Browsing Category
ଆଜିର ଖବର
ମନମୁଖୀ କାର୍ଯ୍ୟ ଅଭିଯୋଗକୁ ନିର୍ବାଚନ ଆୟୋଗଙ୍କ ଖଣ୍ଡନ
ନିର୍ବାଚନ ଆୟୋଗଙ୍କ ‘ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ ପ୍ରକ୍ରିୟା’ (SIR) ସମ୍ପର୍କରେ ‘ଇଣ୍ଡିଆନ ଏକ୍ସପ୍ରେସ’ର ଏକ ରିପୋର୍ଟ ପ୍ରକାଶ ପାଇବା ପରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି। ‘ଏକ୍ସପ୍ରେସ’ ରିପୋର୍ଟ ଅନୁଯାୟୀ, SIR ପ୍ରକ୍ରିୟା ସମୟରେ ଦୁଇଜଣ ନିର୍ବାଚନ କମିଶନର ବିଭିନ୍ନ ପ୍ରସଙ୍ଗରେ!-->…
ବିଜେଡିର ବିକ୍ଷୋଭ । ଗାନ୍ଧୀ ମାର୍ଗରେ ବିଜୁ ଜନତା ଦଳର ଆନ୍ଦୋଳନ
ଭୁବନେଶ୍ୱର (ରାଜ୍ୟ କାହାଣୀ )ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜାରି ରହିଛି ‘ଶିକ୍ଷା ବଞ୍ଚାଓ’ ଆନ୍ଦୋଳନ । ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଏବଂ ଛାତ୍ରଛାତ୍ରୀଙ୍କୁ ବହି ଯୋଗାଇବା ଦାବିରେ ବିଧାନସଭା ଘେରାଉ କରାଯାଇଛି ।ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ!-->…
ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ !ଶୁଭ କି ଅଶୁଭ ତାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା
ଭୁବନେଶ୍ୱର (ରାଜ୍ୟ କାହାଣୀ )ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ । ଆଜି ସକାଳୁ ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଥିବା ଅକ୍ଷୟଦଣ୍ଡର ପତିତପାବନ ବାନା ଉପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚିଲ ବସିଥିବା ଦେଖିବାକୁ ମିଳିଛି। ତେବେ ପତିତପାବନ ବାନା ଉପରେ ଚିଲ ବସିବା ଶୁଭ କି ଅଶୁଭ ତାହାକୁ!-->…
MMDRକୁ ନେଇ ବର୍ଷିଲେ ବିଜେଡି ନେତ୍ରୀ ସୁଜାତା ରାଉତ
ଭୁବନେଶ୍ୱର (ରାଜ୍ୟ କାହାଣୀ )MMDRକୁ ନେଇ ବର୍ଷିଲେ ବିଜେଡି ନେତ୍ରୀ ସୁଜାତା ରାଉତ । ବିଜେପି ନେତା ଓ ସାଂସଦମାନେ ରାଜଧର୍ମ ଭୁଲିଯାଇଛନ୍ତି । ନିଜ ମା’ ଓ ମାଟି ପ୍ରତି ଅନ୍ୟାୟ କରିଛନ୍ତି ।ଖଣି ସଂଶୋଧନ ବିଲକୁ ସମର୍ଥନ କରିଥିବା ବିଜେପି ସାଂସଦ ମାନେ ଉତ୍ତର ଦିଅନ୍ତୁ, ସୋମାନେ କହା ସହ!-->…
ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଙ୍ଗାମା, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
ଭୁବନେଶ୍ୱର (ରାଜ୍ୟ କାହାଣୀ )ବିଧାନସଭା ମୌସୁମୀ ଅଧିବେଶନ । ୨ୟ ଦିନରେ ବି ଗୃହ ଅଚଳ। ଯାହାଫଳରେ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି । ବିରୋଧୀଙ୍କ ହଟ୍ଟଗୋଳ ଏବଂ ହୋହାଲ୍ଲା ଲାଗି ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ । ତେବେ ହୋହଲ୍ଲା ଭିତରେ ମାତ୍ର ୬!-->…
ବିଶ୍ୱର ସର୍ବାଧିକ ବର୍ଷା ବହୁଳ ଅଞ୍ଚଳରେ ଘାରିଲା ମରୁଡ଼ି ଚିନ୍ତା!
ଚଳିତବର୍ଷ ଦେଶରେ ମୌସୁମୀ ବର୍ଷା ସ୍ବାଭାବିକ ଠାରୁ ପ୍ରାୟ ୧୫ ପ୍ରତିଶତ କମ୍ ରହିଛି । ଏହି ତଥ୍ୟ ଗତ ୧୭ ବର୍ଷ ଭିତରେ ସବୁଠାରୁ କମ୍ । ଏହା ପୂର୍ବରୁ ୨୦୦୯ରେ ୧୮.୩ ପ୍ରତିଶତ କମ୍ ବର୍ଷାର ରେକର୍ଡ କରାଯାଇଥିଲା । ତେବେ ବିଶ୍ୱର ସବୁଠାରୁ ଅଧିକ ବର୍ଷା ହେଉଥିବା ୨ ଭାରତୀୟ ସହରରେ ଘାରିଛି!-->…
ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ; ଆଜି ବି କମ୍ପିବ ବିଧାନସଭା
ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନ। ପ୍ରଥମ ଦିନ ଭଳି ଆଜି ମଧ୍ୟ ବିଧାନସଭା ସରଗରମ ରହିବ। ପାଠ୍ୟପୁସ୍ତକରେ ତ୍ରୁଟି ଓ ଏମଏମଡିଆର ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବେ ବିରୋଧୀ ବିଜେଡି ଓ କଂଗ୍ରେସ। ପାଠ୍ୟପୁସ୍ତକରେ ତ୍ରୁଟି ପାଇଁ ନୈତିକତା ଦୃଷ୍ଟିରୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ!-->…
ଉପକୂଳ ମୁହାଁ ଗଭୀର ଅବପାତ । ଆଜି ରାତିରେ ଲ୍ୟାଣ୍ଡଫଲ୍ ।
ଭୁବନେଶ୍ଵର (ରାଜ୍ୟ କାହାଣୀ )ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଉପକୂଳମୁହାଁ । ମନ୍ଥର ଗତିରେ ଏହା ଉପକୂଳ ଆଡ଼କୁ ଆଗକୁ ବଢ଼ୁଥିବା ବେଳେ, ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଏହାର ପ୍ରଭାବରେ ବର୍ଷା ଲାଗିରହିଛି ।ଗଭୀର ଅବପାତଟି ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍ ଠାରୁ ପ୍ରାୟ!-->…
ସହରାଞ୍ଚଳରେ ଗ୍ରୀଷ୍ମ ପ୍ରବାହ, ବନ୍ୟା ମୁକାବିଲା ଓ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥାର ଆଧୁନିକୀକରଣ ନେଇ ଉଚ୍ଚସ୍ତରୀୟ…
ଭୁବନେଶ୍ୱର, ରାଜ୍ୟ କାହାଣୀ:ସହରାଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଓ ବନ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ଓ ପ୍ରଶମନ ରଣନୀତି ସହ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥାର ଆଧୁନିକୀକରଣ ନେଇ ଆଜି ଗୃହ ଓ ନଗର ଉନ୍ନୟନ ବିଭାଗର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଖାରବେଳ ଭବନର ତୃତୀୟ ମହଲା ସମ୍ମିଳନୀ!-->…
ଟ୍ରାଇର କଡ଼ା ନିର୍ଦ୍ଦେଶ, ଶସ୍ତା ହେବ ମୋବାଇଲ ରିଚାର୍ଜ ପ୍ଲାନ
ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) କମ୍ ଆୟ କରୁଥିବା ମୋବାଇଲ୍ ଗ୍ରାହକଙ୍କ ପାଇଁ ବଡ଼ ପଦକ୍ଷେପ ନେଇଛି । ଟେଲିକମ୍ ରେଗୁଲେଟରୀ ଅଥରିଟି ଅଫ୍ ଇଣ୍ଡିଆ ବା ଟିଆରଏଆଇ ଟେଲିକମ୍ ଉପଭୋକ୍ତା ସୁରକ୍ଷା ନିୟମରେ ୧୩ତମ ସଂଶୋଧନ ଜାରି କରିଛି । ଟିଆରଏଆଇର ଅଧିକୃତ ରେକର୍ଡ ଅନୁସାରେ ଏହି!-->…