Browsing Category
ଆଜିର ଖବର
ଆମେରିକା-ଇରାନ ଯୁଦ୍ଧ ଶେଷ, କମିଲା ଅଶୋଧିତ ତେଲ ଦର
ଆମେରିକା-ଇରାନ ମଧ୍ୟରେ ଯୁଦ୍ଧ ଶେଷ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ମଧ୍ୟରେ ୧୪ ସୂତ୍ରୀ ବୁଝାମଣାପତ୍ର ସ୍ଵାକ୍ଷରିତ। ଉଭୟ ଦେଶର ରାଷ୍ଟ୍ରପତି ଡିଜିଟାଲ୍ ସ୍ଵାକ୍ଷର କରିଛନ୍ତି। ଯୁଦ୍ଧ ଶେଷ ଓ ହୋର୍ମୁଜ ପ୍ରଣାଳୀ ଖେଲିବା ନେଇ ଏମଓୟୁ!-->…
ଯୁଦ୍ଧର ହେଲା ଅନ୍ତ । ଆମେରିକା-ଇରାନ ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ
୧୧୧ଦିନ ପରେ ଶେଷ ହେଲା ଇରାନ-ଆମେରିକା ଯୁଦ୍ଧ । ଉଭୟ ରାଷ୍ଟ୍ର ମଧ୍ୟରେ ଡିଜିଟାଲ ଚୁକ୍ତି ସ୍ୱାକ୍ଷର ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ଇରାନ୍ ରାଷ୍ଟ୍ରପତି ୧୪ ସୁତ୍ରୀ ଏମଓୟୁ । ଉଭୟ ଦେଶ ସେମାନଙ୍କର ସାମରିକ କାର୍ଯ୍ୟକଳାପ ବନ୍ଦ କରିବାକୁ ରାଜି ହୋଇଛନ୍ତି। ଫଳରେ!-->…
ଦୁଇ ସୁନା ଲୁଟେରାଙ୍କୁ ଏନକାଉଣ୍ଟର କଲା ଅନୁଗୁଳ ପୋଲିସ୍
ଭୁବନେଶ୍ୱର (ରାଜ୍ୟକାହାଣୀ )ଅନୁଗୋଳରେ ଡବଲ୍ ଏନକାଉଣ୍ଟର। ଦୁଇ ସୁନା ଲୁଟେରାଙ୍କୁ ଏନକାଉଣ୍ଟର କଲା ଅନୁଗୋଳ ପୋଲିସ। ପୋଲିସ୍ ଗୁଳିରେ ୨ ସୁନା ଲୁଟେରା ସଚିନ୍ ଗେଜଗେ ଓ ପ୍ରକାଶ ମାଦନେ ଗୁରୁତର ଆହତ। ଦୁଇ ଅଭିଯୁକ୍ତ ହେଲେ ମହାରାଷ୍ଟ୍ରର। ସୂଚନା ଅନୁସାରେ, ଗତକାଲି ତାଳଚେର ହାଟତୋଟାଛକସ୍ଥିତ!-->…
କମିନି ତାଉ, ଖୋଲିଲା ସ୍କୁଲ
ଭୁବନେଶ୍ୱର (ରାଜ୍ୟକାହାଣୀ )ରାଜ୍ୟର ୨୦ ଜିଲ୍ଲାରେ ଖରା ଛୁଟି ଶେଷ ହେବା ସହ ଆଜିଠୁ ସ୍କୁଲ ଖୋଲିଛି । ଅନୁଗୁଳ ଜିଲ୍ଲାରେ ଗ୍ରୀଷ୍ମ ଛୁଟି ଅବଧି ବୃଦ୍ଧି କରାଯାଇଥିବା ବେଳେ ୨୨ ଜୁନରେ ଖୋଲିବ ସ୍କୁଲ । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଅନୁଗୁଳ ସୂଚନା ଦେଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାରେ!-->…
NEET ପରୀକ୍ଷା ପୂର୍ବରୁ ଭାରତରେ ଟେଲିଗ୍ରାମ୍ ବ୍ୟାନ୍: ସରକାରଙ୍କୁ ସମାଲୋଚନା କଲେ ଟେଲିଗ୍ରାମ ସିଇଓ
ଭାରତରେ ଟେଲିଗ୍ରାମ (Telegram) କୁ ସାମୟିକ ଭାବେ ବ୍ୟାନ କରାଯାଇଛି। NEET-UG ୨୦୨୬ ପୁନଃ-ପରୀକ୍ଷା ପୂର୍ୱରୁ କପି ଏବଂ ଗୁଜବ ବା ଭୁଲ ସୂଚନା ରୋକିବା ପାଇଁ କର୍ତ୍ତୃପକ୍ଷ ଏହି ପଦକ୍ଷେପ ନେଇଛନ୍ତି। ତେବେ ଏହି ମେସେଜିଂ ଆପର ପ୍ରତିଷ୍ଠାତା ତଥା ସିଇଓ (CEO) ପାଭେଲ ଦୁରୋଭ (Pavel Durov)!-->…
ପିଏମ୍ ସ୍ୱନିଧି ଯୋଜନା; ଷ୍ଟ୍ରିଟ୍ ଭେଣ୍ଡର ହିତାଧିକାରୀଙ୍କୁ ଷ୍ଟାମ୍ପ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼
ଭୁବନେଶ୍ୱର (ରାଜ୍ୟକାହାଣୀ )ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର୍ସ ଆତ୍ମନିର୍ଭର ନିଧି ଯୋଜନା ଅଧୀନରେ ମଞ୍ଜୁର ହେଉଥିବା ୩ଟି ଋଣ ପର୍ଯ୍ୟାୟରେ ଷ୍ଟାମ୍ପ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି ରାଜ୍ୟ ସରକାର । ଚୁକ୍ତିପତ୍ର ଉପରେ ଲାଗୁଥିବା ଷ୍ଟାମ୍ପ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ । ଏନେଇ ରାଜସ୍ୱ!-->…
ଶ୍ରୀମନ୍ଦିରରୁ ଜବତ ହେଲା ୩୦ ପ୍ୟାକେଟ୍ ରୁ ଅଧିକ ଅପମିଶ୍ରିତ ଘିଅ
ଭୁବନେଶ୍ୱର (ରାଜ୍ୟକାହାଣୀ )ଶ୍ରୀମନ୍ଦିର ରୋଷ ଘରକୁ ବେଆଇନ ଭାବେ ବନସ୍ପତି କମ୍ପାନୀର ନକଲି ଘିଅ ନେବା ବେଳେ ଶ୍ରୀମନ୍ଦିର ପ୍ରଶାସନ ୩୦ ପ୍ୟାକେଟ୍ ଘିଅ ଜବତ କରିଛି। ମହାପ୍ରସାଦ ପ୍ରସ୍ତୁତିରେ କେବଳ ଓମଫେଡ୍ ଘିଅ ବ୍ୟବହାର ପାଇଁ କଟକଣା ଥିବା ବେଳେ ନିୟମ ଉଲ୍ଲଂଘନ କରି ଅନ୍ୟ ବ୍ରାଣ୍ଡର ଘିଅ!-->…
ହିତାଧିକାରୀଙ୍କ ପାଖକୁ ପହଞ୍ଚିଲାଣି ଭତ୍ତା
ଭୁବନେଶ୍ୱର (ରାଜ୍ୟକାହାଣୀ )ହିତାଧିକାରୀଙ୍କ ପାଖକୁ ପହଞ୍ଚିଲାଣି ଭତ୍ତା । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।ମୁଖ୍ୟ ଶାସନ ସଚିବ କହିଛନ୍ତି, ଭତ୍ତା ସମସ୍ୟାର ସମାଧାନ ହୋଇଛି । ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ହିତାଧିକାରୀଙ୍କ ପାଖକୁ ଭତ୍ତା ରାଶି ପହଞ୍ଚିଲାଣି ।!-->…
ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକରେ ତ୍ରୁଟି । ୩ ଜଣିଆ କମିଟି ଗଠିତ, ୭ ଦିନରେ ରିପୋର୍ଟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ…
ଭୁବନେଶ୍ଵର(ରାଜ୍ୟ କାହାଣୀ) ରାଜ୍ୟ ସରକାରଙ୍କ ବିଦ୍ୟାଳୟ ପାଠ୍ୟପୁସ୍ତକରେ ପରିଲକ୍ଷିତ ହୋଇଥିବା ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି।ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଏହି ତ୍ରୁଟି ସୁଧାରିବା ପାଇଁ ତୁରନ୍ତ!-->…
ଉପବାଚସ୍ପତିଙ୍କ ନକଲି ଦସ୍ତଖତରେ ବଦଳି ଷଡ଼ଯନ୍ତ୍ରରେ ଆକ୍ସନ୍: ସରକାରୀ ଯନ୍ତ୍ରୀ ଅଟକ
ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ନକଲି ଦସ୍ତଖତରେ ବଦଳି ଷଡଯନ୍ତ୍ର! ଦୁଇ ସହକାରୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମ ଓ ମୋନାଲିସା ବେହେରାଙ୍କ ବିରୋଧରେ ରୁଜୁ ହେଲା ମାମଲା । ତଦନ୍ତ ପାଇଁ ଗଠନ ହେଲା ସ୍ୱତନ୍ତ୍ର ଟିମ। ସହକାରୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମଙ୍କୁ ଉଠାଇନେଲା ପୋଲିସ।!-->…