ଟିଭିକେ ବିଜୟ ପରେ ଥଲାପତିଙ୍କ ଘରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ
ତାମିଲନାଡୁରେ ଶାସକ ଡିଏମକେକୁ ବଡ଼ ଝଟକା ଲାଗିଛି।ରାଜ୍ୟର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ହାରି ଯାଇଛନ୍ତି। ତାଙ୍କୁ ହରାଇଛନ୍ତି ଟିଭିକେ ପ୍ରାର୍ଥୀ ଭିଏସ୍ ବାବୁ। କୋଲାଥୁର ଆସନରୁ ଟିଭିକେ ପ୍ରାର୍ଥୀ ଭିଏସ୍ ବାବୁଙ୍କ ଠାରୁ ୯ ହଜାର ଭୋଟ୍ରେ ହାରିଯାଇଛନ୍ତି ଡିଏମ୍କେ!-->…