Browsing Category

ଆଜିର ଖବର

ସରକାରୀ ଶିକ୍ଷକ କରୁଥିଲେ ଗଞ୍ଜେଇ ଚୋରା ଚାଲାଣ । ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଗିରଫ

ଭୁବନେଶ୍ୱର (ରାଜ୍ୟକାହାଣୀ )୨୬ ନମ୍ବର ଜାତୀୟ ରାଜପଥ ବରଗାଁ ଛକରୁ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଛନ୍ତି ୨ଜଣ ସରକାରୀ ଶିକ୍ଷକ। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।ଚଢାଉ ବେଳେ ୩୩ କେଜି ଗଞ୍ଜେଇ ଜବତ ହୋଇଛି ।ସୂଚନା ଅନୁଯାୟୀ, ଗଞ୍ଜେଇ

କମିଶନରେଟ୍ ପୋଲିସ ହାବୁଡ଼ରେ ପଡ଼ିଛି ବଡ଼ ଠକ । ରାଜଧାନୀରୁ ନକଲି ଆଇଏଏସ୍ ଗିରଫ

ଭୁବନେଶ୍ୱର (ରାଜ୍ୟକାହାଣୀ )ରାଜଧାନୀରୁ ନକଲି ଆଇଏଏସ୍ ଗିରଫ କରିଛି ସହିଦ ନଗର ଥାନା । ଗିରଫ ଠକ ନାଁ ବରଦା ସୁଧୀର । ନିଜକୁ କଲେକ୍ଟର ପରିଚୟ ଦେଇ ଲୋକଙ୍କୁ ଠକୁଥିଲା ଅଭିଯୁକ୍ତ ନକଲି ଆଇଏଏସ୍ । ଫେକ୍ ଆଇଡି ଦେଖାଇ ଦେଖାଇ ବ୍ରାଣ୍ଡେଡ୍ ଜିନିଷ, ଚଷମା, ଜୋତା କିଣିବା ସହ ଷ୍ଟାର ହୋଟେଲରେ

ବରିଷ୍ଠ ସାମ୍ବାଦିକ ଶରତ ଦାଶଙ୍କ ପରଲୋକ

ଭୁବନେଶ୍ଵର,ରାଜ୍ୟ କାହାଣୀ : ବରିଷ୍ଠ ସାମ୍ବାଦିକ ଶରତ ଦାଶଙ୍କ ପରଲୋକ ସେ ଓଡ଼ିଶାର ଗଣମାଧ୍ୟମ ଜଗତରେ ଏକ ଜଣାଶୁଣା ଏବଂ ସମ୍ମାନଜନକ ବ୍ୟକ୍ତିତ୍ୱ ଥିଲେ । ଶରତ ଦାଶ ଦୀର୍ଘ ବର୍ଷ ଧରି ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ (Press Trust of India - PTI)ର ଓଡ଼ିଶା ବ୍ୟୁରୋ ମୁଖ୍ୟ (Bureau

ମୁଖ୍ୟମନ୍ତ୍ରୀଙ୍କ ‘Go East’ ପ୍ଲାଟଫର୍ମ ଘୋଷଣା: ଶିଳ୍ପାୟନରେ ସବୁ ରେକର୍ଡ ଭାଙ୍ଗିବ ଓଡ଼ିଶା

ଭୁବନେଶ୍ୱର (ରାଜ୍ୟକାହାଣୀ )ପୂର୍ବ ଓ ପୂର୍ବୋତ୍ତର ରାଜ୍ୟରୁ ନିବେଶ ହାସଲ କରିବା ତଥା ରାଜ୍ୟର ପଛୁଆ ଓ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଶିଳ୍ପାୟନର ନୂଆ ଯୁଗ ଆରମ୍ଭ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ‘ଗୋ-ଇଷ୍ଟ’ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଛନ୍ତି। ସିଆଇଆଇ ପୂର୍ବାଞ୍ଚଳ ପରିଷଦ ବୈଠକରେ

୧୦ ଟଙ୍କିଆ ନୋଟରେ ଚାଲୁଥିଲା କୋଟି କୋଟିର ଗଞ୍ଜେଇ କାରବାର

ଭୁବନେଶ୍ୱର (ରାଜ୍ୟକାହାଣୀ )କ୍ରାଇମବ୍ରାଞ୍ଚ୍ STF ହାତରେ ଆନ୍ତଃ ରାଜ୍ୟ ଗଂଜେଇ ଚାଲାଣର ମାଷ୍ଟରମାଇଣ୍ଡ। ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣର ମୁଖ୍ୟ ସହ ତାର ସହଯୋଗୀମାନଙ୍କୁ STF ଗିରଫ କରିଛି। ଗତ ଏକ ମାସ ଧରି ଚାଲିଥିବା ଗୁପ୍ତଚର ଭିତ୍ତିକ ଅଭିଯାନରେ ଏହି ବଡ଼ ସଫଳତା ମିଳିଛି। ବୌଦ୍ଧ

ଓଡ଼ିଶା ଜନତା କଂଗ୍ରେସର ରାଜ୍ୟ କମିଟି ଘୋଷଣା କଲେ ସଭାପତି ମହମ୍ମଦ ମୋକିମ୍

ଭୁବନେଶ୍ବର, ରାଜ୍ୟ କାହାଣୀ: ଆଜି ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ପ୍ରଥମ ରାଜ୍ୟ କମିଟି ଘୋଷଣା କରାଯାଇଛି । ଓଜେସି ସଭାପତି ଇଂ ମହମ୍ମଦ ମୋକିମଙ୍କ ଅନୁମୋଦନ କ୍ରମେ ଓଜେସିର ଏକ ୨୬ ଜଣିଆ ରାଜ୍ୟ କମିଟି ଘୋଷଣା ହୋଇଅଛି । ଉକ୍ତ କମିଟିରେ ୬ ଜଣ ରାଜ୍ୟ ଉପସଭାପତି, ୧୦ଜଣ ସାଧାରଣ

ଅଯୋଦ୍ଧା ରାମମନ୍ଦିରରୁ ଦାନ ପାଣ୍ଠି ଚୋରି ମାମଲା, ଇସ୍ତଫା ଦେଲେ ଟ୍ରଷ୍ଟ ମହାସଚିବ ଚମ୍ପତ ରାୟ ଓ ଅନିଲ ମିଶ୍ରା

ଅଯୋଧ୍ୟା ରାମମନ୍ଦିର ପାଣ୍ଠି ହେରଫେର୍‌ ମାମଲାରେ ୮ ଜଣ ଗିରଫ ହେବା ପରେ ରାମ ମନ୍ଦିର ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଓ ଟ୍ରଷ୍ଟର ଅନ୍ୟ ଜଣେ ପ୍ରମୁଖ ସଦସ୍ୟ ଅନିଲ ମିଶ୍ର ଇସ୍ତଫା ଦେଇଛନ୍ତି। ଏସଆଇଟିର ତଦନ୍ତ ରିପୋର୍ଟ ପରେ ଉଭୟ ଇସ୍ତଫା ଦେଇଛନ୍ତି ।ଏସଆଇଟିର ସୁପାରିଶ

ସ୍କୁଲ ବହି ତ୍ରୁଟି ପ୍ରସଙ୍ଗ। ମୁଖ୍ୟମନ୍ତ୍ରୀ ହେଲେ କଠୋର । ରିପୋର୍ଟ ଆସିବା ପରେ ନିଲମ୍ବନ ହେଲେ ପୂର୍ବତନ…

ଭୁବନେଶ୍ୱର (ରାଜ୍ୟ କାହାଣୀ) ସ୍କୁଲ ବହି ତ୍ରୁଟି ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ରିପୋର୍ଟ ପ୍ରଦାନ କରିଛି।କମିଟିର ସୁପାରିଶ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ଏହି

ଚୌଦ୍ବାର ସର୍କଲ ଜେଲର ଡିଜି ଓ ଅଧିକ୍ଷକଙ୍କ ବଢିଲା ଅଡୁଆ। ନାଁରେ ଏତଲା ଦେଲେ ସାଂସଦ

ଭୁବନେଶ୍ୱର (ରାଜ୍ୟକାହାଣୀ )ଚୌଦ୍ବାର ସର୍କଲ ଜେଲରୁ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଫେରାର ଘଟଣାରେ ନୂଆ ମୋଡ଼। ଜେଲ୍ ଡିଜି ସୁଶାନ୍ତ କୁମାର ନାଥ ଓ ଚୌଦ୍ବାର ସର୍କଲ ଜେଲ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ଅଡ଼ୁଆ ବଢିଛି। ଉଭୟଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ରାଜ୍ୟସଭା ସାଂସଦ ସୁଜିତ

୫୭ ବର୍ଷରେ ପାଦ ଥାପିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଆଜି କେନ୍ଦ୍ରମନ୍ତ୍ରୀ ଓ ବିଜେପିର ଜାତୀୟ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ । ଏହି ଅବସରରେ ଦେଶର ବିଭିନ୍ନ ନେତାମାନେ ତାଙ୍କୁ ଉଷ୍ମ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ତାଙ୍କର ଦୀର୍ଘାୟୁ, ସୁସ୍ଥ ଜୀବନ