ଚାପରୁ ମୁକୁଳି ପାରୁନାହାନ୍ତି ଓରାଙ୍ଗଉଟାନ: ଓପନ ଏନକ୍ଲୋଜରକୁ ହୋଇପାରନ୍ତି ସ୍ଥାନାନ୍ତର
ଭୁବନେଶ୍ୱର (ରାଜ୍ୟ କାହାଣୀ )ଚିନ୍ତାଗ୍ରସ୍ତ ଥିବା ଓରାଙ୍ଗଉଟାନ୍ଙ୍କୁ ଜଙ୍ଗଲ ଭଳି ପରିବେଶରେ ରଖିବା ପାଇଁ ଚିନ୍ତା କରୁଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ପ୍ରାକୃତିକ ବାତାବରଣରେ ଓରାଙ୍ଗଉଟାନ୍ ରହିବା ଦ୍ବାରା ସେମାନଙ୍କ ଚାପ ହ୍ରାସ ପାଇପାରେ ବୋଲି କଳନା କରାଯାଉଛି । କାଚ ଘରେ!-->…