA କୋର୍ଟ ପାକିସ୍ତାନ ଭିତ୍ତିକ ଲସ୍କର-ଏ-ତୈବାର ମୁଖ୍ୟ ହାଫିଜ୍ ସଇଦଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା (NBW) ଜାରି କରିଛନ୍ତି। ଏନଆଇଏ ପକ୍ଷରୁ ସପ୍ଲିମେଣ୍ଟାରୀ

CBSE ବୋର୍ଡର ବଡ଼ ନିଷ୍ପତ୍ତି, ଦଶମ ପାସ୍ ସାର୍ଟିଫିକେଟ୍ ପାଇଁ ତୃତୀୟ ଭାଷାରେ ପାସ୍ ହେବା ବାଧ୍ୟତାମୂଳକ

ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ତୃତୀୟ ଭାଷା ସମ୍ପର୍କରେ ନୂଆ ନିୟମ ଜାରି କରିଛି । ୨୦୨୭-୨୮ ଶିକ୍ଷାବର୍ଷରୁ ଦଶମ ପାସ୍ ସାର୍ଟିଫିକେଟ୍ ପାଇବା ପାଇଁ ତୃତୀୟ ଭାଷାର ସ୍କୁଲ୍-ଆଧାରିତ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନରେ ପାସ୍ କରିବା ବାଧ୍ୟତାମୂଳକ ହେବ । ବୋର୍ଡ ପକ୍ଷରୁ ଜାରି ସର୍କୁଲାର

ପାଠ୍ୟ ପୁସ୍ତକରେ ତ୍ରୁଟି ମାମଲା, ମନୋଜ ପାଢ଼ୀ ଗିରଫ

ଭୁବନେଶ୍ୱର ( ରାଜ୍ୟ କାହାଣୀ )ଓଡ଼ିଶା ଗଣଶିକ୍ଷା ବିଭାଗର ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଆଜି ମନୋଜ ପାଢ଼ୀଙ୍କୁ ଗିରଫ କରାଯାଇଛି । ମନୋଜ ପାଢ଼ୀ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ଥିଲେ । ପ୍ରଥମେ କ୍ରାଇମବ୍ରାଞ୍ଚ ତାଙ୍କୁ ପଚରାଉଚରା କରିବା ପରେ ଗିରଫ କରିଛି । ପୂର୍ବରୁ ନିଲମ୍ବିତ

ମେଡିସିନ ଷ୍ଟୋର ଆଗରେ ଲାଗିବ ରେଟ ଚାର୍ଟ

ଭୁବନେଶ୍ୱର ( ରାଜ୍ୟ କାହାଣୀ )ଏଣିକି ରାଜ୍ୟର ସବୁ ମେଡିସିନ ଷ୍ଟୋର ଆଗରେ ଲାଗିବ ରେଟ ଚାର୍ଟ । ସାରା ଓଡିଶା ପାଇଁ ଗୋଟିଏ ମେଡିସିନ ଦର ରହିବ । କେନ୍ଦ୍ର ୩୯ଟି ମେଡିସିନ ଦର ଧାର୍ଯ୍ୟ କରିବା ପରେ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ରସାୟନ ମନ୍ତ୍ରାଳୟ ଜାରି କରିଥିବା ତାଲିକା

୨୬ ବର୍ଷ ପରେ ଜେଲ୍‌ରୁ ମୁକୁଳିବେ ଦାରା ସିଂହ ! ଅଗଷ୍ଟ ୧୫ ସୁଦ୍ଧା ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର ( ରାଜ୍ୟ କାହାଣୀ )ଦୀର୍ଘ ୨୬ ବର୍ଷ କାଳ ଜେଲ୍ ଦଣ୍ଡ ଭୋଗିବା ପରେ ଶେଷରେ ଜେଲ୍ ପ୍ରାଚୀରରୁ ମୁକୁଳିବାକୁ ଯାଉଛନ୍ତି ବହୁଚର୍ଚ୍ଚିତ କଏଦୀ ଦାରା ସିଂହ ଓରଫ ରବୀନ୍ଦ୍ର କୁମାର ପାଲ। ଆଗାମୀ ଅଗଷ୍ଟ ୧୫ରେ ତାଙ୍କୁ ଜେଲ ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ଚଳିତ

ଗଜପତିଙ୍କୁ ବେଙ୍ଗାଳୁରୁ ଇସ୍କନର ଚିଠି: ତିଥି ଅନୁଯାୟୀ ରଥଯାତ୍ରା ପାଳନ କରିବାକୁ ପ୍ରତିଶ୍ରୁତି

ପୁରୀ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ସମର୍ଥନ କଲା ବେଙ୍ଗାଲୁରୁ ଇସ୍କନ । ନିର୍ଦ୍ଧାରିତ ତିଥିରେ ହିଁ ହେବ ରଥଯାତ୍ରା । ବେଙ୍ଗାଳୁରୁ ଇସ୍କନର ଅଧ୍ୟକ୍ଷ ମଧୁ ପଣ୍ଡିତ ଦାସ ଚିଠି ଲେଖି ସ୍ପଷ୍ଟ କରିଛନ୍ତି ଯେ, ତାଙ୍କର ଇସ୍କନ ଗ୍ରୁପ୍ ଭାରତ ଓ ବିଦେଶରେ ଶ୍ରୀଲା ପ୍ରଭୁପାଦ ଇସ୍କନ ନାମରେ

ଶିକ୍ଷକଙ୍କୁ ମାଡ଼ ଓ ଗାଳିଗୁଲଜ ଭାଇରାଲ୍ ଘଟଣା ! ଅଭିଯୁକ୍ତକୁ ଅଟକ ରଖିଲା ପୋଲିସ

ଶିକ୍ଷକଙ୍କୁ ମାଡ଼ ଓ ଗାଳିଗୁଲଜ କରିବା ପଡ଼ିଲା ମହଙ୍ଗା। ଉଠାଇଲା ପୋଲିସ୍। ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଘଟଣା ପରେ ଆକ୍ସନ୍ ମୁଡକୁ ଆସିଛି ସତ୍ୟବାଦୀ ପୋଲିସ୍। ଅଭିଯୁକ୍ତ ଜଣକ ହେଉଛନ୍ତି ସୁକଳ ଗ୍ରାମର ଅଂଶୁମାନ ବିଶ୍ୱାଳ। ସୂଚନା ଅନୁଯାୟୀ, କିଛି ଦିନ ପୂର୍ବେ ବିଦ୍ୟାଳୟର ଖେଳ

ବହି ବିଭ୍ରାଟ ମାମଲା, SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ

ଭୁବନେଶ୍ୱର ( ରାଜ୍ୟ କାହାଣୀ )ବହୁ ଚର୍ଚ୍ଚିତ ବହି ବିଭ୍ରାଟ ମାମଲାରେ SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଅଟକ ରଖିଛି କ୍ରାଇମବ୍ରାଞ୍ଚ। DSP ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ତଦନ୍ତକାରୀ ଟିମ୍ ମନୋଜଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେ SCERT ନିର୍ଦ୍ଦେଶକ ଥିବା ବେଳେ ବହି

କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ଆସିଲା ଏସଓପି

ଭୁବନେଶ୍ଵର( ରାଜ୍ୟ କାହାଣୀ )କେଜିରୁ ପିଜି ମାଗଣା ଶିକ୍ଷା ବ୍ୟବସ୍ଥାକୁ ନେଇ SOP ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।ସେ କହିଛନ୍ତି, ଏହି ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ସରକାର ସ୍ବତନ୍ତ୍ର SOP ଜାରି କରିଛନ୍ତି । ଆର୍ଥିକ ଅନଗ୍ରସର ଯେପରି ଉଚ୍ଚଶିକ୍ଷାରୁ

କୋଭିଡ୍ ସ୍ଥିତି ନେଇ ବଡ଼ ବୈଠକ , ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା

ଭୁବନେଶ୍ୱର ( ରାଜ୍ୟ କାହାଣୀ )କୋଭିଡ୍ ସ୍ଥିତିକୁ ନେଇ ରାଜ୍ୟରେ ଆରମ୍ଭ ହୋଇଛି ଉଚ୍ଚସ୍ତରୀୟ ବୈଠକ । ଲୋକସେବା ଭବନରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ରାଜ୍ୟର ବର୍ତ୍ତମାନ କୋଭିଡ୍ ସ୍ଥିତି, ପ୍ରସ୍ତୁତି ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା