Browsing Category

ଆଜିର ଖବର

ଆରମ୍ଭ ହେଲା ‘ଫିଟ୍ କଲେଜ ପ୍ରୋଗ୍ରାମ’! ୧୦୦ ମାର୍କର ପରଫର୍ମାନ୍ସ ଇଣ୍ଡେକ୍ସରେ ହେବ ମୂଲ୍ୟାଙ୍କନ

ଭୁବନେଶ୍ୱର (ରାଜ୍ୟକାହାଣୀ )ରାଜ୍ୟର ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଶାରୀରିକ ସୁସ୍ଥତା, ମାନସିକ ଦୃଢ଼ତା ଓ ସ୍ୱାସ୍ଥ୍ୟକର ଜୀବନଶୈଳୀକୁ ପ୍ରୋତ୍ସାହନ ଦେବା ପାଇଁ ଉଚ୍ଚଶିକ୍ଷା ବିଭାଗ ‘ଫିଟ୍ ଓଡ଼ିଶା ମିଶନ୍’ ଅଧୀନରେ ‘ଫିଟ୍ କଲେଜ ପ୍ରୋଗ୍ରାମ’ ଆରମ୍ଭ କରିଛି।ଏହି

ବର୍ଷା ପାଇଁ ଦୁଇ ପୁରୁଷଙ୍କ ମଧ୍ୟରେ ପଡ଼ିଲା ହାତଗଣ୍ଠି ! ବାହାଘର କରି ବର୍ଷାକୁ ନିମନ୍ତ୍ରଣ କରିଛନ୍ତି ଗ୍ରାମବାସୀ

ଭୁବନେଶ୍ୱର (ରାଜ୍ୟକାହାଣୀ )ବର୍ଷା ପାଇଁ ପୂର୍ବ ପରମ୍ପରା ଅନୁଯାଇ ଅଣ୍ଡିରା ବାହାଘର କରି ବର୍ଷାକୁ ନିମନ୍ତ୍ରଣ କରିଛନ୍ତି ଗ୍ରାମବାସୀ l ଏଭଳି ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ଗମ୍ଭାରୀଆ ଗାଁରେ।ସୂଚନା ମୁତାବକ, ଚଳିତ ବର୍ଷ ବର୍ଷା ଋତୁ ଆରମ୍ଭ ହୋଇ

ଡିଜିଟାଲ୍ ପେମେଣ୍ଟ ଆପ୍ ‘ଫୋନପେ’ (PhonePe) ୱାଲେଟ୍ ବ୍ୟବହାର ନ କଲେ ଦେବାକୁ ପଡ଼ିବ ୧୦୦ ଟଙ୍କା ଶୁଳ୍କ

ଯଦି ଆପଣ ଫୋନ୍-ପେ ୱାଲେଟ୍ ବ୍ୟବହାର କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। କମ୍ପାନୀ ଏହାର ଗାଇଡ୍‌ଲାଇନ୍ ବଦଳାଇ ଦେଇଛି। ଯଦି ଜଣେ ବ୍ୟବହାରକାରୀ ନିଜ ୱାଲେଟକୁ ଦୀର୍ଘ ଦିନ ଧରି ବ୍ୟବହାର କରୁ ନାହାଁନ୍ତି, ତେବେ ତାଙ୍କୁ ୧୦୦ ଟଙ୍କା ପର୍ଯ୍ୟନ୍ତ ମେଣ୍ଟେନାନ୍ସ ଫି’ ଦେବାକୁ

ଆମେରିକା-ଇରାନ ଚୁକ୍ତିନାମା ଉପରେ ଖାମନେଇଙ୍କ ପ୍ରଥମ ବିବୃତ୍ତି

ପଶ୍ଚିମ ଏସିଆରେ ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ହୋଇଥିବା ଚୁକ୍ତିକୁ ଗୁରୁବାର ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତବା ଖେମିନି ସ୍ବାଗତ କରିଛନ୍ତି । ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତାବା ଖାମନେଇ ଏକ ସ୍ୱତନ୍ତ୍ର ପୋଷ୍ଟରେ ଆମେରିକା ସହିତ ଏକ ବୁଝାମଣାପତ୍ର

NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ !

NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ ! ପରୀକ୍ଷା ହଲ୍ କୁ ଯିବା ପୂର୍ବରୁ ହେବ ବାୟୋମେଟ୍ରିକ୍ ଭେରିଫିକେସନ୍ ।ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବା ପୂର୍ବରୁ ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ବାୟୋମେଟ୍ରିକ୍ ଯାଞ୍ଚ ବା ଫିଙ୍ଗରପ୍ରିଣ୍ଟ କିମ୍ବା ଫେସିଆଲ୍ ରେକୋଗ୍ନିସନ୍ ବାଧ୍ୟତାମୂଳକ

ଟେଲିଗ୍ରାମରେ ଅସ୍ଥାୟୀ କଟକଣା ହଟାଇବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ

ଦିଲ୍ଲୀ ହାଇକୋର୍ଟ ଟେଲିଗ୍ରାମ ସମ୍ପର୍କରେ ବଡ ରାୟ ଦେଇଛନ୍ତି। କୋର୍ଟ RE-NEET ପରୀକ୍ଷା ସମ୍ପର୍କରେ ଟେଲିଗ୍ରାମ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇବା ପାଇଁ ଭାରତ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ଭାରତରେ RE-NEET ପରୀକ୍ଷା ଜୁନ୍ ୨୧ରେ ହେବାକୁ ଯାଉଛି ଏବଂ ଏହି ଅସ୍ଥାୟୀ

୫୬ ବର୍ଷରେ ପାଦ ଥାପିଲେ ରାହୁଲ ଗାନ୍ଧୀ; ବଧେଇ ଦେଲେ ମୋଦି

କଂଗ୍ରେସ ନେତା ଲୋକସଭା ସାଂସଦ ରାହୁଲ ଗାନ୍ଧୀଙ୍କର ଆଜି ଜନ୍ମଦିନ । ୫୬ ବର୍ଷରେ ପଦାର୍ପଣ କରିଛନ୍ତି ରାହୁଲ ଗାନ୍ଧୀ ।ରାହୁଲ ଗାନ୍ଧୀଙ୍କ ଜନ୍ମ ୧୯ ଜୁନ୍ ୧୯୭୦ରେ ଦିଲ୍ଲୀର ହୋଲି ଫ୍ୟାମିଲି ହସ୍ପିଟାଲରେ ହୋଇଥିଲା । ସେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏବଂ କଂଗ୍ରେସ ରାଜ୍ୟସଭା

ରାଜ୍ୟରେ ସକ୍ରିୟ ନାହିଁ ମୌସୁମୀ,୨୫ ବେଳକୁ ବଢ଼ିପାରେ ବର୍ଷାର ପରିମାଣ

ଭୁବନେଶ୍ୱର (ରାଜ୍ୟକାହାଣୀ )ଦିନରେ ପ୍ରବଳ ଗରମ ଗୁଳୁଗୁଳି। ସନ୍ଧ୍ୟା ହେଲେ ମାଡି ଆସୁଛି କଳାହାଣ୍ଡିଆ ମେଘ। ଆଗାମୀ ୩ ଦିନ ଯାଏ ଝଡ଼ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସାରା ରାଜ୍ୟକୁ ଆଲର୍ଟ ଜାରି କରାଯାଇଛି।ଚଳିତ ସପ୍ତାହ ଶେଷବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଦକ୍ଷିଣ ଓଡ଼ିଶା

ସୌମ୍ୟଙ୍କ ସମେତ ୮ରୁ ଅଧିକ କନଷ୍ଟେବଲଙ୍କୁ ଖଟାଉଥିଲେ ଦୟାଲ ଗଙ୍ଗୱାର

ଭୁବନେଶ୍ୱର (ରାଜ୍ୟକାହାଣୀ )ଖାଲି ସୌମ୍ୟ ରଞ୍ଜନଙ୍କୁ ନୁହେଁ, ୮ ଜଣ କନଷ୍ଟେବଳଙ୍କୁ ଘର କାମରେ ଲଗାଉଥିଲେ ଦୟାଲ ଗଙ୍ଗୱାର । କ୍ରାଇମବ୍ରାଞ୍ଚ ରିପୋର୍ଟରେ ହୋଇଛି ବଡ଼ ଖୁଲାସା । ସୌମ୍ୟଙ୍କୁ ମାନସିକ ନିର୍ଯାତନା ନେଇ ବାପା ମା’ଙ୍କ ଅଭିଯୋଗ ପରେ ତଦନ୍ତ ଚାଲିଥିବାବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ

ଭିଜିଲାନ୍ସ ଜାଲରେ କୋଟପାଡ଼ ଏଇଇ , ୭ ସ୍ଥାନରେ ଏକକାଳୀନ ଚଢ଼ାଉ

ଦୁର୍ନୀତି ବିରୋଧୀ ଅଭିଯାନକୁ ଆହୁରି ଜୋରଦାର କରିଛି ଭିଜିଲାନ୍ସ । କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ସତ୍ୟନାରାୟଣ ସେଠୀଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି ।ଏକକାଳୀନ ୭ଟି