Browsing Category

ଆଜିର ଖବର

ଖୁବଶୀଘ୍ର ବଜାରକୁ ଆସିବ ଓମଫେଡ୍ ପାଣି

ଭୁବନେଶ୍ୱର (ରାଜ୍ୟ କାହାଣୀ )ଖୁବ୍‌ଶୀଘ୍ର ବଜାରକୁ ଆସିବ ଓମ୍‌ଫେଡ୍ ପାଣି । ସେହିଭଳି ବିଭିନ୍ନ ଫ୍ଲେଭରରେ ଆସିବ ଓମ୍‌ଫେଡ୍ ଆଇସକ୍ରିମ୍ । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ବୋର୍ଡର ଅନୁମୋଦନ ମିଳିବା ପରେ ଓମଫେଡ୍ ପାଣି ଓ ବିଭିନ୍ନ ପ୍ରକାର…

ସୁଧୁରୁଛି ଚୀନ-ଭାରତ ସମ୍ପର୍କ ! LACରୁ PLA ସୈନ୍ୟ ପ୍ରତ୍ୟାହାର କଲା ଚୀନ

BRICS ସମ୍ମିଳନୀ ସମାପ୍ତ ହେବା ପରେ ଭାରତ-ଚୀନ୍ ସମ୍ପର୍କ ପୁଣି ଥରେ ସୁଧୁରୁଥିବା ଦେଖିବାକୁ ମିଳିଛି । ଭାରତ ସୀମା ନିକଟରେ ବାସ୍ତବ ନିୟନ୍ତ୍ରଣ ରେଖା (LAC)ରେ ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମି (PLA)ର ସେନା ହ୍ରାସ ହୋଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟର ବାର୍ଷିକ ରିପୋର୍ଟରେ ଏହା…

ବିରୂପା ନଦୀକୁ ଡେଇଁପଡିଲେ ସ୍ୱାମୀ-ସ୍ତ୍ରୀ…ଜଣେ ଉଦ୍ଧାର

ଭୁବନେଶ୍ୱର (ରାଜ୍ୟ କାହାଣୀ )ନଦୀକୁ ଡେଇଁପଡିଲେ ସ୍ୱାମୀ-ସ୍ତ୍ରୀ । ବିରୂପା ନଦୀର ବାଲିକୁଦା ସେତୁ ଉପରୁ ନଦୀକୁ ଡେଇଁ ପଡ଼ିଲେ ସ୍ବାମୀ ସ୍ତ୍ରୀ । ସ୍ତ୍ରୀକୁ ଉଦ୍ଧାର କରାଯାଇ ଥିବା ବେଳେ ସ୍ବାମୀ ନିଖୋଜ । ବରି ଅଗ୍ନିଶମ ବାହିନୀ ଦ୍ଵାରା ଉଦ୍ଧାର କାର୍ଯ୍ୟ ଜାରି ।ବରୀ ଅଗ୍ନିଶମ ବାହିନୀ…

ବାଲେଶ୍ୱରରୁ ୫ ଓରାଂଉଟାନ୍‌ ଉଦ୍ଧାର ଘଟଣା; ସୁରକ୍ଷା ପାଇଁ ଗଠନ ହେଲା ବୈଷୟିକ କମିଟି

ଭୁବନେଶ୍ୱର (ରାଜ୍ୟ କାହାଣୀ )ଓଡ଼ିଶାରେ ଓରାଙ୍ଗଉଟାନ୍ ଉଦ୍ଧାର ଘଟଣାକୁ ସପ୍ତାହେ ବିତିଛି । କିନ୍ତୁ ବିରଳ ବନ୍ୟଜନ୍ତୁ ତସ୍କରୀ ପଛ ରହସ୍ୟ ପଦାକୁ ଆସିପାରିଲାନି । ଦୀଘାରେ ଡିଲ୍ ଘଟଣା ବି କିଛି ସ୍ପଷ୍ଟ ହେଲାନି । ହୋଟେଲର ସିସିଟିଭି ଫୁଟେଜ୍ରୁ କିଛି ଚାଞ୍ଚଲ୍ୟକର ତଥ୍ୟ ଆଶାରେ ଥିଲା…

୨୨ରେ ପୁଣି ଲଘୁଚାପ, ବଢ଼ିବ ବର୍ଷା

୨୨ରେ ପୁଣି ଲଘୁଚାପ। ବଢ଼ିବ ବର୍ଷାର ପ୍ରକୋପ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମଧ୍ୟପ୍ରଦେଶ ଓ ସଂଲଗ୍ନ ଉତ୍ତର ବିଦର୍ଭ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଏହାରି ପ୍ରଭାବରେ ମୌସୁମୀ ନିମ୍ନଚାପ ରେଖା ଓଡ଼ିଶା ଦେଇ ବଙ୍ଗୋପସାଗର ଯାଏଁ ଲମ୍ବିଛି । ଏହା…

ଆଜି ପବିତ୍ର ଗଣେଶ ପୂଜା

ଭୁବନେଶ୍ଵର (ରାଜ୍ୟ କାହାଣୀ ) ଆଜି ପବିତ୍ର ଗଣେଶ ପୂଜା । ବିଘ୍ନହର୍ତ୍ତାଙ୍କ ପୂଜାରେ ଉତ୍ସବମୁଖର ସାରା ଦେଶ । ଓଡ଼ିଶାର ସ୍କୁଲ-କଲେଜରେ ପୂଜାର ଧୂମ୍ । ଗଣେଶ ପୂଜା ସହ ଛାତ୍ରଛାତ୍ରୀଙ୍କ ଏକ ନିଆରା ସମ୍ପର୍କ ରହିଛି । ସକାଳୁ ସକାଳୁ ସ୍କୁଲ, କଲେଜ ଓ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆରମ୍ଭ…

ୟୁକେ ରୟାଲ୍ ଏୟାରଫୋର୍ସ ପାଇଲଟଙ୍କୁ ତାଲିମ ଦେବେ ଭାରତୀୟ ବାୟୁସେନା ପ୍ରଶିକ୍ଷକ

ଭାରତ-ୟୁକେ ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ। ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନାର ୩ ଜଣ ଯୋଗ୍ୟ ଉଡ଼ାଣ ପ୍ରଶିକ୍ଷକ (QFI) ୱେଲ୍ସସ୍ଥିତ ରୟାଲ୍ ଏୟାର ଫୋର୍ସର ଭ୍ୟାଲି ଘାଟିରେ ନିୟୋଜିତ ହୋଇଛନ୍ତି। ସେମାନେ ବ୍ରିଟିଶ ବାୟୁସେନାର ପାଇଲଟମାନଙ୍କୁ ଉଡ଼ାଣ…

ସରିଲା ପାଇଲଟ ସର୍ଭେ, ଅକ୍ଟୋବର ୨୬ରୁ ଘରକୁ ଘର ବୁଲିବେ BLO

ଭୁବନେଶ୍ୱର (ରାଜ୍ୟ କାହାଣୀ )ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ହୋଇଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭୋଟର ତାଲିକାରେ ଥିବା ତ୍ରୁଟି ଦୂର କରିବା ଲକ୍ଷ୍ୟରେ ବିଏମସି ଅଞ୍ଚଳରେ ଏକ ବିଶେଷ ପାଇଲଟ ସର୍ଭେ ଅଭିଯାନ ଶେଷ ହୋଇଛି । ୱାର୍ଡ ସୀମା ପୁନଃନିର୍ଦ୍ଧାରଣ,…

ପାର୍ବଣ ପୂର୍ବରୁ ଫଳ ଗୋଦାମ ଉପରେ ଚଢାଉ ! ଫଳ ଉପରେ କେମିକାଲ ବ୍ୟବହାର ପଡ଼ିଲା ମହଙ୍ଗା

କୃତ୍ରିମ ଉପାୟରେ ଫଳ ପଚାଇବା ଓ ଅସ୍ୱାସ୍ଥ୍ୟକର ପରିବେଶରେ ଫଳ ସଂରକ୍ଷଣ ଅଭିଯୋଗରେ ପୁରୀ ଓ ବ୍ରହ୍ମପୁରର ବିଭିନ୍ନ ଫଳ ଗୋଦାମ ଓ ଦୋକାନରେ ଚଢ଼ାଉ କରାଯାଇଛି। ପୁରୀରେ ୨୦ କିଲୋଗ୍ରାମ କଦଳୀ ଜବତ କରାଯାଇ ନଷ୍ଟ କରାଯାଇଥିବା ବେଳେ ବ୍ରହ୍ମପୁରରେ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ୫ ହଜାର ଟଙ୍କା…

ବ୍ରିକ୍ସର ‘ନୂଆଦିଲ୍ଲୀ ଘୋଷଣାପତ୍ର’ରେ ପହଲଗାମ ଆକ୍ରମଣକୁ ନିନ୍ଦା

ବ୍ରିକ୍ସ(BRICS)ଶିଖର ସମ୍ମିଳନୀର ଶେଷ ଅଧିବେଶନରେ ସର୍ବସମ୍ମତିକ୍ରମେ ‘ଦିଲ୍ଲୀ ଘୋଷଣାପତ୍ର ୨୦୨୬’ ଗୃହୀତ ହୋଇଛି। ଏହି ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରାଯାଇଛି, ଯାହା ଭାରତ ପାଇଁ ଏକ ବଡ଼ କୂଟନୈତିକ ବିଜୟ ବୋଲି ବିବେଚନା କରାଯାଉଛି।ଘୋଷଣାପତ୍ର ଉପସ୍ଥାପନ…