Browsing Category

ଆଜିର ଖବର

ସରକାରୀ ବ୍ୟାଙ୍କମାନଙ୍କ ବଡ଼ ନିଷ୍ପତ୍ତି; ଦେଶବ୍ୟାପୀ ହଟିବ ୧୫,୦୦୦ ପୁରୁଣା ATM

ଦେଶର ସରକାରୀ ବ୍ୟାଙ୍କ (PSU Banks) ନିଜ ନେଟୱର୍କରୁ ପ୍ରାୟ ୧୫,୦୦୦ ପୁରୁଣା ଏବଂ ଧୀର ଗତିର ଏଟିଏମ୍ (ATM) ହଟାଇବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେଗୁଡ଼ିକୁ ଅତ୍ୟାଧୁନିକ କ୍ୟାସ୍ ରିସାଇକ୍ଲର୍ ମେସିନ୍ (CRM) ଦ୍ୱାରା ବଦଳାଇବେ।ଦି ଇକୋନୋମିକ୍ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ,

ଛୋଟ ବ୍ୟବସାୟୀଙ୍କ ପାଇଁ ଆସିବ ୧୦ କେଜିଆ ଗ୍ୟାସ୍ ସିଲିଣ୍ଡର, ​ପ୍ରସ୍ତୁତିରେ ସରକାରୀ ତୈଳ କମ୍ପାନୀ

ଛୋଟ ବ୍ୟବସାୟୀଙ୍କ ପାଇଁ ଖୁବ ଶୀଘ୍ର ଆସିବ ୧୦ କିଲୋଗ୍ରାମର ହାଲକା କମ୍ପୋଜିଟ୍ ଏଲପିଜି ସିଲିଣ୍ଡର | ଯାହା ଦ୍ୱାରା ଛୋଟ ବ୍ୟବସାୟୀ, ଷ୍ଟ୍ରିଟ୍ ଫୁଡ୍ ବିକ୍ରେତା, ଛାତ୍ର, ଭଡାରେ ରହୁଥିବା ଲୋକେ ଏବଂ ପ୍ରବାସୀ ଶ୍ରମିଙ୍କ ପାଇଁ ରୋଷେଇ ଗ୍ୟାସ୍ ବ୍ୟବହାର ପୂର୍ବ ତୁଳନାରେ ଆହୁରି ସହଜ

ରାମ ମନ୍ଦିର ଦାନ ଚୋରି ମାମଲା: ଟ୍ରଷ୍ଟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

ଅଯୋଧ୍ୟା ରାମ ମନ୍ଦିରରେ ଭକ୍ତଙ୍କ ଦାନ ଅର୍ଥ ହେରଫେର ଓ ଚୋରି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ସୁପ୍ରିମକୋର୍ଟ ଏହି ମାମଲାରେ ସୋମବାର ଶୁଣାଣି କରି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ନୋଟିସ୍ ଜାରି କରିଛି। ଏକ ସପ୍ତାହ ମଧ୍ୟରେ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି କୋର୍ଟ | ସେ

ନିଜ ଜିଲ୍ଲାରେ ରହିପାରିବେନି ବନ ଅଧିକାରୀ- ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଭୁବନେଶ୍ୱର ( ରାଜ୍ୟ କାହାଣୀ )ବନ ବିଭାଗର ବଦଳି ନିର୍ଦ୍ଦେଶକୁ କେତେକ ଅଧିକାରୀ ପାଳନ କରିବାରେ ବିଳମ୍ବ କରୁଥିବା ପ୍ରସଙ୍ଗରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବଦଳି ନିର୍ଦ୍ଦେଶକୁ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ

ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଟ୍ରାକ୍ଟରରେ ସନ୍ତାନ ପ୍ରସବ କଲେ ମହିଳା

ରାସ୍ତା ନଥିବାରୁ ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ପ୍ରସବ ବେଦନାରେ ଛଟପଟ ହେଉଥିବା ଗର୍ଭବତୀଙ୍କୁ ବାଧ୍ୟ ହୋଇ ଟ୍ରାକ୍ଟରରେ ହସ୍ପିଟାଲକୁ ନିଆଯାଉଥିଲା। ହେଲେ ରାସ୍ତା ମଝିରେ ଟ୍ରାକ୍ଟର ଉପରେ ହିଁ ଜନ୍ମ ନେଲା ଏକ କନ୍ୟା ସନ୍ତାନ। ଏଭଳି ଘଟଣା ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା

ରଥଯାତ୍ରାର ସୁରକ୍ଷା ଓ ସୁଚାରୁ ପରିଚାଳନା ପାଇଁ ପୁରୀରେ ଆରମ୍ଭ ହୋଇଛି ମକ୍‌ଡ୍ରିଲ୍‌

ରଥଯାତ୍ରା ପାଇଁ ପୁରୀରେ ସୁରକ୍ଷା କଡ଼ାକଡ଼ି । ବିପର୍ଯ୍ୟୟ ପରିଚାଳନା ଓ ଜରୁରୀକାଳୀନ ସହାୟତା ଯୋଗାଇବା ପାଇଁ ମୁତୟନ ହୋଇଛନ୍ତି NDRFର ସ୍ବତନ୍ତ୍ର ଟିମ୍। ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା ସହ ପର୍ଯ୍ୟଟକଙ୍କ ସୁରକ୍ଷିତ ସ୍ନାନ ଲାଗି ସମୁଦ୍ର କୂଳରେ ନିୟୋଜିତ ହେବେ ୩ଶହରୁ ଉର୍ଦ୍ଧ୍ବ ଲାଇଫ

ଆନ୍ଧ୍ରରେ କୋଭିଡ୍ ସଂକ୍ରମଣ ! ଓଡ଼ିଶାରେ ସୀମାନ୍ତ ଜିଲ୍ଲାରେ ହାଇଆଲର୍ଟ

ଭୁବନେଶ୍ୱର ( ରାଜ୍ୟ କାହାଣୀ )ଆନ୍ଧ୍ର ପ୍ରଦେଶରେ ପୁଣି ବଢୁଛି କୋଭିଡ ସଂକ୍ରମଣ । କୋଭିଡରେ ଦୁଇ ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ସତର୍କ ହୋଇଛି ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ । ବିଶେଷକରି ଆନ୍ଧ୍ର ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ କଡା ନଜର ରଖାଯାଇଛି । ଆାଗକୁ ରଥଯାତ୍ରା । ବହୁ

ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ଆଜିଠୁ କ୍ରାଇମବ୍ରାଞ୍ଚର ‘ଅପରେସନ ଖୋଳତାଡ଼’!

ଭୁବନେଶ୍ୱର ( ରାଜ୍ୟ କାହାଣୀ )ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ଆକ୍ସନ ମୋଡ୍‌ରେ ସରକାର । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହି ମାମଲାରେ ଏଫଆଇଆର ଦେବାକୁ ଯାଇଛନ୍ତି ଏସସିଇଆରଟି ନିର୍ଦ୍ଦେଶିକା । ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟି ପଛରେ କାହାର ଭୂମିକା ରହିଛି, ତାହାର ତଦନ୍ତ କରିବ

ଆଗକୁ ଭୟଙ୍କର ତେଲ ସଙ୍କଟ ! ଅଶୋଧିତ ତେଲ ଦର ୭୯ ଡଲାର ପାର୍

ବିଶ୍ୱରେ ବଢ଼ୁଥିବା ଯୁଦ୍ଧ ଆଶଙ୍କାର ପ୍ରଭାବ ଏବେ ଅନ୍ତର୍ଜାତୀୟ ବଜାର ଉପରେ ପଡ଼ିଛି । ଅଶୋଧିତ ତେଲ ମୂଲ୍ୟରେ ହଠାତ୍ ବୃଦ୍ଧି ଦେଖାଦେଇଛି । ରିପୋର୍ଟ ଅନୁସାରେ, ଅଶୋଧିତ ତେଲ ଦରରେ ପ୍ରାୟ ୪ ପ୍ରତିଶତ ବୃଦ୍ଧି ଘଟିଛି । ଇରାନ ଉପରେ ଏୟାରଷ୍ଟ୍ରାଇକ୍ କରିଛି ଆମେରିକା । ଏହାର ଜବାବରେ ଇରାନ

ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ଆସିଥିବା ନାବାଳିକାଙ୍କୁ ବଳାତ୍କାର କଲେ ଡାକ୍ତର

ଭୁବନେଶ୍ୱର ( ରାଜ୍ୟ କାହାଣୀ )ଭଞ୍ଜନଗର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଏଭଳି ଅଭିଯୋଗ ଆସିଛି । ସୂଚନା ଅନୁସାରେ,ପୀଡ଼ିତାଙ୍କ ମା’ଙ୍କ ଏତଲା କ୍ରମେ ସ୍ଥାନୀୟ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ