Browsing Category
ଆଜିର ଖବର
ଆଇଏଏସ୍ରେ ନୂତନ ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏଂଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ୱର, ରାଜ୍ୟ କାହାଣୀ: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲସାଇନ୍ସେସ୍ (ଆଇଏଏସ)ର ପ୍ରଥମ ବର୍ଷର ବିଏସ୍ସି (ଅନର୍ସ) ଏଗ୍ରିକଲ୍ଚର ନୂତନ ଛାତ୍ରଛାତ୍ରୀଙ୍କ ୧୪ ତମ ବ୍ୟାଚ ନିମନ୍ତେ ସୋମବାର ଓରିଏଂଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!-->…
ଅକ୍ଟୋବର ୨୭ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର (ରାଜ୍ୟ କାହାଣୀ )ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସାଂସଦ ନବ ଚରଣ ମାଝୀ ସୂଚନା ଦେଇଛନ୍ତି । । ଅକ୍ଟୋବର ୨୭ରେ ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ ରହିଛି । ୨୮ ତାରିଖରେ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି । ମେଗା!-->…
28ରୁ 30 ପର୍ଯ୍ୟନ୍ତ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ। ଲଗାତାର 5 ଦିନ ବନ୍ଦ ରହିବ ବ୍ୟାଙ୍କ !
ସେପ୍ଟେମ୍ବର ମାସ ଶେଷ ବେଳକୁ 5 ଦିନ ବନ୍ଦ ରହିବ ବ୍ୟାଙ୍କ । ଯଦି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) କିମ୍ବା ଅନ୍ୟ କୌଣସି ସରକାରୀ ବ୍ୟାଙ୍କରେ ଆପଣଙ୍କର କୌଣସି ଜରୁରୀ କାମ ବାକି ରହିଯାଇଛି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।ଆଗାମୀ ଦିନରେ ଦେଶରେ ବ୍ୟାଙ୍କିଂ!-->…
ବଳାତ୍କାର ମାମଲାରେ କେଉଁ ରାଜ୍ୟ ଆଗରେ?
ନ୍ୟାସନାଲ କ୍ରାଇମ୍ ରେକର୍ଡ୍ସ ବ୍ୟୁରୋର ବାର୍ଷିକ ତଥ୍ୟ ଅନୁସାରେ, ଦୁଷ୍କର୍ମ ଏବଂ ଛେଡ଼ଛାଡ଼ ଭଳି ମାମଲାର ଦାଖଲ ସଂଖ୍ୟା ଓ ଅପରାଧ ହାରରେ ରାଜ୍ୟଗୁଡ଼ିକ ମଧ୍ୟରେ ବେଶ୍ ତଫାତ ରହିଛି।ବଳାତ୍କାରର ଦାଏର ହୋଇଥିବା ମୋଟ ମାମଲା ସଂଖ୍ୟାକୁ ଦେଖିଲେ ରାଜସ୍ଥାନ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟ ଅନେକ!-->…
ଡିଜିପି ନିଯୁକ୍ତି ବିବାଦ ମାମଲା; ଆସନ୍ତାକାଲି ପୁଣି ଥରେ ମାମଲାର ଶୁଣାଣି ହେବ
ଭୁବନେଶ୍ଵର (ରାଜ୍ୟ କାହାଣୀ ) ଓଡ଼ିଶା ଡିଜିପି ନିୟୁକ୍ତି ବିବାଦ ମାମଲା । ସୁପ୍ରିମକୋର୍ଟରେ ଆଜି ଶୁଣାଣି ଅସମାପ୍ତ । ଆସନ୍ତାକାଲି ପୁଣି ଥରେ ମାମଲାର ଶୁଣାଣି ହେବ । ଆଜି ଶୁଣାଣି ସମୟରେ ବିଭିନ୍ନ ପ୍ରକ୍ରିୟାଗତ ପ୍ରସଙ୍ଗ ଉପରେ ତୀବ୍ର ଯୁକ୍ତିତର୍କ ହୋଇଛି । ବରିଷ୍ଠ ଆଇପିଏସ୍ ଅଧିକାରୀ!-->…
ବୁଧବାର ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି, ୬ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ବୁଧବାର ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ। ଏହି ନୀତିକୁ ଦୃଷ୍ଟିରେ ରଖି ଅପରାହ୍ନ ୫ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।ମଧ୍ୟାହ୍ନ ଧୂପ ଉଠିବା ପରେ ଜୟବିଜୟ ଦ୍ୱାର ବନ୍ଦ ହୋଇ ଭିତର ଚନ୍ଦନ ଅର୍ଗଳିରେ ପୂଜାପଣ୍ଡା!-->…
ରାତି ହେଲେ ଅନ୍ଧାର ହେଉଛି ରାଜଧାନୀ।ସହରର ଏଭଳି ସ୍ଥିତିକୁ ନେଇ TPCODL ଉପରେ ବର୍ଷିଛନ୍ତି ମେୟର
ଭୁବନେଶ୍ୱର(ରାଜ୍ୟ କାହାଣୀ)ଭୁବନେଶ୍ୱର ମହାନଗର ନିଗମର ୪୪ ତମ ସାଧାରଣ ବୈଠକ ଶେଷ ହୋଇଥିବା ବେଳେ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ସହରରେ ଦେଖାଯାଉଥିବା ଅନ୍ଧାର ସ୍ଥିତିକୁ ନେଇ ହୋ ହାଲ୍ଲା କରିଥିଲେ କର୍ପୋରେଟର । ଅଧା ଠୁ ଅଧିକ ସ୍ଥାନରେ ଷ୍ଟ୍ରିଟ ଲାଇଟ ଖରାପ ହୋଇଥିବା ବେଳେ!-->…
ଏମଏମଡିଆର ଆଇନ ଏବଂ ପାଠ୍ୟପୁସ୍ତକ ଭୁଲକୁ ନେଇ ଓଡ଼ିଶା ବିଧାନସଭାରେ ହଙ୍ଗାମା; ନବୀନ ପଟ୍ଟନାୟକ ବିଧାନସଭା ଛାଡିଲେ
ଭୁବନେଶ୍ଵର(ରାଜ୍ୟ କାହାଣୀ )ଶୋକସଭା ପରେ ଓଡ଼ିଶା ବିଧାନସଭାର ପ୍ରାରମ୍ଭିକ ଦିନରେ ବିରୋଧୀ ଦଳଗୁଡ଼ିକ ପ୍ରବଳ ବିରୋଧ ପ୍ରଦର୍ଶନ କରିବା ସହିତ ତତ୍କାଳ ବାଧାପ୍ରାପ୍ତ ହୋଇଥିଲା। ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) (ଏମଏମଡିଆର) ସଂଶୋଧନ ଆଇନ ଉପରେ କଂଗ୍ରେସ ବିଧାୟକମାନେ ସ୍ଲୋଗାନ!-->…
ଜଙ୍ଗଲ ନିଆଁ ଲିଭାଉଥିବା ବେଳେ ହେଲିକପ୍ଟର କ୍ରାଶ୍, ୨ ପାଇଲଟ ମୃତ
ଜଙ୍ଗଲ ଜଳୁଥିଲା। ନିଆଁକୁ ଆୟତ୍ତ କରିବାକୁ ଆକାଶରୁ ପାଣି ବର୍ଷାଉଥିଲା ହେଲିକପ୍ଟର। ହେଲେ ହଠାତ୍ ଘଟିଲା ଭୟଙ୍କର ଦୁର୍ଘଟଣା! ନିଆଁ ଲିଭାଇବାକୁ ଯାଇ ଖସିପଡ଼ିଲା ହେଲିକପ୍ଟର। ଆଉ ଆଖି ପିଛୁଳାକେ ଚାଲିଗଲା ଦୁଇ ଜୀବନ। ଅଧିକାରୀଙ୍କ ଅନୁଯାୟୀ, ରବିବାର ଅପରାହ୍ନରେ ଜଙ୍ଗଲ ନିଆଁ ଉପରେ ପାଣି!-->…
ବିରୋଧୀଙ୍କ ହଟ୍ଟଗୋଳ, ଦିନ ୧ଟା ୧୦ ମିନିଟ୍ ପର୍ୟ୍ୟନ୍ତ ଗୃହ ମୁଲତବି
ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ମଙ୍ଗଳବାର ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ପ୍ରଥମେ ଦିବଙ୍ଗତ ନେତା ଓ ନେପାଳରେ ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହୋଇଛି । ତେବେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ । ବିଭିନ୍ନ ପ୍ରସଙ୍ଗକୁ ନେଇ!-->…