Browsing Category
ଆଜିର ଖବର
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସେଚେଲ୍ସ ଗସ୍ତରେ ବିଶ୍ୱର ସବୁଠାରୁ ବୟସ୍କ କଇଞ୍ଚ ‘ଜୋନାଥନ୍’କୁ ଭେଟିବେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନି ଦିନିଆ ସେଚେଲ୍ସକୁ ଗସ୍ତରେ ଯିବେ। ଜୁନ୍ ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଗସ୍ତ ହେଉଛି ଏକ ସ୍ୱତନ୍ତ୍ର। ଏହି ଗସ୍ତ ସମୟରେ, ସେ ଭାରତ ମହାସାଗରରେ ଅବସ୍ଥିତ ସେଚେଲ୍ସରେ ସ୍ୱାଧୀନତାର ୫୦ତମ ବାର୍ଷିକୀ ପାଳନ ପାଇଁ ଆୟୋଜିତ ଏକ!-->…
ଆସନ୍ତା ବର୍ଷ ଆରମ୍ଭରେ ଭାରତ ଆସିପାରନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍
ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଶନିବାର ଦିନ କହିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ବର୍ଷ ଆରମ୍ଭରେ ଭାରତ ଗସ୍ତରେ ଆସିପାରନ୍ତି, ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରସ୍ତୁତି ଚାଲିଛି।ରୁବିଓ, IANS ସହିତ ଏକ ସାକ୍ଷାତକାରରେ କହିଛନ୍ତି ଯେ ପ୍ରଶାସନ ଟ୍ରମ୍ପଙ୍କ!-->…
ଖ୍ୟାତନାମା ସିନେମାଟୋଗ୍ରାଫର୍ ଦିଲୀପ ରାୟ ଆଉ ନାହାନ୍ତି
ଭୁବନେଶ୍ୱର (ରାଜ୍ୟକାହାଣୀ )ଓଡ଼ିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ସିନେମାଟୋଗ୍ରାଫର୍ ଦିଲ୍ଲୀପ ରାୟ ଆଉ ନାହାନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲ୍ ରେ ଗତକାଲି ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା ।!-->…
କୋକେଇରୁ ଶ୍ମଶାନ ଯିବା ବଦଳରେ ମେଡିକାଲ ଗଲା ମୃତଦେହ
କୋକେଇ ବନ୍ଧା ସରିଥିଲା, ଶ୍ମଶାନକୁ ଯିବାକୁ ପ୍ରସ୍ତୁତ ହେଉଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ କୋକେଇରୁ ମୃତଦେହ ଉଠାଇଲେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ପାଟଣା ଗାଁରେ।ଖେଳୁଥିବା ବେଳେ ଅସୁସ୍ଥ ହୋଇଥିଲେ ପାଟଣା ଗାଁର କିଶୋର ରଣାଙ୍କ ୧୪ ବର୍ଷୀୟ!-->…
ରାଜଧାନୀରେ ଲଜ୍ଜା । ମହିଳା ଅତିଥିଙ୍କୁ ଦୁଷ୍କର୍ମ ଉଦ୍ୟମ
ଭୁବନେଶ୍ୱର (ରାଜ୍ୟକାହାଣୀ )ରାଜଧାନୀରେ ମହିଳା ଅତିଥିଙ୍କୁ ଦୁଷ୍କର୍ମ ଉଦ୍ୟମ । ହୋଟେଲ ଭିତରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଛି । ରାଜ୍ୟ ବାହାରର ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ବନ୍ଧା ହେଲା ହୋଟେଲ ମ୍ୟାନେଜର ଜୟନ୍ତ କୁମାର ନାୟକ । ଗିରଫ କଲା କମିଶନରେଟ୍ ପୋଲିସ୍!-->…
ଆଜିଠୁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର (ରାଜ୍ୟକାହାଣୀ )ଆଜିଠୁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପାଇଁ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବାଲେଶ୍ବର,!-->…
ଶ୍ରୀମନ୍ଦିରରେ ଆଜି ଦଇତା ପ୍ରବେଶ ନୀତି, ଦିନକ ପରେ ଦେବସ୍ନାନ ପୂର୍ଣ୍ଣିମା
ଭୁବନେଶ୍ୱର (ରାଜ୍ୟକାହାଣୀ )ସ୍ନାନଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ସ୍ନାନଯାତ୍ରା ଓ ଆସନ୍ତା ଘୋଷଯାତ୍ରାର ବିଭିନ୍ନ ପର୍ଯ୍ୟାୟର ନୀତି ପାଇଁ ଆଜିଠାରୁ ଶ୍ରୀମନ୍ଦିରରେ ଦଇତାପତି ମାନେ ପ୍ରବେଶ କରିବେ। ଆଜି ଦଇତାପତି ମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ!-->…
ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା । ପୁଣି ଇରାନ -ଆମେରିକା ଭୟଙ୍କର ଯୁଦ୍ଧ
ଇରାନ-ଆମେରିକା ମଧ୍ୟରେ ପୁଣି ଉତ୍ତେଜନା । ହର୍ମୁଜ ପ୍ରଣାଳୀରେ ପୁଣି ମୁହାଁମୁହିଁ ହୋଇଛନ୍ତି ଆମେରିକା-ଇରାନ । ଅଶାନ୍ତ ହୋଇଛି ହର୍ମୁଜ ପ୍ରଣାଳୀ । ଯୁଦ୍ଧବିରତି ଭିତରେ ପୁଣି ଇରାନ ଉପରେ ଆକ୍ରମଣ କରିଛି ଆମେରିକା । ଇରାନ ମଧ୍ୟ ଏହାର ଜବାବ ଦେଇଛି । ହର୍ମୁଜ୍ ପ୍ରଣାଳୀରେ ଏକ ମାଲବାହୀ!-->…
ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀ ପୋଲିସ ଟ୍ରାଫିକ୍ ମାର୍ଗଦର୍ଶିକା ଜାରି
ଜ୍ୟେଷ୍ଠ ଶୁଦ୍ଧ ଶୁକ୍ଲ ପୂର୍ଣ୍ଣିମା ଅର୍ଥାତ୍ ସୋମବାର ସ୍ନାନପୂର୍ଣ୍ଣିମା ନିମନ୍ତେ ପୁରୀରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୁରୀ ପୁଲିସ ପକ୍ଷରୁ ବ୍ୟାପକ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି।ପୁରୀ ପୋଲିସ ଟ୍ରାଫିକ୍ ମାର୍ଗଦର୍ଶିକା ଜାରି କରିଛି । ଭୁବନେଶ୍ୱର-ବ୍ରହ୍ମଗିରି-କୋଣାର୍କ ପଟୁ!-->…
ସରକାରୀ ଶିକ୍ଷକ କରୁଥିଲେ ଗଞ୍ଜେଇ ଚୋରା ଚାଲାଣ । ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଗିରଫ
ଭୁବନେଶ୍ୱର (ରାଜ୍ୟକାହାଣୀ )୨୬ ନମ୍ବର ଜାତୀୟ ରାଜପଥ ବରଗାଁ ଛକରୁ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଛନ୍ତି ୨ଜଣ ସରକାରୀ ଶିକ୍ଷକ। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।ଚଢାଉ ବେଳେ ୩୩ କେଜି ଗଞ୍ଜେଇ ଜବତ ହୋଇଛି ।ସୂଚନା ଅନୁଯାୟୀ, ଗଞ୍ଜେଇ!-->…