Browsing Category
ଆଜିର ଖବର
ପଥର ଖୋଲରେ ଫସିଥିବା ନାବାଳକ ଉଦ୍ଧାର
ନୟାଗଡ ଜିଲ୍ଲାର କାଣିପଡା ଜଙ୍ଗଲକୁ ମହୁ ସଂଗ୍ରହ ପାଇଁ ଯାଇଁ ଯାଇଥିବା ବେଳେ ପଥର ସନ୍ଧିରେ ନାବାଳକର ମୁଣ୍ଡ ରହିଯାଇଥିଲା । ଦୀର୍ଘ ୫ ଘଣ୍ଟା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କରିଛନ୍ତି । ନାବାଳକର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବା ପାଇଁ ଡାକ୍ତରଖାନାକୁ ନିଆଯାଇଛି । ସୂଚନା!-->…
ଓଡ଼ିଶା ପାଇଁ ମୋଦିଙ୍କ ଗ୍ୟାରେଣ୍ଟି କାର୍ଯ୍ୟକାରୀ କରିବାକୁ ସଂପୂର୍ଣ୍ଣ ନିଶା ନିବାରଣ ଲାଗୁ ହେଉ
ଭୁବନେଶ୍ୱର ( ରାଜ୍ୟ କାହାଣୀ)ଓଡ଼ିଶାକୁ ନିଶାମୁକ୍ତ କରିବା ପାଇଁ ୨୦୨୪ ନିର୍ବାଚନ ସମୟରେ ଓଡ଼ିଶାବାସୀଙ୍କୁ ଯେଉଁ ଗ୍ୟାରେଣ୍ଟି ଦିଆଯାଇଥିଲା ତାହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ରାଜ୍ୟରେ ସରକାର ଗଠନର ଦୁଇବର୍ଷ!-->…
ସରକାର ଗଠନ ପାଇଁ ଦାବି କଲେ ଟିଭିକେ ମୁଖ୍ୟ ବିଜୟ, ୧୧୮ ବିଧାୟକଙ୍କ ହସ୍ତାକ୍ଷର ପତ୍ର ଆଣିବାକୁ କହିଲେ ରାଜ୍ୟପାଳ
ବୁଧବାର ଦିନ ତାମିଲନାଡୁ ରାଜନୀତିରେ ଏକ ବଡ଼ ମୋଡ଼ ଦେଖିବାକୁ ମିଳିଛି । ସୁପରଷ୍ଟାର ଥଲାପତି ବିଜୟଙ୍କ ଦଳ ଟିଭିକେକୁ ସରକାର ଗଠନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଖୋଲା ସମର୍ଥନ ମିଳିଛି । ତାମିଲନାଡୁର ୨୩୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୧୦୮ ଆସନ ଜିତି ଏକକ ବୃହତ ଦଳ ଭାବରେ ଉଭା!-->…
CCTV ସର୍ଭିଲାନସରେ ରହିବ ଉତ୍ତରାରୁ ବଡ଼ଦାଣ୍ଡ
ରାଜ୍ୟ କାହାଣୀ (ଭୁବନେଶ୍ଵର)ରଥଯାତ୍ରା ପାଇଁ ପ୍ରସ୍ତୁତି ଜୋର୍ ସୋରରେ । ଆସନ୍ତା ମେ ୮ ତାରିଖରେ ହେବ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ। ଏଥିରେ ଆର୍ ଡି ସି ସୁଧାଂଶୁ ସାମଲ ଦେବେ ଟିପ୍ସ ଓ ଟାସ୍କ । ଶ୍ରଦ୍ଧାଳୁଙ୍କ ଗମନାଗମନ ସୁବିଧା ପାଇଁ ହୋଇଛି ବ୍ୟବସ୍ଥା। ଅଟୋ ଟୋଟୋ ପାଇଁ ପ୍ରସ୍ତୁତ!-->…
ହିଞ୍ଜିଳି ହତ୍ୟାକାଣ୍ଡ ଘଟଣା। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ
ରାଜ୍ୟ କାହାଣୀ (ଭୁବନେଶ୍ଵର)ହିଞ୍ଜିଳି ଥାନା ଖରିଡା ଗାଁରେ ହତ୍ୟାକାଣ୍ଡ ଘଟଣା। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।ଚିଠିରେ ଉଲ୍ଲେଖ କରି କହିଛନ୍ତି, ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ । ମୋ ନିର୍ବାଚନୀ ମଣ୍ଡଳୀ ହିଞ୍ଜିଳି ଅନ୍ତର୍ଗତ!-->…
ଭଉଣୀ କଙ୍କାଳ ବୋହି ପୁଣି ଶୁଦ୍ଧି ହେଲେ ଜିତୁ ମୁଣ୍ଡା
ରାଜ୍ୟ କାହାଣୀ ( ଭୁବନେଶ୍ଵର)ଭଉଣୀ କଙ୍କାଳ ବୋହି ପୁଣି ଶୁଦ୍ଧି ହେଲେ ଜିତୁ ମୁଣ୍ଡା । ଜାତି ସମାଜର ରୋଷ ଶିକାର ପରେ ଶୁଦ୍ଧି ହୋଇଛନ୍ତି । କଙ୍କାଳ ବୋହି ଥିବାରୁ ପୁଣି ସୁଦ୍ଧି ପାଇଁ ଗାଁ ଭାଇ ମାନେ ଜିଦ ଧରି ବସିଥିଲେ । ସେଥିପାଇଁ ଗାଁରେ ଜାତି ରୀତି ନୀତି ଅନୁସାରେ ଶୁଦ୍ଧି କାର୍ଯ୍ୟ!-->…
ଓଡ଼ିଶା ସ୍ୱାଭିମାନ ମଞ୍ଚ:ପ୍ରଚ୍ଛଦ ପଟରେ ନବୀନ?
ଭୁବନେଶ୍ଵର ( ରାଜ୍ୟ କାହାଣୀ): ଓଡ଼ିଶା ସ୍ୱାଭିମାନ ପଛରେ କିଏ? ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ନା କଂଗ୍ରେସ? କାରଣ ସ୍ୱାଭିମାନ ମଂଚର ଆହ୍ବାନ ଦେଇଥିବା ସାମ୍ୱାଦିକ ସୁଧାଂଶୁ ପାତ୍ର ଜଣେ ସମାଜବାଦ ବିଚାରଧାରାରେ ବିଶ୍ୱାସ କରନ୍ତି। ଯିଏ କି ପୂର୍ବରୁ ନବୀନ ସରକାରଙ୍କ ବିଭିନ୍ନ କାମକୁ!-->…
୩୮କୁ ବଢ଼ିବ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା, କେନ୍ଦ୍ର କ୍ୟାବିନେଟରେ ପ୍ରସ୍ତାବ ଗୃହୀତ
ସୁପ୍ରିମକୋର୍ଟରେ ବଢ଼ିବେ ବିଚାରପତି । କେନ୍ଦ୍ର କ୍ୟାବିନେଟର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସୁପ୍ରିମକୋର୍ଟର କ୍ଷମତା ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ପ୍ରଧାନ ବିଚାରପତିଙ୍କୁ ବାଦ ଦେଇ ବିଚାରପତିଙ୍କ ସଂଖ୍ୟା ୩୩ରୁ ୩୭କୁ ବୃଦ୍ଧି କରିବା ପାଇଁ!-->…
ହର୍ମୁଜ୍ରେ ଆଉ ଜାହାଜକୁ ସୁରକ୍ଷା ଦେବ ନାହିଁ ଆମେରିକା
ଆମେରିକା-ଇରାନ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ପାଇଁ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।ସେ ନୌସେନା ଅଭିଯାନ “ପ୍ରୋଜେକ୍ଟ ଫ୍ରିଡମ୍”କୁ ଅସ୍ଥାୟୀ!-->…
ରାଜ୍ୟରେ ଖୁବ୍ଶୀଘ୍ର ଆରମ୍ଭ ହେବ ଏସ୍ଆଇଆର୍, ୨୦.୮୫ ଲକ୍ଷ ଭୋଟରଙ୍କ ମ୍ୟାପିଂ ବାକି
ରାଜ୍ୟ କାହାଣୀ ( ଭୁବନେଶ୍ଵର)ରାଜାରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ବା ଏସଆଇଆର । ଏପ୍ରିଲ ମାସରେ ଘୋଷଣା ହେବାକୁ ଥିବା ଏସଆଇଆର ପ୍ରକ୍ରିୟା ଚଳିତ ମାସର କୌଣସି ଦିନ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇବ ।ଏସ୍ଆଇଆର୍ ଆରମ୍ଭ ପୂର୍ବରୁ ଭୋଟରଙ୍କ!-->…