ରାଜ୍ୟରେ ୧୦ ଯାଏ  ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ରାଜ୍ୟ କାହାଣୀ (ଭୁବନେଶ୍ଵର)ଆସନ୍ତା ୧୦ ତାରିଖ ଯାଏ ରାଜ୍ୟରେ ତାତି କମ୍ ରହିବ। ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା,

ଓଡ଼ିଶା HSC ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ ମେ ୮ ରୁ ଆରମ୍ଭ

ମାଟ୍ରିକ ସପ୍ଳିମେଣ୍ଟାରୀ ପରୀକ୍ଷା ପାଇଁ ୮ ତାରିଖରୁ ଆରମ୍ଭ ହେବ ଫର୍ମ ପୂରଣ। ମେ ମାସ ୧୮ ତାରିଖ ଯାଏଁ ଫର୍ମ ଫିଲପ ପ୍ରକ୍ରିୟା ଚାଲିବ। ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପାଇଁ ଅନଲାଇନରେ ହେବ ଫର୍ମ ପୂରଣ । ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ www.bseodisha.ac.in ରେ

ଡ୍ରାଇଭିଂ ଲାଇସେନ୍ସ ଓ ଗାଡ଼ି ଫିଟନେସ୍ ପ୍ରଦାନ ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରିବାକୁ ଆରଟିଓଙ୍କୁ ନିର୍ଦ୍ଦେଶ

ରାଜ୍ୟ କାହାଣୀ (ଭୁବନେଶ୍ଵର)ସଡ଼କ ଦୁର୍ଘଟଣା ହ୍ରାସ ଉପରେ ପ୍ରାଧାନ୍ୟ ଦେଇଛନ୍ତି ସରକାର ।ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ନିଜ ନିଜ ଜିଲ୍ଲା ଅନୁଯାୟୀ ଆବଶ୍ୟକୀୟ ସମସ୍ତ ପଦକ୍ଷେପ ବ୍ୟାପକ ଭାବରେ ଗ୍ରହଣ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ପରିବହନ କମିସନର ଅମିତାଭ ଠାକୁର

ନିର୍ବାଚନ ହାରିବା ପରେ ମମତା ବାନାର୍ଜୀଙ୍କ ଘୋଷଣା, ଲୋକଭବନ ଯାଇ ଇସ୍ତଫା ଦେବିନି

ପଶ୍ଚିମବଙ୍ଗରେ ହାରିବା ପରେ ମମତା ବାନାର୍ଜୀ ପ୍ରେସ୍‌ କନଫରେନ୍ସ ଜରିଆରେ ଭାଜପା ଉପରେ ବର୍ଷିଛନ୍ତି। ମମତା କହିଛନ୍ତି, ଆମର କର୍ମୀମାନଙ୍କୁ ନିର୍ଯାତନା ଦିଆଯାଇଛି। ଏହି ହେରଫେର ପାଇଁ ନିର୍ବାଚନ କମିଶନ ଦାୟୀ। ସେମାନେ ସମଗ୍ର ପୋଲିସ ବାହିନୀକୁ ବଦଳାଇ ଦେଇଥିଲେ। ଆମେ ପୂର୍ବରୁ ଏପରି

ଟାଙ୍ଗିଆ ଚୋଟରେ ଗଲା ଗର୍ଭବତୀ ମହିଳାଙ୍କ ଜୀବନ

ସ୍ଵାମୀର ସାନ ଭାଇର ଟାଙ୍ଗିଆ ଚୋଟରେ ଗଲା ମହିଳାଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ହିଞ୍ଜିଳି ଥାନା କେ. ଖରିଡ଼ା ଅଞ୍ଚଳରେ। ହିଞ୍ଜିଳି ପୋଲିସ ଅଭିଯୁକ୍ତ ସାନ ଭାଇଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି।ସୂଚନା ଅନୁସାରେ, ମୃତ ମହିଳାଙ୍କ ଘର ରମ୍ବା ଥାନା ଅଗସ୍ଥି ନୁଆଗାଁରେ।

ବଙ୍ଗୋପସାଗର ଉପକୂଳରେ ମିସାଇଲ ଟେଷ୍ଟ! ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ ନେଇ ନୋଟାମ ଜାରି

ବଙ୍ଗୋପସାଗର ଉପକୂଳରେ ହୋଇପାରେ ମିସାଇଲ ପରୀକ୍ଷଣ। ଦୂରଗାମୀ ମିସାଇଲ ପରୀକ୍ଷଣ ନେଇ ନୋଟାମ ଜାରି କରାଯାଇଛି। ବଙ୍ଗୋପସାଗର ତଟବର୍ତ୍ତୀ ଧାମରାର ଅବଦୁଲ କଲାମ ଦ୍ବୀପରୁ ଭାରତୀୟ ମହାସାଗର ମଧ୍ୟରେ ୩ ହଜାର ୫୬୦ କିଲୋମିଟର ପର୍ଯ୍ୟନ୍ତ ନୋଟାମ୍ ଜାରି କରାଯାଇଛି। ଏହି ସମୟରେ କୌଣସି ବିମାନ ଚଳାଚଳ

୮ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେଡି

ରାଜ୍ୟ କାହାଣୀ (ଭୁବନେଶ୍ଵର)ବରିଷ୍ଠ ନେତାଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ଦେଲା ବିଜେଡି । ଏନେଇ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଜଣଙ୍କୁ ଉପସଭାପତି ଦାୟିତ୍ୱ ଦିଆଯାଇଥିବା ବେଳେ , ୫ ଜଣଙ୍କୁ ବରିଷ୍ଠ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଚୟନ ନେଇ ମୋହନ ମାଝୀଙ୍କୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ

ରାଜ୍ୟ କାହାଣୀ (ଭୁବନେଶ୍ଵର)ଭାରତୀୟ ଜନତା ପାର୍ଟିର ସଂସଦୀୟ ବୋର୍ଡ ମଙ୍ଗଳବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଚୟନ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଛି। ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ

ଭିଜିଲାନ୍ସ ଜାଲରେ ଅମିନ

ରାଜ୍ୟ କାହାଣୀ (ଭୁବନେଶ୍ଵର)ଭିଜିଲାନ୍ସ ଜାଲରେ ତହସିଲ ଅଫିସ ଅମିନ । ୧୫ ହଜାର ଟଙ୍କା ନେବା ବେଳେ  ଧରାପଡିଲେ ବଙ୍ଗୋମୁଣ୍ଡା ତହସିଲ ଅମିନ ନିର୍ମଳେନ୍ଦୁ କବି। ପାର୍ଟିସନ ସୁଟ୍ କେସ ବାବଦକୁ ୧୫ ହଜାର ଟଙ୍କା  ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଭାଲୁମୁଣ୍ଡାର

ସାମ୍ୱାଦିକ ସୁଧାଂଶୁ ପାତ୍ରଙ୍କ ଓଡ଼ିଶା ସ୍ୱାଭିମାନ ମଞ୍ଚ

ଭୁବନେଶ୍ଵର: ( ରାଜ୍ୟ କାହାଣୀ)ଭାରତୀୟ ରାଜନୀତିକ ମୈଦାନରୁ ଆଞ୍ଚଳିକ ଦଳସବୁ ପ୍ରଭାବ ଶୂନ୍ୟ ହେଉଥିବା ବେଳେ ଓଡ଼ିଶାରେ ଗୋଟିଏ ନୂଆ ସଂଗଠନ ଗଢ଼ା ଯାଇଛି I ଆଗାମୀ ସାତ ତାରିଖରେ ଅନୁଷ୍ଠାନିକ ଭାବେ ଉକ୍ତ ସଂଗଠନର ଜନ୍ମ ଜାତକ ବିଷୟରେ ଅବଗତ କରାଯିବ I ଲୋକଙ୍କ ସମର୍ଥନ ଆଧାରରେ ଆଗକୁ ନୂଆ