Browsing Category
ଆଜିର ଖବର
LPG ଉପଭୋକ୍ତାଙ୍କୁ PNGକୁ ସ୍ଥାନାନ୍ତର ପାଇଁ ସଚେତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର
ଭୁବନେଶ୍ୱର (ରାଜ୍ୟକାହାଣୀ )LPG ବଦଳରେ ପାଇପ୍ ଗ୍ୟାସ PNGକୁ ପ୍ରୋତ୍ସାହନ । ଏନେଇ ଜିଲ୍ଲାପାଳମାନଙ୍କୁ ସରକାରଙ୍କ ନିର୍ଦ୍ଦେଶ । ରାଜ୍ୟରେ ରନ୍ଧନ ଗ୍ୟାସ୍ ବ୍ୟବସ୍ଥାରେ ଆସିବାକୁ ଯାଉଛି ବଡ଼ ପରିବର୍ତ୍ତନ । ଏଣିକି ସହରାଞ୍ଚଳରେ ଘରେ ଘରେ ପାଇପ୍ ମାଧ୍ୟମରେ ପହଞ୍ଚିବ ପ୍ରାକୃତିକ ଗ୍ୟାସ୍!-->…
FSSAI ର ବଡ଼ ଖୁଲାସା,ରେଷ୍ଟୁରାଣ୍ଟରେ ରୋଷେଇରେ ବ୍ୟବହାର ହେଉଛି କଳଙ୍କି ଲାଗିଥିବା ଛୁରୀ
ରେଷ୍ଟୁରାଣ୍ଟ, ହୋଟେଲ, ଢାବା ଏବଂ ଫୁଡ ଫ୍ୟାକ୍ଟ୍ରିରେ ଖାଇବା କ୍ବାଲିଟିକୁ ନେଇ ନିୟମ କଡ଼ା ବୋକୁ ଯାଉଛି । ଆଜିକାଲି ବାହାରେ ଖାଇବା ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଗଲାଣି । ୱିକେଣ୍ଡ ହେଉ, କୌଣସି ଛୁଟିଦିନ ହେଉ କିମ୍ବା ଅଫିସ୍ କାମ ପରେ କ୍ଲାନ୍ତି ମେଣ୍ଟାଇବା ପାଇଁ, ଆମେ!-->…
ଆମେରିକା-ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ପରେ ଶସ୍ତା ହେବ କି ପେଟ୍ରୋଲ?
ଇରାନ ଏବଂ ଆମେରିକା ମଧ୍ୟରେ ଚୁକ୍ତି ହେବା ପରଠାରୁ ହିଁ ଅଶୋଧିତ ତୈଳ (କ୍ରୁଡ ଅଏଲ) ମୂଲ୍ୟରେ କ୍ରମାଗତ ହ୍ରାସ ଘଟୁଛି । କେନ୍ଦ୍ର ମନ୍ତ୍ରୀ ସୁରେଶ ଗୋପୀ ଗୁରୁବାର କହିଛନ୍ତି ଯେ, ଗ୍ଲୋବାଲ ମାର୍କେଟ (ଆନ୍ତର୍ଜାତୀୟ ବଜାର) ରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇବା ମାତ୍ରେ ତୁରନ୍ତ ଇନ୍ଧନ ଦାମ!-->…
ସିଏ ପରୀକ୍ଷା ଟପ୍ପର ହେଲେ ପଞ୍ଜାବର ନୁର୍ ସିଙ୍ଗ୍ଲା
ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାଡ୍ ଆକାଉଣ୍ଟାଣ୍ଟ ଅଫ୍ ଇଣ୍ଡିଆ ସିଏ ଫାଇନାଲ୍ ମେ ପରୀକ୍ଷା ୨୦୨୬ ରେଜଲ୍ଟ ଘୋଷଣା କରିଛି । ଆଇସିଏଆଇର ଅଫିସିଆଲ୍ ୱେବସାଇଟ୍ caresult.icai.orgରେ ରେଜଲ୍ଟ ଜାଣିପାରିବେ । ମେ ୨୦୨୬ ସେସନ୍ରେ ସାମିଲ ପରୀକ୍ଷାର୍ଥୀ ଏହି ୱେବସାଇଟ୍ରେ ନିଜ ରେଜଲ୍ଟ ଡାଉନଲୋଡ୍!-->…
ଏ ବର୍ଷ ନୁହେଁ ପିଲାଙ୍କୁ ଆଗାମୀ ବର୍ଷ ମିଳିବ ସଂଶୋଧିତ ବହି: SCERT ନିର୍ଦ୍ଦେଶିକା
ଭୁବନେଶ୍ୱର (ରାଜ୍ୟକାହାଣୀ )ରାଜ୍ୟର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠ୍ୟ ପୁସ୍ତକରେ ବ୍ୟାପକ ମୁଦ୍ରଣ ଜନିତ ତ୍ରୁଟି ଯୋଗୁ ଏ ସମ୍ପର୍କରେ କମିଟି ଗଠନ କରି ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ!-->…
ଓଡ଼ିଶାର ୭୦୭ ଦୁର୍ଗମ ଗାଁରେ ଲାଗିବ ୪ଜି ଟାୱାର
ଭୁବନେଶ୍ୱର (ରାଜ୍ୟକାହାଣୀ )ରାଜ୍ୟର ଦୁର୍ଗମ, ଆଦିବାସୀ ଓ ଟେଲିକମ୍ ସେବାରୁ ବଞ୍ଚିତ ଅଞ୍ଚଳଗୁଡ଼ିକରେ ଡିଜିଟାଲ ସଂଯୋଗକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛନ୍ତି।ଡିଜିଟାଲ ଭାରତ ନିଧି ଅନୁଦାନପ୍ରାପ୍ତ ୪ଜି ସାଚୁରେସନ ପ୍ରକଳ୍ପ ଅଧୀନରେ ରାଜ୍ୟର ୨୪ଟି ଜିଲ୍ଲାର ୭୦୭ଟି!-->…
ମମତା ବାନାର୍ଜୀଙ୍କୁ ବଡ଼ ଝଟକା : ବିଧାନସଭା ବାଚସ୍ପତିଙ୍କ ନିଷ୍ପତ୍ତିରେ ଲାଗିବନି ରୋକ୍
ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ନିଯୁକ୍ତି ମାମଲାରେ କୋଲକାତା ହାଇକୋର୍ଟ କୌଣସି ବି ଅନ୍ତରୀଣ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବାଚସ୍ପତି (ସ୍ପିକର)ଙ୍କ ନିଷ୍ପତ୍ତି ବଳବତ୍ତର ରହିବ। ଏହା ସହିତ ରାଜନୈତିକ ସମୀକରଣରେ ଏକ ନୂଆ!-->…
ପ୍ରକୃତ ଡିସଚାର୍ଜ ପେପର୍ ନଦେଲେ, ହସ୍ପିଟାଲ ଛାଡ଼ିବେନି ଚାମେଲି
ଭୁବନେଶ୍ୱର (ରାଜ୍ୟକାହାଣୀ )ପ୍ରକୃତ ଡିସଚାର୍ଜ ପେପର୍ ନଦେଲେ,ଛାଡ଼ିବେନି ହସ୍ପିଟାଲ । ଚାମେଲି ମାମଲାରେ ନୂଆ ବିବାଦ । ଆଜି ତାଙ୍କୁ ହସ୍ପିଟାଲ କର୍ତୃପକ୍ଷ, ଡିସଚାର୍ଜ କରିଛନ୍ତି କିନ୍ତୁ ଚାମେଲି ହସ୍ପିଟାଲରେ ୧୧ତାରିଖରେ ଭର୍ତ୍ତି ହୋଇଥିବାବେଳେ ଡିସଚାର୍ଜ ପେପରରେ ୧୧ତାରିଖ ବଦଳରେ!-->…
ରାଜ୍ୟରେ ପୁଣି ଥରେ ସକ୍ରିୟ ହେବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
ରାଜ୍ୟରେ ପୁଣି ଥରେ ସକ୍ରିୟ ହେବାକୁ ଯାଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା କିଛି ଦିନ ମଧ୍ୟରେ ବର୍ଷାର ପରିମାଣ ବଢ଼ିବା ସହ ଅଧିକାଂଶ ଜିଲ୍ଲାରେ ବ୍ୟାପକ ବର୍ଷା ହେବାର ସମ୍ଭାବନା ଦେଖାଦେଇଛି ।ତେବେ ମୌସୁମୀ ଓ କାଳବୈଶାଖୀ ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ଜାରି!-->…
ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଉତ୍ସବ ମୁଖର ସମ୍ବଲପୁର, ଆଜି ବିବାହ କରିବେ ଦେବ ଦମ୍ପତି
ଭୁବନେଶ୍ଵର (ରାଜ୍ୟ କାହାଣୀ )ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଉତ୍ସବ ମୁଖର ପରିବେଶ । ଦେବଦେବ ମହାଦେବ ଏବଂ ମାତା ପାର୍ବତୀଙ୍କ ପବିତ୍ର ବିବାହ ମହୋତ୍ସବ ଅନୁଷ୍ଠିତ ହେଉଛି ।ଭବ୍ୟ ବରଯାତ୍ରା, ଲୋକନୃତ୍ୟ, ରୋଷଣୀ ଓ ବାଜାର ତାଳେ ତାଳେ ଝୁମିବ ସମ୍ବଲପୁର। ଆଜି ରାତିରେ!-->…