ଏମଏମଡିଆର ପ୍ରସଙ୍ଗରେ ଅର୍ଥନୈତିକ ଅବରୋଧ କରିବ ବିଜେଡି
ଭୁବନେଶ୍ୱର (ରାଜ୍ୟ କାହାଣୀ )MMDR ପ୍ରସଙ୍ଗକୁ ନେଇ ବିଜେଡିର ବଡ଼ ଘୋଷଣା । MMDR ଆଇନ ପ୍ରତ୍ୟାହାର ନକଲେ ଅର୍ଥନୈତିକ ଅବରୋଧ କରିବ ବିଜୁ ଜନତା ଦଳ । ପ୍ରେସମିଟରେ ବିଜେଡି ବିଧାୟକ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏମଏମଡିଆର ଆଇନ ପ୍ରତ୍ୟାହାର କର, ନଚେତ ଆନ୍ଦୋଳନ କରିବୁ!-->…