Browsing Category

ଆଜିର ଖବର

ପୁଲିସ ପରିଚୟ ଦେଇ  ଠକୁଥିଲେ, ଏବେ ବାପା-ପୁଅ ଗିରଫ

ରାଜ୍ୟ କାହାଣୀ (ଭୁବନେଶ୍ଵର)ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ ।  ନିଜକୁ ପୁଲିସ ଏସ ଆଇ କହି ଲୋକଙ୍କୁ ଲଗାଉଥିଲେ ଚୂନ । କାହାକୁ କମ ଦରରେ କ୍ରିକେଟ ମ୍ୟାଚ ଟିକେଟ କରାଇ ଦେବାର ପ୍ରତିଶ୍ରୁତି ତ ଆଉ କାହାକୁ କମ ଦାମରେ ଜମି ଦେବାର ଲୋଭ ଦେଖାଉଥିଲେ । ଏଭଳି ତିନିଜଣ ଲୋକଙ୍କୁ ଠକିଥିବା

ଚିହ୍ନଟ ହେବ ଜଗନ୍ନାଥ ଜମି: ଆଇନ ମନ୍ତ୍ରୀ

ରାଜ୍ୟ କାହାଣୀ (ଭୁବନେଶ୍ଵର)ରାଜ୍ୟ ଭିତରେ ଓ ବାହାରେ ଥିବା ଜଗନ୍ନାଥ ଜମିକୁ ଅଧୀନକୁ ନେବେ ସରକାର । ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡିଛି । ପାଖାପାଖି ୩୬ ହଜାର ଏକର ଜମିରୁ ୨୫ରୁ ୨୬% ଜମି ଦଖଲରେ ରହିଛି । ଲମ୍ବା ସମୟ ଧରି ରହୁଥିବା ଲୋକଙ୍କୁ

ବେଙ୍ଗାଲୁରୁ ବଦଳରେ ଅହମ୍ମଦାବାଦରେ ଆଇପିଏଲ୍‌ ଫାଇନାଲ

ଚଳିତ ଆଇପିଏଲର ପ୍ଲେ-ଅଫ୍ କ୍ରୀଡ଼ାସୂଚୀ ଓ ଭେନ୍ୟୁ ଘୋଷଣା କରାଯାଇଛି । ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍ରୁ ଫାଇନାଲ୍ ମ୍ୟାଚକୁ ଅହମ୍ମଦାବାଦକୁ ସ୍ଥାନାନ୍ତରିତ କରାଯାଇଛି । ନିୟମ ଅନୁଯାୟୀ ଡିଫେଣ୍ଡିଂ ଚାମ୍ପିଅନ୍ ଦଳକୁ ପରବର୍ଷ ଫାଇନାଲ୍ ମ୍ୟାଚ ଆୟୋଜନ କରିବାର ଅଧିକାର ପ୍ରଦାନ କରାଯାଇଥାଏ । ଗତ

ବିହାରରେ କ୍ୟାବିନେଟ୍ ସମ୍ପ୍ରସାରଣ: ନିଶାନ୍ତଙ୍କ ସମେତ ୩୨ ଜଣ ମନ୍ତ୍ରୀ ଶପଥ ନେଲେ

ବିହାର ରାଜନୀତିରେ ଆଜି ଏକ ବଡ଼ ଦିନ । ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ନେତୃତ୍ୱାଧୀନ ନୂତନ ସରକାରର ଆଜି ପ୍ରଥମ କ୍ୟାବିନେଟ୍ ବିସ୍ତାର ହୋଇଛି। ୩୨ ନୂଆ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ଏନ୍‌ଡିଏର ଛୋଟ ସହଯୋଗୀ ଦଳ ଚିରାଗ ପାଶୱାନଙ୍କ ଲୋକ ଜନଶକ୍ତି ପାର୍ଟି

ସହରାଞ୍ଚଳ ଗୁଡ଼ିକରେ ବର୍ଷା ଦିନ ପୂର୍ବରୁ ପ୍ରସ୍ତୁତ ରହିବା ପାଇଁ ଏସଓପି ଜାରି କଲା ନଗର ଉନ୍ନୟନ ବିଭାଗ

ରାଜ୍ୟ କାହାଣୀ (ଭୁବନେଶ୍ଵର)ସହରାଞ୍ଚଳ ଗୁଡ଼ିକରେ ବର୍ଷା ଦିନ ପୂର୍ବରୁ ପ୍ରସ୍ତୁତ ରହିବା ପାଇଁ ଏସଓପି ଜାରି କଲା ନଗର ଉନ୍ନୟନ ବିଭାଗ ।ଓଡ଼ିଶା ସରକାର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULB) ପାଇଁ ସହରାଞ୍ଚଳ ବନ୍ୟା ବିରୋଧରେ କଠୋର ପ୍ରତିରୋଧକ ଏବଂ ପ୍ରତିକ୍ରିୟା ବ୍ୟବସ୍ଥା ଗ୍ରହଣ

ବୃଦ୍ଧ ଘରେ ଚଳାଇଥିଲେ ଦେହ ବେପାର, ୨ ଦେହଜୀବୀ ଉଦ୍ଧାର

ଅନୁଗୁଳ ସହରର ସୌଭାଗ୍ୟନଗରର ଏକ ଘରେ ସେକ୍ସ ରାକେଟ୍ ଠାବ ହୋଇଛି ।ଜଣେ ବୃଦ୍ଧ ନିଜ ଘରେ ବେଧଡ଼କ ଭାବେ ଚଳାଇଥିଲେ ଏହି ଅନୈତିକ କାରବାର । ପୋଲିସ ଚଢାଉ କରି ସବୁ ଘଟଣାର ପର୍ଦ୍ଦାଫାସ କରିଛି । ଏହାସହ ଏହି ଘଟଣାରେ କିଛି ଲୋକଙ୍କୁ ଅଟକ ରଖିଛି ପୋଲିସ ।ସେକ୍ସ ରାକେଟ୍ ଚଳାଇଥିବା ବୃଦ୍ଧ ଘରେ

NEET ପରୀକ୍ଷାରେ କମ ନମ୍ବର ସନ୍ଦେହ କରି ଜୀବନ ହାରିଲେ ଛାତ୍ର

ରାଜ୍ୟ କାହାଣୀ (ଭୁବନେଶ୍ଵର)NEET ପରୀକ୍ଷାରେ କମ ନମ୍ବର ସନ୍ଦେହ କରି ଜୀବନ ହାରିଲେ ଛାତ୍ର। ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିଡିହି ଥାନା ଅଞ୍ଚଳରେ।ଘରେ କେହି ନ ଥିବାର ସୁଯୋଗ ନେଇ ଆତ୍ମହତ୍ୟା କରିଛନ୍ତି ଯୁବକ ।ସୂଚନା ଅନୁଯାଇ ଭଦ୍ରକ ଜ଼ିଲ୍ଲାପାଳଙ୍କ ଅଫିସ ସମୁଖରେ ଚା ଦୋକାନ କରିଥିବା

ମ୍ୟାଜିକ୍ ନମ୍ବର ପାଇଁ ସଂଗ୍ରାମ, ବିଜୟଙ୍କୁ ରୋକିବେ କି DMK-AIADMK?

ତାମିଲନାଡ଼ୁ ରାଜନୀତିକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ସର୍ବବୃହତ ଦଳ ଭାବେ ଉଭା ହୋଇଥିବା ଥାଲାପତି ବିଜୟଙ୍କ ଦଳ ଟିଭିକେ ସରକାର ଗଢିବା ପାଇଁ ପ୍ରସ୍ତୁତି ଚଳାଇଥିଲେ ହେଁ ମ୍ୟାଜିକ ନମ୍ବର ଅଦ୍ୟାବଧି ଯୋଗାଡ଼ କରି ପାରି ନାହାନ୍ତି।ଆଜି ହୋଇପାରିବନି TVK ମୁଖ୍ୟ ଥଲାପତି ବିଜୟଙ୍କ ଶପଥ ଗ୍ରହଣ

ଏଣିକି ସପ୍ତାହେ ଭିତରେ ପ୍ଲାନ୍ ଆପ୍ରୁଭାଲ୍, ଫାଇଲ୍ ଅଟକାଇଲେ ଫାଇନ୍

ରାଜ୍ୟ କାହାଣୀ ( ଭୁବନେଶ୍ଵର)ଘର କରିବାକୁ ପ୍ଲାନ ଆପ୍ରୁଭାଲ ପାଇଁ ଆଉ ମାସ ମାସ ଧରି ଅଟକିବନି ଫାଇଲ। ସପ୍ତାହେ ଭିତରେ ହେବ କାମ। ପ୍ଲାନ ଆପ୍ରୁଭାଲ ପାଇଁ ସୁଯୋଗ ଆପ୍ ରେ ଆବେଦନ କରି ଦୀର୍ଘ ଦିନ ଧରି ଲୋକଙ୍କୁ ଅପେକ୍ଷା କରିବାକୁ ପଡୁଥିଲା। ଏଣିକି ସପ୍ତାହରୁ ଅଧିକ ଦିନ ଅଫିସରଙ୍କ ପାଖରେ ଆଉ

ଶୁଭେନ୍ଦୁ ଅଧିକାରୀଙ୍କ ପିଏକୁ ଗୁଳି କରି ହତ୍ୟା।  ମୁହଁ ଖୋଲିଲେ ଶୁଭେନ୍ଦୁ

ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ନିର୍ୱାଚନୀ ବିଜୟ ମଧ୍ୟରେ, ଏକ ଚାଞ୍ଚଲ୍ୟକର ଅପରାଧ ଘଟିଛି। ଏହି ଘଟଣାରେ, ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ, ଘଟଣାରେ ସମ୍ପୃକ୍ତ ଜଣେ ବି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ। ଶୁଭେନ୍ଦୁ