Browsing Category
ଆଜିର ଖବର
ଆଧାର କେବଳ ପରିଚୟ ପ୍ରମାଣ ଭାବରେ ବ୍ୟବହାର କରାଯିବ: ସୁପ୍ରିମକୋର୍ଟ
ଆଧାର କାର୍ଡ ବ୍ୟବହାର ସମ୍ପର୍କରେ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ନିର୍ବାଚନ କମିସନଙ୍କୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି । ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହି ନୋଟିସ ଜାରି କରାଯାଇଛି । ଆବେଦନରେ ଅନୁରୋଧ କରାଯାଇଥିଲା ଯେ ଆଧାରକୁ କେବଳ ପରିଚୟପତ୍ର ଭାବରେ ବ୍ୟବହାର କରାଯାଉ ।!-->…
ମହାପ୍ରଭୁଙ୍କ ଦର୍ଶନ କଲେ ଉପ ନିର୍ବାଚନ କମିଶନର ଜ୍ଞାନେଶ ଭାରତୀ
ଭୁବନେଶ୍ଵର (ରାଜ୍ୟ କାହାଣୀ) ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଉପ ନିର୍ବାଚନ କମିଶନର ଜ୍ଞାନେଶ ଭାରତୀ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ ପରେ ସିଂହଦ୍ୱାର ନିକଟରେ, ଲାଗି ଖଣ୍ଡୁଆ ଓ ଜଗନ୍ନାଥଙ୍କ ଫୋଟୋ ଚିତ୍ର ଦେଇ!-->…
ଡାକ୍ତରଙ୍କ ପ୍ରେସକ୍ରିପସନ୍ ବିନା ମିଳିବନି କଫ୍ ସିରପ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କଲା ନିର୍ଦ୍ଦେଶନାମା
କାଶ ସିରପ ସମେତ ବିଭିନ୍ନ ଔଷଧୀୟ ସିରପ କିଣିବା ପାଇଁ ଏବେ ସାରା ଦେଶରେ ଡାକ୍ତରଙ୍କ ପ୍ରେସକ୍ରିପସନ ବାଧ୍ୟତାମୂଳକ ହେବ। ଔଷଧ ନିୟମ, ୧୯୪୫ ସଂଶୋଧନ କରି, କେନ୍ଦ୍ର ସରକାର ସିରପର ଓଭର-ଦି-କାଉଣ୍ଟର (OTC) ବିକ୍ରୟକୁ ନିଷେଧ କରିବାକୁ ନିଷ୍ପତ୍ତି ନେଇଛନ୍ତି।କେନ୍ଦ୍ର ସରକାର ଜୁନ ୯, ୨୦୨୬ ରେ!-->…
ବନ୍ଧା ହେଲେ ରସିକିଆ ଅଧ୍ୟାପକ, ମହଙ୍ଗା ପଡିଲା ଛାତ୍ରୀଙ୍କୁ ସେକ୍ସୁଆଲ ଫେବର ମାଗିବା
ମହଙ୍ଗା ପଡିଲା ଛାତ୍ରୀଙ୍କୁ ସେକ୍ସୁଆଲ ଫେବର ମାଗିବା । ବନ୍ଧା ହେଲେ ରସିକିଆ ଅଧ୍ୟାପକ। ଭରତପୁର ଥାନା ଅଂଚଳରେ ସାମ୍ନାକୁ ଆସିଲା ଭେଟେନାରୀ ପ୍ରଫେସରଙ୍କ ଡାର୍ଟି କାରନାମା । ଅଭିଯୁକ୍ତ ପଶ୍ଚିମବଙ୍ଗ ହୁଗୁଳିର ଅଜିତ କୁମାର ଗୁପ୍ତା ।ପୁଲିସ ସୂଚନା ଅନୁଯାୟୀ, ଭୁବନେଶ୍ଵରରେ ଏକ ଘରୋଇ!-->…
‘ଇଣ୍ଡିଆ’ ମେଣ୍ଟରେ ବିଭାଜନ ପାଇଁ ରାହୁଲ ଗାନ୍ଧୀ ଦାୟୀ:ସମାଲୋଚନା କଲା ଡିଏମକେ
ଦେଶବ୍ୟାପୀ ଚାଲିଥିବା ରାଜନୈତିକ ଉଷ୍ମତା ମଧ୍ୟରେ, ବିରୋଧୀ ମେଣ୍ଟ (ଇଣ୍ଡିଆ ବ୍ଲକ) ଭିତରେ ଫାଟ ଏବେ ଖୋଲାଖୋଲି ଭାବରେ ଦେଖାଦେଇଛି।ତାମିଲନାଡୁରେ କ୍ଷମତା ହାସଲ କରୁଥିବା ଦ୍ରାବିଡ଼ ମୁନ୍ନେତ୍ର କାଝଗମ (ଡିଏମକେ) ଏହାର ପୂର୍ବତନ ସହଯୋଗୀ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ!-->…
ଟେଲିଗ୍ରାମ ବନ୍ଦ! ପୁନଃ-NEET ପରୀକ୍ଷା ପୂର୍ବରୁ ସରକାର ନେଲେ ବଡ଼ ନିଷ୍ପତ୍ତି
ଜୁନ୍ ୨୧ରେ ହେବାକୁ ଥିବା NEET ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟେଲିଗ୍ରାମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହା ଉପରେ ଅସ୍ଥାୟୀ ଭାବରେ ପ୍ରତିବନ୍ଧକ ଲଗାଯାଇଛି। NEET-UG ପୁନଃପରୀକ୍ଷା ଜୁନ 21 ପାଇଁ ସ୍ଥିର କରାଯାଇଛି। ଏହା ସହିତ,!-->…
ନନ୍ଦନକାନନରେ ଲମ୍ବା ଥଣ୍ଟିଆ ଶାଗୁଣା ଛୁଆ ମୃତ
ଭୁବନେଶ୍ୱର (ରାଜ୍ୟକାହାଣୀ )ନ୍ଦନକାନନ ପ୍ରାଣୀଉଦ୍ୟାନ ପାଇଁ ଦୁଃଖଦ ଖବର । ଗତ ମାର୍ଚ୍ଚ ୧୧ ତାରିଖରେ ଜନ୍ମ ହୋଇଥିବା ଲମ୍ବା ଥଣ୍ଟିଆ ଶାଗୁଣା ଶାବକର ସୋମବାର ସକାଳେ ମୃତ୍ୟୁ ଘଟିଛି । ୩ମାସର ଏହି ଶାବକର ମୃତ୍ୟୁ ପରେ ନନ୍ଦନକାନନରେ ଏହି ପ୍ରଜାତିର ଶାଗୁଣା ସଂଖ୍ୟା ୧୦କୁ ଖସିଆସିଛି । ତେବେ!-->…
ରଜ ପର୍ବର ଶେଷ ଦିନରେ ରାଜ୍ୟ ଉତ୍ସବମୁଖର
ଭୁବନେଶ୍ୱର (ରାଜ୍ୟକାହାଣୀ )ଗଣପର୍ବ ରଜ, ସାରା ରାଜ୍ୟରେ ମହା ଆଡ଼ମ୍ବରରେ ପାଳନ ହେଉଛି । ଆଜି ହେଉଛି ରଜ ପର୍ବର ତୃତୀୟ ଦିନ ବା ଶେଷ ରଜ । ପ୍ରଥମ ଦିନ ପହଲି ରଜ, ତା’ ପରଦିନ ରଜ ସଂକ୍ରାନ୍ତି ଥିଲା । ରାଜ୍ୟସାରା ଜମୁଛି ଦୋଳି ଖେଳ ।ରଜ ପର୍ବର ପ୍ରମୁଖ ଆକର୍ଷଣ ହେଉଛି ଦୋଳି ଖେଳ ଏବଂ!-->…
ଓଡ଼ିଶାରେ ସକ୍ରିୟ ହେଉଛି ମୌସୁମୀ, ବର୍ଷା ଓ ବଜ୍ରପାତ ପାଇଁ ସତର୍କତା ଜାରି
ଭୁବନେଶ୍ୱର (ରାଜ୍ୟକାହାଣୀ )ଓଡ଼ିଶାରେ ସକ୍ରିୟ ହେଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଉପକୂଳ ସହ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାକୁ ଛୁଇଁଛି ମୌସୁମୀ ବାୟୁ । ବର୍ତ୍ତମାନ ଏହା ଆଭ୍ୟନ୍ତରୀଣ ଓଡ଼ିଶା ଦେଇ ଗତି କରୁଛି । ଆଗାମୀ ୪-୫ ଦିନ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସହ!-->…
କାଲିଫର୍ଣ୍ଣିଆର ଏଡୱାର୍ଡସ ଏୟାରଫୋର୍ସ ବେସରେ ଆମେରିକୀୟ ଯୁଦ୍ଧବିମାନ ”ବି-୫୨” କ୍ରାସ୍
ଆମେରିକା ଏୟାରଫୋର୍ସର B-52 ବୋମାବର୍ଷୀ ବିମାନ ଦୁର୍ଘଟଣା ଘଟିଛି । ବିମାନଟି ଦକ୍ଷିଣ କାଲିଫୋର୍ନିଆରେ ଅବସ୍ଥିତ ଏଡୱାର୍ଡସ୍ ଏୟାର ଫୋର୍ସ ବେସରୁ ଉଡ଼ାଣ ଭରିବାର କେବଳ କିଛି ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ରିପୋର୍ଟ ଅନୁଯାୟୀ, ସୋମବାର ଘଟିଥିବା ଏହି ଭୟାବହ!-->…